Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : ଏସ୍.ପି ଶାସନ ଚଳିବ ନାଇଁ

ଖିଆପିଆ ଗଣ୍ଡଗୋଳ ସହିତ ନିର୍ବାଚନ ଗଲେ ସରି; ପଞ୍ଚାୟତରେ ସରପଞ୍ଚ ପତି ଏସ୍.ପି ହୁଅନ୍ତି ଭରି! ସଂରକ୍ଷଣ ଯୋଗୁଁ ବାଧ୍ୟ ହୋଇ ସିନା ପତ୍ନୀଙ୍କୁ କରିଲେ ଠିଆ; ମନ କିନ୍ତୁ ନାହିଁ ଛାଡିବାକୁ ତାଙ୍କୁ କ୍ଷମତା ଓ ଖିଆପିଆ !! ଡର କାଳେ ସିଏ ସବୁ ଅଳିଆକୁ ସୁବିଧାରେ ଗଲେ ଶିଖି;…

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ…

ଭାଷା ଭାଗବତ : ସୁରକ୍ଷା ଓ ସଂସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୨  ଲିପିରେ ଥାଏ ବର୍ଣମାନ ଯାହାର ଯେତେ ପ୍ରୟୋଜନ ସେ କରେ ସେତେ ବ୍ୟବହାର ସଂହାର ନ ହୁଏ କାହାର ସୁରକ୍ଷା ସହିତ ସଂସ୍କାର ଭାଷାରେ ଚଳେ ନିରଂତର ଅଲୋଡ଼ା ସମସ୍ତ ବିବାଦ ସଂବାଦ ଅବା ବିସଂବାଦ ଜୀବନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୫ ସେଇଟିକୁ କ'ଣ ସୁକାନ୍ତି ପଢିଦେଲାକି ତା’ ଆଖିରେ? ସେଥିପାଇଁ କ'ଣ ସିଧା ତା'କୁ ହିଁ ଫୋନ୍ କରି ଡାକିଦେଲା! ଓଫ୍‌...ଆଜି ଏ କି ଅଦ୍ଭୁତ କଥା ସେ ଭାବିଯାଉଛି ? ଏଇ ଅବସ୍ଥାରେ ତାଙ୍କ ଯତ୍ନ ନେବା ବେଶୀ ଆବଶ୍ୟକ ।…

ଭାଷା ଭାଗବତ : ଭାଷା ଉପରେ ଭରସା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୧  ବିବର୍ତନର ଧାରା ଧରି ଅକ୍ଷର ହୋଇଛି ଯେପରି ତାହାକୁ କରୁଁ ବ୍ୟବହାର ଉନ୍ନତି ଘଟିବ ଭାଷାର ବଖାଣି ଅତୀତର ଗାଥା ଅଯଥା ଘାଂଟି ନିଜ ମଥା ସୁଧୁରି ଯାଏନି ଅବସ୍ଥା ଏହା ତ ଜଣାଶୁଣା କଥା ଅଧ୍ୟୟନ କି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୪)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୪  ଲୁଇସ୍ ଭିଲ୍ଲାର ଫାଟକ ଡେଇଁ କୁମାରର ଗାଡ଼ି ପଶୁପଶୁ ସୁକାନ୍ତି ଦୌଡ଼ି ଗଲା । ଆଜ୍ଞା ମାଙ୍କୁ ଚାରିଦିନ ହେଲା ଭୀଷଣ ଜର । କିଛି ଖାଉନାହାନ୍ତି । ଡ଼ାକ୍ତର ଦେଖେଇବାକୁ ବାହାରୁ ନାହାନ୍ତି , କି ଡ଼କେଇଦେବି କହିଲେ…

କବିତା : ବୋଉ

ବିଦ୍ୟାଧର ପଣ୍ଡା ବୋଉ, ତୁ ଖାଲି କରି ଜାଣୁ କିଛି କହି ଜାଣୁନାହିଁ, ଆମକୁ ଭାତ ବାଢି ହସୁ ତୋରାଣି ପିଇ । ବୋଉ, ପେଟକୁ ନ ଖାଇ କିଛି ସୁଆଦିଆ ଚିଜ ମୋ'ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ। ସାରାରାତି ଜରରେ ମୁଁ କମ୍ପିଲା ବେଳେ ବିଛଣା ପାଖରେ ଆଖିଖୋଲି ବସି ଥାଉ। ବୋଉ, ଜନ୍ମ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…