Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସକାଳ

ଦେବଯାନୀ ରାୟ ସକାଳ ହେବାକୁ ଆହୁରି ଅନେକ ବାକି ଆକାଶ ଛାତିରେ ଚନ୍ଦ୍ରତାରା ସୂର୍ଯ୍ୟଙ୍କ ମେଲଣରୁ ବଞ୍ଚିବାର ରାହା ଖୋଜୁଛି ବସୁଧାର ଆୟୁଷ ବିଶ୍ୱାସ ରୁ ଆଖି ଫେରାଇ ଦେଖିଲେ ବାରିହୋଇପଡେ ନିଃସଙ୍ଗ ନିଃଶ୍ୱାସ। ତ୍ୟାଗର ହିସାବ ଖାତାରେ ସମୟର ଅଭିନୟ ତେବେ ବି ଚଗଲା ମନ ହଳେ ଡେଣା…

ଅକ୍ଷୟ ଦାଶଙ୍କ କବିତା ସଙ୍କଳନ ‘ଦି ଗ୍ଲୋରିୟସ୍ ୱାର୍ଲଡ଼’ ଉନ୍ମୋଚିତ

କଟକ : କିଶୋରନଗର ମହାବିଧ୍ୟାଳୟର ଇଂରାଜୀ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ଦାଶଙ୍କ କବିତା ସଙ୍କଳନ 'ଦି ଗ୍ଲୋରିୟସ୍ ୱାର୍ଲଡ଼' ଉନ୍ମୋଚିତ ହୋଇଯାଇଛି । ମହାବିଧ୍ୟାଳୟର ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍…

Edit କବିତା : ପ୍ରେମ

ତପସ୍ୱିନୀ ଶତପଥୀ ଶାଶ୍ୱତ ଅମୃତର ସ୍ପର୍ଶ ଯୋଡ଼େ ଦୁଇ ଅନ୍ତର ନା ତାର ପ୍ରେମ କରଇ ସଭିଙ୍କୁ ହର୍ଷ ସୁପ୍ତ ଚେତନାକୁ ଜାଗ୍ରତ କରେ ସ୍ଵୟଂ ସିଦ୍ଧ କରେ ପରିଚୟ । ମୃଦୁ ମଳୟର ମଳୟ ପବନେ ପୁଲକିତ ସ୍ପନ୍ଦନ ପ୍ରେମ ନିଷ୍ପାପ କରେ ଜୀବନ ବନ୍ଧନ ଶ୍ରାବଣ ଭିଜା ବରଷା ଟିପାରେ ତନୁ ମନ…

କବିତା : ଘର

ନିରୂପମା ପତି ସରଗଠୁଁ ଵଡ ଏହି ଆମ ଘର ଘର ନୁହେଁ ସେହି ଭାଵର ମନ୍ଦିର ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର ଶାନ୍ତି ମୈତ୍ରୀର ସେ ଏକାନ୍ତ ନିର୍ଝର ସେଘରେ ଜନମ ମୋର ଵାପା,ମା, ଭାଇ, ଭଉଣୀଙ୍କୁ ନେଇ ଏକସୂତ୍ରେ ପରିବାର । ଆକାଶଠୁଁ ଵଡ ପୂଜ୍ୟ ପିତା ମୋର ଧର୍ମ, ସ୍ବର୍ଗ,ତପ…

ଭାଷା ଭାଗବତ : ବିଶାଳ ଛଳନାର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧୈର୍ଯ ନ ଥିଲେ ନିଜ କାର୍ଯ ମନେ ହୁଏନି ଅନିବାର୍ଯ ଧୈର୍ଯ ଧାରଣ କଲେ ଶାଂତି ଦେହକୁ ଦିଏନାହିଁ କ୍ଳାଂତି ଧୈର୍ଯଧାରୀ ଜାଣେନି ମାଗି ନିଜ କାର୍ଯରେ ରହେ ଲାଗି ମିଳୁ, ନ ମିଳୁ ପରିଣାମ ଅଯଥା ଲୋଡ଼େନି ବିଶ୍ରାମ ପ୍ରୟାସ ସହ ଧୈର୍ଯ…

ସାହିତ୍ୟ ମତେ ଆତ୍ମତୃପ୍ତି ଦିଏ : ଚିନ୍ମୟୀ ଚାନ୍ଦ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଚିନ୍ମୟୀ ଚାନ୍ଦ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ଭାଷା ଭାଗବତ : ଭିତର, ବାହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ  ଭିତର ଅଛି ପୂର୍ବ ଭଳି ବାହାର ଯାଇଛି ବଦଳି କାଂଥରେ ନୂଆ ରଂଗ ବୋଳି କହୁଁ ' ବିକାଶ ହେଲା ' ବୋଲି କାହାକୁ ନାହିଁ ଏଠି ଜଣା କିପାଇଁ ଏତେ ପ୍ରତାରଣା ହେଲାଣି ଏବେ ନିତ୍ୟାଭ୍ୟାସ ଏହା କି…

ଆତ୍ମ ସମର୍ପଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ପ୍ରତ୍ୟେକ ମନୁଷ୍ୟର ଆତ୍ମା... ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇ ଭୌତିକ ଜଗତକୁ ପ୍ରବେଶ କରେ । ଆତ୍ମା ପୂର୍ବରୁ ପ୍ରତିଜ୍ଞା କରିଥାଏ ପରମାତ୍ମାଙ୍କ ସଙ୍ଗେ ମିଳିତ ହେବ ବୋଲି, କିନ୍ତୁ ସେ ଏ ମାଟିର ସ୍ପର୍ଶ ପାଇଲା ମାତ୍ରେ ସବୁ…

ଭାଷା ଭାଗବତ : ପ୍ରତ୍ୟହ ନୂତନ ପ୍ରୟୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନ ହେଲେ ଅଭ୍ୟାସର ଦାସ ଘଟିବ ଭାଷାର ବିକାଶ ପ୍ରତ୍ୟହ ନୂତନ ପ୍ରୟୋଗ ଭାଷାକୁ ଯୋଗାଏ ସୁଯୋଗ ଶବ୍ଦର ଗମନାଗମନ ଭାଷାରେ ଘଟେ ପ୍ରତି କ୍ଷଣ ନୂଆ ଆସେ, ପୁରୁଣା ଯାଏ ଭାଷାରେ ସ୍ଥିରତା ନ ଥାଏ ଉଭୟ ବିଲୁପ୍ତି ଉତ୍ପତ୍ତି ଯୋଗୁଁ ହିଁ…

କବିତା : ଶ୍ରୀରାମ

ଜ୍ଞାନ ରଞ୍ଜନ ଦାଶ  ବିଶ୍ରବା ଆତ୍ମଜ ଦନୁଜଙ୍କ ରାଜ ଲଙ୍କପତି ଦଶାନନ ନିଧନର ଲକ୍ଷ୍ୟେ ଚୈତ୍ର ଶୁକ୍ଲ ପକ୍ଷେ ଜନ୍ମିତ ରଘୁ ନନ୍ଦନ । ପୁତ୍ରେଷ୍ଠି ଯାଗର କରି ଆୟୋଜନ ଋଷ୍ୟଶୃଙ୍ଗ ପୌରୋହିତ୍ୟେ ଦଶରଥ ଲାଭ କଲେ ଚତୁସ୍ପୁତ୍ର ଜଗତ ଜନଙ୍କ ହିତେ । କୌଶଲ୍ୟା ଉଦରୁ ଉଦେ ନିଶାକର…