Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : କୁଲଦୀପ ନାୟାର ଓ ପୀରବାବା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୧  ମୂଳ ଉର୍ଦ୍ଦୁ : ଗୁଲଜାର ୧୯୯୮ ମସିହା ଅଗଷ୍ଟ ୧୪ ତାରିଖ,ଶୁକ୍ରବାର । ସମୟ ଆସନ୍ନ ସନ୍ଧ୍ୟା । ଏକ କାରରେ ବସି ମୁଁ ଯାତ୍ରା କରୁଥାଏ ୱାଘାସୀମା ଅଭିମୁଖେ । ମୋ ସାଙ୍ଗରେ ଥାଆନ୍ତି ବିଶିଷ୍ଟ ସାମ୍ବାଦିକ କୁଲଦୀପ ନାୟାର । ନାୟାର…

ଅନଲାଇନ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ

ଭୁବନେଶ୍ବର : ଫକୀର ମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ତରଫରୁ ଆଭାସୀ ମାଧ୍ୟମରେ ବ୍ୟାସକବି ଫକୀରମୋହନ ସେନାପତିଙ୍କର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ କାନାଡାରୁ ଯୋଗଦେଇଥିବା ସୁନନ୍ଦା ମିଶ୍ର ପଣ୍ଡା ଓ ତନ୍ମୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି…

ଭାଷା ଭାଗବତ : ମୂଳାକ୍ଷର, ଯୁକ୍ତାକ୍ଷର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨ ମୂଳାକ୍ଷର : କ ଖ ଗ ଘ ଯୁକ୍ତାକ୍ଷର : ଙ୍କ ଙ୍ଖ ଙ୍ଗ ଙ୍ଘ ପଙ୍କଜ ସଂଖ୍ୟକ ସଙ୍ଗୀତ ସଂଘର୍ଷ ମୂଳାକ୍ଷରରୁ ଯୁକ୍ତାକ୍ଷର ବେଶି ହେବାରୁ ବ୍ୟବହାର । ଆମର ଲିପିର ପ୍ରସାର ଅଟକି ରହି ଏବେ ସ୍ଥିର।…

ଧାରାବାହିକ ଉପନ୍ୟାସ : ଦେବୀ (୪୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୫ ସେ ରାତି କଥା କେବେ ଭୁଲିପାରିବନି ଦେବୀ। ଜୀବନରେ ପ୍ରଥମ କରି ଏକ ମଧୁର ମୁହୂର୍ତ୍ତ ଅନୁଭବ ହେଲା। ସେ ଅନୁଭବର ଆଦ୍ୟ ନାହିଁ ପ୍ରାନ୍ତ ନାହିଁ। ନାହିଁ ହରେଇ ଦେବାର ଭୟ କି ପାଇବାର ସୁଖ। ତା' କୋମଳ ମନର ପ୍ରତିଟି କୋଠରୀ ଭରିଗଲା…

କୁଳାଙ୍ଗାର ଉବାଚ : ନକଲିର ସୁଫଳ

ସିଏ ଶସ୍ତାରେ ନକଲି ପ୍ରେସରକୁକର ଆଣିଲା ଅସଲି ଘରଣୀ ତେଣୁ କ୍ରୋଧାନ୍ୱିତ ହେଲା । ସେଦିନ ଘରେ ଆଉ ରୋଷେଇ ନୋହିଲା ଅସଲି ଗାଳି ଖାଇ ତା ପେଟଟି ପୁରିଲା । ଘରଣୀର କଳିଗୋଳରେ ବ୍ୟଥିତ ହୋଇ ମୂଷାମରା ବିଷ କିଣିଆଣି ଦେଲା ଖାଇ! ହେଲେ ଆଦୌ ମଲାନାଇଁ ବଞ୍ଚିଗଲା କାରଣ ମୂଷା ବିଷଟା ନକଲି…

ସାହିତ୍ୟ କୃତି ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଇତିହାସରେ ବ୍ୟାସକବିଙ୍କର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ

ଭୁବନେଶ୍ୱର : ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବାଣୀବିହାର ପରିସରରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ, ସ୍ମତି ସଂସଦର ଆବକ୍ଷ ପ୍ରତିମୂର୍ତ୍ତିରେ ଏବଂ ଫକୀର ମୋହନ ଭବନ ସ୍ଥିତ…

ଧାରାବାହିକ ଉପନ୍ୟାସ : ଦେବୀ (୪୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୪ ସେଦିନ ବୋଧେ ବର୍ଷା ଅପେକ୍ଷା କରିଥିଲା ଦେବୀର ନିରବତାକୁ। ଦେବ ଭାଇଙ୍କ ଦିତୀୟ ଥର ପ୍ରଶ୍ନ ତା କୁଆଁରୀ ହୃଦୟ ଭିତରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଆଲୋଡନ । ଦେବୀକୁ ଲାଗିଲା ଯେମିତି ଆମୂଳଚୁଳ ପରିବର୍ତ୍ତନ ହେଉଛି ତା ଚେତନାର।…

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ'  ଭାଗ : ୧ ଭାଷାରେ ବହୁ ଶବ୍ଦ ଅଛି ସ୍ବରୁଚି ଜାଣି ନେଉଁ ବାଛି କେଉଁଟି ଠିକ୍‌ କିମ୍ବା ଭୁଲ୍‌ ଭାଷାରେ ନୁହେ ବିଲ୍‌କୁଲ୍‌ ଭାଷା ମାତ୍ରକେ ଆଞ୍ଚଳିକ କଥା ମାତ୍ରକେ ସାମୟିକ ସ୍ଥାନ ଓ କାଳ ଅନୁଯାୟୀ କିଛି ବି ନୁହେ…

କବିତା : କିଛି ମୁହୂର୍ତ୍ତ ପାଇଁ

ବିଜୟ କୁମାର ପାତ୍ର  କିଛି ମୁହୂର୍ତ୍ତ ପାଇଁ, ହେଉ ପଛେ, ଲୁଚି ଯିବା ଚାଲ... ଅର୍ଜିଥିବା ସମ୍ପର୍କକୁ ବନ୍ଦୀକରି; ହଳେ ଆଖି ଭିତରେ, ପରେ ବରଂ...... ଦୁଇ ବୁନ୍ଦା ଶ୍ରାବଣରେ ନିଗାଡ଼ି ଦେବା, ତୋ ମୋ ଭିତରେ ଥିବା ପାର୍ଥକ୍ୟକୁ, ଅନ୍ତତଃ.. ସ୍ବପ୍ନ ଗୁଡାକୁ ଅଦଳ ବଦଳ କରି…

ଅନୁବାଦ କବିତା : ହ୍ୟାମଲେଟ

ମୂଳ ରଚନା : ବୋରିସ ପାସ୍ତରନାକ  କଲରବ ଥମିଯିବା ପରେ ମୁଁ ପ୍ରବେଶ କରେ ମଞ୍ଚରେ ଦ୍ୱାରଦେଶରେ ଛିଡ଼ା ହୋଇ ଦୂରରୁ ଭାସି ଆସୁଥିବା ପ୍ରତିଧ୍ଵନିମାନଙ୍କରୁ ଆବିଷ୍କାର କରିବାର ଚେଷ୍ଟାକରେ ମୋର ଭବିଷ୍ୟତରେ କ'ଣ ଲେଖା ଅଛି । ରାତିର ଘନ ଅନ୍ଧକାର ସହସ୍ର ଦୂରବିକ୍ଷଣର ଶାଣିତ ଦୃଷ୍ଟି…