Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ନିଃଶବ୍ଦ ଅତିଥି

ସୁଜାତା ମିଶ୍ର  ବିନା ଶବ୍ଦରେ ସବୁରି ଅଲକ୍ଷ୍ୟରେ ପାଦ ଥାପି ଥାପି ତୁମେ ଆସ.. ଫୁଲ ପାଖୁଡ଼ାରେ କାକରର ମହୁ ଝରିଲା ବେଳେ.. ଅରଣ୍ୟର ଘଞ୍ଚ ସବୁଜିମା ଅନ୍ଧାରର ପଣତ ବିଛେଇବା ବେଳେ.. ଘୁମନ୍ତ ପ୍ରହରେ ଝିଁକାରିର ସ୍ୱର ନୀରବି ଗଲା ପରେ ତୁମେ ଆସ..। ମହାମାରୀର ଆତଙ୍କମୁଖର…

ଭାଷା ଭାଗବତ : ସ୍ବଭାଷୀଂକ ସ୍ପୃହା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାରଣ ବିନା ଜଣେ ହସି ସତରେ ପାଇପାରେ ଖୁସି ଅଯଥା ଚିଂତା କରି କାଂଦି କାହିଁକି ହେଉଥିବ ଛଂଦି ଭଲ ଓ ମଂଦର ବିଚାର କରି ଚଂଚଳ ପରିହାର ନ ହେଲେ ମିଛେ ବିଚାରକ ମଣିଷ ପାଏ ସବୁ ସୁଖ ନିର୍ମଳ ହୃଦ, ସଫା ମନ ସଫଳ…

ଚକା ଆଖିର ବ୍ୟାପ୍ତ ଗଭୀରତା ମତେ ସାହିତ୍ୟ ମନସ୍କ କରିଛି : ଜାନକୀ ବଲ୍ଲଭ ମହାପାତ୍ର

ସମକାଳୀନ ଓଡିଆ କଥା ସାହିତ୍ୟ ଜଗତରେ ଗାଳ୍ପିକ ଜାନକୀ ବଲ୍ଲଭ ମହାପାତ୍ର ଜଣେ ସଫଳ ରୂପକାର। କାହାଣୀ ଓ ପରିକଳ୍ପନା ଓ ଚରିତ୍ରାୟନର ଚମତ୍କାରିତା ତାଙ୍କ ଗଳ୍ପର ନିଆରାପଣ। ତାଙ୍କ ଗଳ୍ପଗୁଡ଼ିକର ପାଠକୀୟ ଆବେଦନ ଅନନ୍ୟ। ଓଡ଼ିଆ ଗଳ୍ପରେ ଜୀବନ ଓ ସମ୍ପର୍କର ବିପର୍ଯ୍ୟୟକୁ ନେଇ ଅନେକ ଗପ…

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ.... ଗୀତ: ଜୀବନାନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ମହମ୍ମଦ ରଫି ଅରୁନ୍ଧତୀ , ୧୯୬୮ ମୟୂରୀ ଗୋ! ମୟୂରୀ ଗୋ! ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି ମୟୂରୀଗୋ!…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବୈଶାଖ ମାସର ରୌଦ୍ରଦଗ୍ଧ ଉପ୍ତ ଅପରାହ୍ନ । ଗାଁ ଶେଷରେ ଥିବା ପୋଖରୀ ତୁଠରୁ ମାଠିଆଏ ପାଣି କାଖରେ ଧରି ଝିଅଟିଏ ପାହାଚ ଚଢ଼ୁଛି । ଆଖ ପାଖ ଶୁନ୍ ଶାନ । ହଠାତ ତା’ ନାଆଁ ଧରି କେହି ଜଣେ ଡାକୁଥିବା ଜାଣି, ଝିଅଟି ବିଚଳିତ…

କବିତା : ଆଶା

ରାଜ କିଶୋର ଦାସ ଏତେ ଯାତ୍ରା, ଏତେ ମହୋତ୍ସବରେ ବୁଡ଼ିଥାଅ ଥରେ ମୋ ଆଡ଼କୁ ଚାହିଁ ଦିଅନ୍ତନି ! ତୁମର ସବୁ ସୁନ୍ଦର ବୋଲି ମାନିନେଲାବେଳେ ଲାଗେ, ହେ ସେମିତି କିଛି ନାହିଁ, ତଥାପି ସତ କହୁଛି ଜଗତର ସବୁ ମୋହ ତୁମଠି ଅଜାଡି ହେଇଯାଇଛି । ଏଣୁତ ମୋହରେ ବୁଡାଇ ଏମିତି ଘା ଯେ ମୋର…

ଭାଷା ଭାଗବତ : ଅନ୍ୟ ଭାଷା ପ୍ରୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପିଲାଦିନରୁ ଭାଷା ଶିଖି ମଣିଷ ପାରେ ପଢ଼ି, ଲେଖି ଶୁଣିଲେ ବୁଝଇ ଭାବାର୍ଥ ବଢ଼ାଏ ନିଜର ସାମର୍ଥ୍ୟ ବୟସ ବଢ଼ିବା ସହିତ ଅନ୍ୟାନ୍ୟ ଭାଷାକୁ ଆୟତ୍ତ କରେ ନିଜ ଅଭ୍ୟାସ ବଳେ ଅନେକ ଭାଷା ଧରି ଚଳେ ଆମର ଦେଶ ବହୁଭାଷୀ…

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ

ବାଲେଶ୍ୱର : ସାହିତ୍ୟ ପତ୍ରିକା 'ଗଦ୍ୟାଂଶ' ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଗଦ୍ୟାଂଶ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ 'ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨' ପ୍ରଦାନ କରାଯାଇଛି।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ତାଜୁବ ହୋଇଗଲା ମୀନାକ୍ଷି । ବାଳକଟିର ମୁଖରେ ଚନ୍ଦ୍ରଭାନୁଙ୍କ ଚେହେରା ସୁସ୍ପଷ୍ଟ । ତା’ର ମନ-ମସ୍ତିଷ୍କ କ୍ରମଶଃ ସ୍ଥିରତା ହରାଉଥିଲା । ସମସ୍ତ ପ୍ରମାଣ ଲୋକଲୋଚନକୁ ଆସି ଯାଇଥିବା ହୃଦ୍‌ବୋଧ କରି ଆଉ ଲୁକ୍‌କାୟିତ…

କବିତା : ଅନ୍ଧକାର

ଜଗନ ପାଳ  କେବେ ଅନ୍ଧକାରକୁ ବି ଖୋଜି ଦେଖ ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ ବରଂ ଅମାନବିକତାର ମୁଖାତଳେ ବରଂ ଛଦ୍ମହସର ବିକଟାଳ ରହସ୍ୟରେ ଆଉ ତୁମ ଆମ ଅଜ୍ଞାନତା ଭିତରେ.... ଛାଇର ଛଳନାରେ ଆଭାସର ଛୁଆଁରେ ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ ବାସ୍ନାର ବିଭୋରତାରେ…