Latest Odisha News

BREAKING NEWS

Browsing Category

ସାହିତ୍ୟ

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…

କବିତା : ନାରୀ

ସୁରଞ୍ଜନ ପାତ୍ର କୁରେଇ ଫୁଲର ସକାଳ କୁହ କି ପଦ୍ମ ଭର୍ତ୍ତି ପୋଖରୀର କଥା କୁହ ଜହ୍ନ ରାତିର ବିମୁଗ୍ଧ ପଣ କୁହ କି ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ ଏ ସବୁର ପୁଣ୍ୟତା କିଛି ନାହିଁ ଯଦି ନାରୀଟିଏ ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ । ନାରୀ ବର୍ଷାନ୍ତ ଆକାଶକୁ ସଜେଇ ପାରେ…

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅକ୍ଷର ଅଟେ ରେଖାଚିତ୍ର ଏତିକି ବୁଝେ ଯେଉଁ ଛାତ୍ର ତାହାର ନିଜ ହସ୍ତାକ୍ଷର ଦିଶଇ ସଫା ଓ ସୁଂଦର ଦୁଇଟି ଅକ୍ଷର ତୁଳନା କରିଲେ ଭେଦ ପଡ଼େ ଜଣା ଠ କୁ ଚ ପାରେ କରି ଲିପିକୁ କେବେ ବି ନ ଡରି ଚ ରୁ ଟ ଗ ର ବାହାରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅନ୍ ନୋନ ନଂ ଟେ ! ଚିଡ଼ ଚିଡ଼ ହୋଇ ଫୋନଟାକୁ କାଟିଦେଲା ଆସ୍ଥା । ଦୁଇ ତିନି ଥର ଫୋନ କାଟି ସାରିଲା ପରେ ଚତୁର୍ଥ ଥର ବେଳକୁ ଫୋନ ଉଠେଇ ଥିଲା ଏବଂ ବିରକ୍ତ ହୋଇ କହିଲା ବାରମ୍ବାର ଫୋନଟିକୁ କାଟିଲା ପରେ ଆପଣ ପୁଣି କାହିଁକି…

ସ୍ୱଳ୍ପ ଗଳ୍ପ : ପ୍ରଳୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୨ ପ୍ରଳୟର କଥା କାହିଁକି ? ଆମେ ଯେତେବେଳେ କୌଣସି ପ୍ରଳୟର ଚିତ୍ର ଦେଖୁ ସେତେବେଳେ ପ୍ରଳୟ ସହିତ ସେହି ସମୟରେ ଆମର ପ୍ରଳୟ ଭିତରକୁ ଯାତ୍ରା କରୁଥିବା ଭଳି ଚିତ୍ର ବି ସମାନ ଭାବରେ ରହିଥାଏ । ଖାଲି ପ୍ରଳୟର ଭିତରକୁ ଯାତ୍ରା…

ଭାଷା ଭାଗବତ : ଭାଷାକୁ ଭୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ବାଧୀନ ଚିଂତକ କାହାଂତି ? କେଉଁଠି ଦିଶୁ ତ ନାହାଂତି ବ୍ୟକ୍ତି ଚାଳିତ ସଂସ୍ଥା, ଦଳ ପୋଷଂତି ବଶଂବଦ କୁଳ ଶୁଦ୍ଧ, ନିର୍ମଳ ମତାମତ ହେଉଛି ଆହତ, ବ୍ୟାହତ ଜଣା ଜ୍ଞାନକୁ ବାରଂବାର କହିବା ଅଭ୍ୟାସ ଆମର ଶିକ୍ଷା,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା -"କଣ ହେଲା ମାଆ ଦୁଆର ଖୋଲିବାକୁ ଏତେ ଡେ଼ରି ? ଫୋନରେ କିଏ ଅଛନ୍ତି କି ତାଙ୍କୁ ଆଗ ଉତ୍ତର ଦିଅନ୍ତୁ ।" ଆସ୍ଥା - ଆରେ ହଁ ...ହଁ ନିମିଅପା ପୁଣି ଥରେ ଫୋନ ଉଠେଇ ,ସୁରେଖାକୁ ଟିକେ ବାହାରକୁ ପଠେଇ ଥିଲି ତ କାମରେ…

କବିତା : ବୋଇତ ବନ୍ଦାଣ

ଶ୍ରୀନିବାସ ପଣ୍ଡା କାର୍ତ୍ତିକ ମାସ ଅଟଇ ପବିତ୍ର ଧର୍ମ ମାସ ମଧ୍ୟେ ସାର ବୋଇତ ବନ୍ଦାଣ ଉତ୍ସବ ପାଳୁଛୁ ଆମ ସଂସ୍କୃତିର ଆଧାର । ଐତିହ୍ୟ ସଂସ୍କୃତିର ନିଆରା ଏ ପର୍ବ ଓଡ଼ିଆ ପ୍ରାଣର ଗର୍ବ ଗୈ।ରବ କଦଳୀପଟରେ ବୋଇତ ଭସାଇ ପାଉଅଛୁ ମନେ ଖୁସି ଅପୂର୍ବ । ଓଡ଼ିଶା ମାଟିର ସାଧବ ପୁଅ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ବଜାରକୁ ସଉଦା ଆଣିବା ପାଇଁ ବାହାରକୁ ଚାଲି ଯାଇଛି । କଣ କରିବ ଆସ୍ଥା କିଛି ଜାଣି ପାରୁନି ! ମୁଣ୍ଡକୁ କିଛି ଜୁଟୁନି ତାର ।ଯୋଉ କଥା ଏତେ ଦିନ ହେଲାଣି କହି ପାରିନି ନିମିଅପାଙ୍କୁ କେମିତି କହିବ ? କଣ ସେ ଭାବିବେ…

କବିତା : ଶୀତଗାଏ ଗୀତ

ଶ୍ରୀରାମ ସାହୁ ଶୀତଗାଏ ଗୀତ କୁହୁଡି ସାଥିରେ ନିଶିଥର ନିଶବ୍ଦରେ କାକର ଭିଜାରେ ହସେ ବସୁନ୍ଧରା ବିମୋହିତ ଆସରରେ । କୁଳୁକୁଳୁ ସ୍ଵନ ତଟିନି ଝରଣା ରଖି ତାଳସୁର ଲୟ। ଗାଉଥାନ୍ତି ସଦା ପରାଣ ସଙ୍ଗୀତ ମନ ହୁଅଇ ଅଥୟ। ଲାଗିଥାଏ ଭିଡ ପୂଜିବାକୁ ଶିବ ନିତି ମନ୍ଦିର ବେଢାରେ ।୧।…