Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସକାଳ ଆସେ ବୋଲି

ସୁଜାତା ମିଶ୍ର ସିନ୍ଦୂରିତ ମୁହୂର୍ତ୍ତରେ ସକାଳ ଓହ୍ଲାଇ ଆସେ ଘାସ ଗାଲିଚାର କାକର ବିନ୍ଦୁରେ, ପକ୍ଷୀ ଶାବକଙ୍କ କିଚିରି ମିଚିରି କୋଳାହଳ ଭିତରେ ସନ୍ତର୍ପଣରେ...। ସକାଳ ଆସିବାର ଆଶା ଥାଏ ବୋଲି ନିଦ୍ରାହୀନତା ଭୋଗୁ ଥିବା ମଣିଷଟି ଚୁପ୍ ଚାପ୍ ଭୋଗି ନିଏ ରାତିର ଅନ୍ଧାର ,…

କୃଷିକ୍ଷେତ୍ର : ବୃତ୍ତିର ଏକ ଉତ୍ତମ ବିକଳ୍ପ

ଭାରତ ଏକ କୃଷି ପ୍ରଧାନ ଦେଶ । କୃଷିରେ ବ୍ୟାପକ ସମ୍ଭାବନା ଓ ସୁଯୋଗ ରହିଥିବା ସତ୍ତ୍ୱେ ଛାତ୍ର-ଛାତ୍ରୀମାନେ ଏହାକୁ ବୃତ୍ତିଗତ ଭାବରେ ଗ୍ରହଣ କରିବାକୁ ପସନ୍ଦ କରୁ ନାହାନ୍ତି । କିନ୍ତୁ ଦେଖିବାକୁ ଗଲେ ଏହି କ୍ଷେତ୍ରରେ ସେମାନଙ୍କ ପାଇଁ ଅପାର ସମ୍ଭାବନା ଅଛି । ଭବିଷ୍ୟତ ପାଇଁ ବୃତ୍ତି…

କବିତା : ଯନ୍ତ୍ରଣା

ଅର୍ଚ୍ଚନା ଦେଓ ତୁମେ ଯେବେ ଆସ କିଛି ଅକୁହା ଯନ୍ତ୍ରଣାକୁ ତୋଳି ଆଣି କୁହ ନିଅ ତୁମ ପାଇଁ ଛୋଟିଆ ଉପହାର ମୁଁ ବି ତାକୁ ଦେଖି ନ ଦେଖିଲା ପରି ଗ୍ରହଣ କରି ନିଏ ମୋ ଅଧା ଆୟୁଷରେ। ମୁଁ କୁହେ ଶୁଣ, ଆଜି ଟିକେ ସମୟ ପାଇଁ ଅଟକି ଯାଅ ଏତେ ଦିନ ହେଲା ମନ ଖୋଲି କଥା ହୋଇ ନାହିଁ ରହିଛି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୨)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ 'ଈଶ୍ୱର ମରିଗଲା ପରେ' ରିକ୍ସାରେ ବସିଲେ ସେ ଭୁଲିଯାଏ ତା'ର ଦୁଃଖ, ତା'ର ଅସହାୟ ପରିସ୍ଥିତି ମାନଙ୍କୁ । ତା' ଭିତରେ ସୃଷ୍ଟି ହୁଏ ଗୋଟେ ବିନ୍‌ଦାସ ଠାଣି, ସେ ନିଜେସାହେବ... ନିଜେ ରାଜା... ନିଜେ ଈଶ୍ୱର ଠିକ୍ ତା\'ର ନା’ପରି । ସେ ଠକି ପଇସା ନିଏନି…

କବିତା : କବିର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଯାହା ଦେଖିଲା, ତାହା ଲେଖିଲା ଯାହା ଶୁଣିଲା, ତାହା ବୁଣିଲା ଯାହା ଭାବିଲା, ତାହା ରାବିଲା ଯାହା ଜାଣିଲା, ତାହା ଗଣିଲା କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ…

ବିଶ୍ବ ମାତୃଦିବସ

ନିରୁପମା ପତି "କୁପୁତ୍ରଃ ଜାୟତେ କ୍ବଚିଦପି କୁମାତା ନ ଭବତି" ଅର୍ଥାତ, ସଂସାରରେ କୁ ପୁତ୍ର ଜନ୍ମ ଲାଭ କରିପାରେ, ମାତ୍ର କେବେହେଲେ କୁମାତା କୈାଣସି ଜନ୍ମ ରେ ଜନ୍ମ ହୁଅନ୍ତି ନାହିଁ। ମାଆ ଆଦର୍ଶ ସ୍ଥାନୀୟା, ଚିର ବନ୍ଦନୀୟା ,ବିଶ୍ବ ଵନ୍ଦନୀୟା। "ନ ମାତୁଃ ପରଦୈଵତଂ"ମାଠାରୁ ଵଡ…

କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'କବିତା ନିରଂତର' ତତ୍କାଳ ସ୍ବୀକୃତି, ଲୋକପ୍ରିୟତାର ପାଲରେ ଗଲେ ପଡ଼ି ଲୋକରୁଚି ଚିହ୍ନି ଲେଖକେ ଲେଖଂତି ସତ୍ୟ ଯାଏ ବାଟ ହୁଡ଼ି ପ୍ରକାଶକ ଠାରୁ ବିକ୍ରି ଅନୁସାରେ ମିଳିଲେ ଟଂକା ବିଡ଼ା ଅନେକ ଲେଖକ ବିନା ଦ୍ବିଧାରେ ଲେଖନୀ ଲଗାଂତି…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ଈଶ୍ୱର ମରିଗଲା... ଈଶ୍ୱର ମରିଯିବା ଏମିତି କିଛି ବଡ଼ ଘଟଣାଟେ ନଥିଲା କଦାପି ଅନ୍ୟମାନଙ୍କ ପାଇଁ । ଈଶ୍ୱର ମରିଯିବା କେଉଁ ଗୋଟେ ବଡ଼ ଖବର ଥିଲା?? ମାତ୍ର ସେ ମରିଯିବା ସହ ସେ ସହରକୁ ଆସିଥିଲା ଗୋଟେ ଝଡ଼... । ଯାହା ସବୁ ଚଳଚଞ୍ଚଳ…

ସାହିତ୍ୟ ମୋ ଜୀବନର ଗତିପଥ : ମୁକ୍ତିରାଣୀ ଦେବତା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମୁକ୍ତିରାଣୀ ଦେବତା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

ସ୍ୱାଭିମାନୀ ଆଇନଜୀବି ମଧୁବାବୁ କାହିଁକି ପ୍ରାସଙ୍ଗିକ

ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଭୁପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ ଚଳିତ ବର୍ଷ ପରି ଏଥର ମଧ୍ୟ ରାଜ୍ୟବ୍ୟାପୀ ଆଇନଜୀବିମାନେ ସ୍ୱାଭିମାନୀ ଆଇନଜୀବି ମଧୁସୂଦନ ଦାସଙ୍କର ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ରାଜ୍ୟର ୧୬୦ ଟି…