Latest Odisha News

BREAKING NEWS

Browsing Category

ସାହିତ୍ୟ

ହୋମିଓପ୍ୟାଥିକ ଚିକିତ୍ସାର ପ୍ରାମାଣିକତା

ରାଜେନ୍ଦ୍ର କୁମାର ଦାଶ ହୋମିଓପ୍ୟାଥି ଚିକିତ୍ସା, ବିଶ୍ୱର ଦ୍ୱିତୀୟ ସର୍ବାଧିକ ଜନାଦୃତ ଚିକିତ୍ସା ବ୍ୟବସ୍ଥା । ଏହି ଚିକିତ୍ସାବିଜ୍ଞାନର ସୃଷ୍ଟି ହୁଏ ୧୭୯୬ ମସିହାରେ ଜର୍ମାନ ଦେଶରେ, ଏକ ତତ୍‌କାଳୀନ ପାରମ୍ପରିକ ବା ଏଲୋପ୍ୟାଥିକ୍ ଚିକିତ୍ସକ ଡା. ସାମୁଏଲ ହ୍ୟାନିମାନଙ୍କ ଦ୍ୱାରା । ସେହି…

ଭାଷା ଭାଗବତ : ମଣିଷ ଯଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ କରିଦେଲେ ଯଂତ୍ର ପାସୋରିହୁଏ ମୂଳମଂତ୍ର ମଣିଷ ମୂଳତଃ ସ୍ବତଂତ୍ର ଅତ୍ର, ତତ୍ର, ଯତ୍ର, ସର୍ବତ୍ର ଆପଣା ନିଜସ୍ବ ବରଜି ଅଧିକ ଲୋକ ହେଲେ ରାଜି ହୁଅଂତି ଯଂତ୍ରାବଳି ଭଳି କେବଳ ଶରୀର…

ଭାଷା ଭାଗବତ : ବହୁସ୍ତରୀୟ ପ୍ରଚଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପ୍ରାଚୀନ, ସାହିତ୍ୟ-ସମୃଦ୍ଧ ଭାଷାର ଏବେ ଗତିରୋଧ ସବୁଠି ହୋଇଛି କାହିଁକି ? କାରଣ ବୁଝିବାନାହିଁ କି ? ସମସ୍ୟା ରଖିଲେ ଲୁଚାଇ ଭାଷାକୁ ହେବ କି ବଂଚାଇ ? ନିଜକୁ ପ୍ରଥମେ ପଚାରୁଁ ତା'ପରେ ଯାହା ଇଚ୍ଛା, କରୁଁ କେବଳ ବିତ୍ତ…

ଭାଷା ଭାଗବତ : ସର୍ବମୁଖୀ ହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସର୍ବ ଈକ୍ଷଣ ସର୍ବେକ୍ଷଣ ବୁଝିଲେ ଶବ୍ଦର ଗଠନ ସର୍ବେକ୍ଷଣ ନାମ ଯାହାର କରଇ ସତ୍ୟର ସଂହାର ନମୁନା ଭଳି ଅଳ୍ପ ମତ ହେଲେ ଅଧିକ ପ୍ରଚାରିତ ଜଣା ପଡ଼େନି ଭବିଷ୍ଯତ ଏହା ଅଟେ ମୌଳିକ ସତ୍ୟ …

ସାହିତ୍ୟ, ସାମୁହିକ ହିତ ସାଧନର ମାଧ୍ୟମ : ଗୌରପ୍ରିୟା ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଗୌରପ୍ରିୟା ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ସ୍ବପ୍ନର ଉତ୍କଳ

ସ୍ଵାଗତିକା ସାହୁ ଉତ୍କଳ ମୋହର ବୀର ପ୍ରସବିନି ମାଟି ପାଣି ତାର ବାସ୍ନା ସେ ବାସ୍ନାରେ ଥରେ ବିମୋହିତ ପରେ ଭୁଲିଯାଅ ଯାହା ଚିହ୍ନା । ସେଇ ବାସ୍ନାରେ ବିମୋହିତ ହୋଇ ଦେଖିଥିଲ କେତେ ସ୍ବପ୍ନ ମଧୁ ବାବୁ ତୁମ ସେଇ ସ୍ବପ୍ନ ସବୁ ସାକାର ହେଲାକି କ୍ଷୁର୍ଣ୍ଣ ? ମାତୃଭାଷା ପାଇଁ…

ଭାଷା ଭାଗବତ : ଅତୁଲ୍ୟ ଉପହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଧର୍ମଧାରଣାଶ୍ରିତ ବିଧି ତୋଳିଲେ ଅଲଂଘ୍ୟ ପରିଧି ବ୍ୟକ୍ତି, ଜାତିର ଅଭିବୃଦ୍ଧି ମାର୍ଗ ଅବଶ୍ୟ ହୁଏ ରୁଂଧି ନୈତିକତା ଓ ମାନବତା ବ୍ୟତୀତ ରାଷ୍ଟ୍ରର କ୍ଷମତା ହୁଅଇ କେବଳ ପ୍ରତୀକ ବୁଝଂତିନାହିଁ ବହୁ ଲୋକ ଯିଏ ବି ନିରୀଶ୍ବରବାଦୀ…

କବିତା : ଘର

ଡମ୍ବରୁଧର ବେହେରା  ଦୁଇଟି ଚାଳଘର ଘର ଉପରେ ଆକାଶ ଚାଳଘର କୋଣରେ ଚୁଳିଆ ଚଢେଇର ବସା, ଶାବକ ଆସି ଅଣ୍ଡା ଦେଇ ପୁଣି ବଡ଼ ହେଇ ଉଡିଯିବା ପରେ ଗୋଟେ ସଫେଦ ଗୋଲାକୃତ ଆଙ୍କିଦେଲା ପରେ ତମକୁ ଦେଖେଇ କହିଲି ଦେଖ “ମଲା ଜହ୍ନ” ବଢିଆ ହେଇଛି ନା ? ତମେ ଅବିକଳ ସେମିତି ଆଙ୍କିଲ ଓ କହିଲ…

ଭାଷା ଭାଗବତ : ସ୍ବେଚ୍ଛାଚାର ଓ ଭିନ୍ନାଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବ-ଇଚ୍ଛା ଥିଲେ ସ୍ବେଚ୍ଛାଚାର ନ କରି, କଲେ ଭିନ୍ନାଚାର ଥରଟେ ଲୋଡ଼ୁଛି ବିଚାର ବିଷୟ ହେବ ପରିଷ୍କାର ସ୍ବେଚ୍ଛାଚାରୀ ହେଲେ ସୁଯୋଗ୍ୟ ଉଠେ ଅସଂଖ୍ୟ ଅଭିଯୋଗ ଏହା ଏ ଦେଶର ପ୍ରକୃତି ସବୁଠି ଚଳେ ରାଜନୀତି ରାଜନୀତିର ସୀମାରେଖା…

ଭାଷା ଭାଗବତ : ମତଦାତାର ନିରବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିର୍ଜନ ଏବେ ରାଜୋଦ୍ୟାନ ଜନୋଦ୍ୟାନରେ ନାହିଁ ତୃଣ ଏ ସବୁ ବୋଲାଂତି ବଗିଚା ଗୋଟେ କଂଚା, ଆରଟି ପଚା ଟଳିଯାଇନି ରାଜାସନ ମାଟି ହୋଇଛି ଜନାସନ ଏପରି ହୋଇଛି ବ୍ୟବସ୍ଥା ଅନୁପସ୍ଥିତ ସବୁ ଆସ୍ଥା ଜନତା ଅଜାଡ଼ିଲେ ମତ ନେତା ହୁଏ…