Latest Odisha News
Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୪୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫ ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା' କୋମଳ ମନର ପ୍ରତିଟି କୋଠରୀ ଭରିଗଲା…

କୁଳାଙ୍ଗାର ଉବାଚ : ନକଲିର ସୁଫଳ

ସିଏ ଶସ୍ତାରେ ନକଲି ପ୍ରେସରକୁକର ଆଣିଲା ଅସଲି ଘରଣୀ ତେଣୁ କ୍ରୋଧାନ୍ୱିତ ହେଲା । ସେଦିନ ଘରେ ଆଉ ରୋଷେଇ ନୋହିଲା ଅସଲି ଗାଳି ଖାଇ ତା ପେଟଟି ପୁରିଲା । ଘରଣୀର କଳିଗୋଳରେ ବ୍ୟଥିତ ହୋଇ ମୂଷାମରା ବିଷ କିଣିଆଣି ଦେଲା ଖାଇ! ହେଲେ ଆଦୌ ମଲାନାଇଁ ବଞ୍ଚିଗଲା କାରଣ ମୂଷା ବିଷଟା ନକଲି…

ସାହିତ୍ୟ କୃତି ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଇତିହାସରେ ବ୍ୟାସକବିଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ

ଭୁବନେଶ୍ୱର : ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବାଣୀବିହାର ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ, ସ୍ମତି ସଂସଦର ଆବକ୍ଷ ପ୍ରତିମୂର୍ତ୍ତିରେ ଏବଂ ଫକୀର ମୋହନ ଭବନ ସ୍ଥିତ…

ଧାରାବାହିକ ଉପନ୍ୟାସ : ଦେବୀ (୪୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୪ ସେଦିନ ବୋଧେ ବର୍ଷା ଅପେକ୍ଷା କରିଥିଲା ଦେବୀର ନିରବତାକୁ। ଦେବ ଭାଇଙ୍କ ଦିତୀୟ ଥର ପ୍ରଶ୍ନ ତା କୁଆଁରୀ ହୃଦୟ ଭିତରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଆଲୋଡନ । ଦେବୀକୁ ଲାଗିଲା ଯେମିତି ଆମୂଳଚୁଳ ପରିବର୍ତ୍ତନ ହେଉଛି ତା ଚେତନାର।…

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ'  ଭାଗ : ୧ ଭାଷାରେ ବହୁ ଶବ୍ଦ ଅଛି ସ୍ବରୁଚି ଜାଣି ନେଉଁ ବାଛି କେଉଁଟି ଠିକ୍‌ କିମ୍ବା ଭୁଲ୍‌ ଭାଷାରେ ନୁହେ ବିଲ୍‌କୁଲ୍‌ ଭାଷା ମାତ୍ରକେ ଆଞ୍ଚଳିକ କଥା ମାତ୍ରକେ ସାମୟିକ ସ୍ଥାନ ଓ କାଳ ଅନୁଯାୟୀ କିଛି ବି ନୁହେ…

କବିତା : କିଛି ମୁହୂର୍ତ୍ତ ପାଇଁ

ବିଜୟ କୁମାର ପାତ୍ର  କିଛି ମୁହୂର୍ତ୍ତ ପାଇଁ, ହେଉ ପଛେ, ଲୁଚି ଯିବା ଚାଲ... ଅର୍ଜିଥିବା ସମ୍ପର୍କକୁ ବନ୍ଦୀକରି; ହଳେ ଆଖି ଭିତରେ, ପରେ ବରଂ...... ଦୁଇ ବୁନ୍ଦା ଶ୍ରାବଣରେ ନିଗାଡ଼ି ଦେବା, ତୋ ମୋ ଭିତରେ ଥିବା ପାର୍ଥକ୍ୟକୁ, ଅନ୍ତତଃ.. ସ୍ବପ୍ନ ଗୁଡାକୁ ଅଦଳ ବଦଳ କରି…

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ  କଲରବ ଥମିଯିବା ପରେ ମୁଁ ପ୍ରବେଶ କରେ ମଞ୍ଚରେ ଦ୍ୱାରଦେଶରେ ଛିଡ଼ା ହୋଇ ଦୂରରୁ ଭାସି ଆସୁଥିବା ପ୍ରତିଧ୍ଵନିମାନଙ୍କରୁ ଆବିଷ୍କାର କରିବାର ଚେଷ୍ଟାକରେ ମୋର ଭବିଷ୍ୟତରେ କ'ଣ ଲେଖା ଅଛି । ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର ଶାଣିତ ଦୃଷ୍ଟି…

ମୋ ପିଲାଦିନ ଆଉ ମକର ସଂକ୍ରାନ୍ତି

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ.......  କଟକ ସହରରେ ରହୁଥିଲେ ମଧ୍ୟ ବୋଉ ମୋର ତା’ ଗାଉଁଲି ପରମ୍ପରାକୁ ମୋଟେ ଛାଡି ନଥିଲା। ଦୁତିଆ ଓଷାଠାରୁ ଦାଣ୍ଡ ପହଁରା ଯାଏଁ ଗାଆଁରେ ପାଳନ କରାଯାଉଥିବା ସବୁ ପର୍ବ ପର୍ବାଣି ସେ ଏଇଠି ରହି ପାଳନ କରୁଥିଲା ଖୁବ୍ ଆଗ୍ରହର ସହିତ।କଟକରେ ମକର…

ଧାରାବାହିକ ଉପନ୍ୟାସ : ଦେବୀ (୪୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୩ ସେଦିନ ବାପାଙ୍କଠାରୁ ଆସ୍ତିପଦ ଶୁଣି ବୋଉ ଦିନେ ଏକ ବର୍ଷଣ ମୁଖର ସନ୍ଧ୍ୟାରେ ବିନୟ ଭାଇ ହାତରେ ଦେବ ଭାଇଙ୍କୁ ଡକେଇ ପଠେଇଥିଲା। ବିନୟ ଭାଇ ତାଙ୍କୁ ଘରେ ଛାଡ଼ିଦେଇ ଚାଲିଗଲେ ଚେସ୍ ଖେଳିବାକୁ। ଠିକ୍ ଏତିକିବେଳେ ହିଁ ବର୍ଷା…

ଧାରାବାହିକ ଉପନ୍ୟାସ : ଦେବୀ (୪୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୨ ଦେବୀର ଗଣିତ ଭଲ ହୁଏନା। ହୁଏନା ବୋଇଲେ ସେ ଏ ଏକ ଦୁଇ ମିଶାଣ ହରଣ ଭିତରେ ସେ କେବେ ପଶି ପାରେନା। ଯଦି ବା ପଶେ ଆଉ ବାହାରିବା ପାଇଁ ଶକ୍ତି ନଥାଏ ତାର। ସେ ଗଣିତକୁ ଡରେ। ଏଇ ଗଣିତ ପାଇଁ ହିଁ ଦେବଭାଇ ତା ଜୀବନକୁ ଆସିଲେ।…