Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ…

କବିତା : କଣ୍ଢେଇ

ସସ୍ମିତା ପ୍ରଧାନ ସକାଳରୁ ରାତି ଭୁଲି ନିଜ ସ୍ଥିତି ସଭିଙ୍କ ସେବାରେ ନିଜକୁ ସମର୍ପି ଚାଲୁଥାଏ ଡେଇଁ ଡେଇଁ ମୁଁ ଚାବିଦିଆ କଣ୍ଢେଇ ।। ନିଜର ଅସ୍ଥିତ୍ୱ ଦେଇଛି ହଜେଇ ଯନ୍ତ୍ର ପରି ମୁହିଁ ନିଜକୁ ସଜେଇ ପରିସ୍ଥିତି ଦ୍ୱାହି ଦେଇ ମୁଁ ଚାବିଦିଆ କଣ୍ଢେଇ ।। କହି ମୁଁ ପାରେନା…

ଭାଷା ଭାଗବତ : ଯାହା ଲେଖୁଁ, ତାହା ଦେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଡ ଲେଖିଦେଲେ ଡ ଦିଶଇ ଡ଼ ଲେଖିଦେଲେ ଦିଶଇ ଡ଼ ବୁଝିବା ଏବେ କେଉଁଠି ଡ ଓ କେଉଁଠାରେ ଲାଗେ ଡ଼ ଶବ୍ଦର ପ୍ରଥମ ଅକ୍ଷର ଡ ଲେଖାହୁଏ ବାରଂବାର ଡବା, ଡଂଗା ଓ ଡାଳ, ଡର ବିଂଦୁ ପଡ଼େନି ଦରକାର ରହିଲେ ମଝି, ଶେଷ ସ୍ଥାନେ ଡ଼…

ଭାଷା ଭାଗବତ : ତୁଚ୍ଛ ସ୍ବପ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ ଯାହା ଭାବଂତି ଉଚିତ କରିଲେ ତତ୍କାଳ ତୁରଂତ ସମାଜ ହୁଅଂତା ଉନ୍ନତ ନାହିଁ ତ ଅନ୍ୟ, ଭିନ୍ନ ମତ ଅନେକେ ହୋଇ ଏକମତ ରହିଲେ ନିଜ କାମେ ରତ ଶୁଭଂତାନାହିଁ ଏତେ କଥା ବଦଳିଯାଆଂତା ବ୍ୟବସ୍ଥା ମଣିଷ ଭାଷାଶ୍ରୟୀ ଜୀବ…

ଉଦାସୀନତା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଉଦାସୀନତା ହେଉଛି ଏକ ମାନସିକ ବିକୃତି । ଏଥିରେ, ବ୍ୟକ୍ତି ଅବସାଦଗ୍ରସ୍ତ ହୁଏ ଏବଂ ନକାରାତ୍ମକ ଚିନ୍ତାଧାରା ସର୍ବଦା ମନରେ ଆସେ । ଅନେକ ଥର ଜଣେ ବ୍ୟକ୍ତି ପରିସ୍ଥିତି ସାମ୍ନାରେ ଏତେ ନିଜକୁ ଅସହାୟ ଅନୁଭବ କରେ ଯେ ସେ ତୃତୀୟ ପନ୍ଥା…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ହୋଟେଲରେ ପହଞ୍ଚିବା ଖବର କେତେଜଣ ସହକର୍ମୀ ଜଣାଇଲେ । ସେମାନେ ପଦ୍ମିନୀକୁ ଅନୁରୋଧ କଲେ, ସେମାନଙ୍କ ସାଙ୍ଗରେ ଗେଟ୍‌ ପାଖକୁ ଯାଇ ଚନ୍ଦ୍ରଭାନୁଙ୍ଗୁ ସ୍ୱାଗତ କରିବା ପାଇଁ । କାରଣ କମ୍ପାନୀର ସର୍ବେସର୍ବା…

ଅନୁବାଦ କବିତା : ଧଳା ମେଘର ଛାଇ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ଶିମୁଳି ଗଛର ଶାଖା ପ୍ରଶାଖା। ଆଜି ବି ଦିଶୁଛି ଏତେ ଲାଲ ଟକ ଟକ ଅନେକ ରକ୍ତାକ୍ତ ହୃଦୟ ପରି ଆଜିବି ଶୁଖିଲା ପବନରେ ଲୋହିତ ବାସ୍ନାର ମହକ । ପିଲାଦିନେ ସେଇ ଉଡ଼ନ୍ତ ତୁଳାର ମେଘ ପଛରେ ଧାଇଁ ଧାଇଁ ଦିନେ ଆସି ନଦୀ ତଟରେ ମନ୍ତ୍ରମୁଗ୍ଧ…

ଭାଷା ଭାଗବତ : ସତ୍ୟୋତ୍ତର ମତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ସତ୍ୟ ଆପେକ୍ଷିକ ବୁଝଂତିନାହିଁ ବହୁ ଲୋକ ଯେ ଯାହା ସତ୍ୟକୁ ଆବୋରି ଭବସିଂଧୁ ହୁଅଂତି ପାରି ଭିନ୍ନ ସତ୍ୟ ଯେ ଥାଇପାରେ ଏହା ଯେ ବିଶ୍ବାସ ନ କରେ ନିଜ ସତ୍ୟ ସହିତ ଲାଖି ହୁଏ ସେ ସତରେ ଏକାକୀ…

ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ ଭାବେ ଶ,ଷ,ସ ତିନୋଟି ଅକ୍ଷରର ବ୍ୟବହାର ବର୍ଣ୍ଣମାଳାରେ ସ୍ଥାନିତ । ଶ ଓ ଷ ଭାବରେ ଉଚ୍ଚାରିତ ହୋଇ ବର୍ଣ୍ଣମାଳାରେ ଅକ୍ଷରଭାବେ ସ୍ଥାନ ପାଇଥିଲେ ମଧ୍ୟ ଏହି ଦୁଇଟି ଧ୍ୱନିର ଉଚ୍ଚାରଣ ଓଡ଼ିଆରେ ସ୍ୱତବ ଭାବେ ଉଚ୍ଚାରିତ ହୋଇ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଏକା ଏକା ଜୀବନର ବିଷ ପିଇ ସମସ୍ତଙ୍କ ଆଡ଼କୁ ସେ ବଢ଼ାଇଛି ଅମୃତର ହାତ । ଲୁହକୁ ଲୁଚାଇ ବିତରି ଚାଲିଛି ହସର ପରାଗ । ଏକ ଅପହଞ୍ଚ ଦୂରତ୍ୱର ଅଦୃଶ୍ୟ ସୂର୍ଯ୍ୟ ଆଜି ହାତ ପାହାନ୍ତାରେ । ପଦ୍ମିନୀ ଝାଉଁଳି ଗଲାଣି ଯାନ୍ତ୍ରିକ…