Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦେବୀ (୩୬)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୬  ସେଦିନ ସେ ସନ୍ଧ୍ୟା ବେଳର ଅନୁଭୂତି ମନେପଡ଼ିଗଲେ ପ୍ରତି ଲୋମକୂପରେ ଅନୁଭବ ହୁଏ ଏକ କୋମଳ ଶିହରଣ। ଦେବୀକୁ ଲାଗେ ଏ ଦୁନିଆଁ କେବଳ ଜଣକର, ଦେବଭାଇର! ସେ ଯୁଆଡେ ଚାହେଁ ଫୁଟନ୍ତା ଫୁଲରୁ ହସେ ଜଣେ,ସେ ବି ଭିତରୁ ଭିତରୁ ଫୁଟିଯାଏ…

ସରକାରୀ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେଉ ‘ଗ୍ରନ୍ଥ ଭାସ୍ଵତୀ’

ପୁରୀ : ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଶନିବାର ସାହିତ୍ୟ ସନ୍ଧ୍ୟା ପକ୍ଷରୁ ଦଶମ ଶତାବ୍ଦୀର ବିଶିଷ୍ଟ ଗଣିତଜ୍ଞ ଶତାନନ୍ଦ ଓ ତାଙ୍କ ରଚିତ ଗ୍ରନ୍ଥ ଭାସ୍ଵତୀ ସମ୍ପର୍କିତ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଗଣିତ ଶାସ୍ତ୍ର ବିଶେଷଜ୍ଞ ସୁଧୀରା ପଣ୍ଡା ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ…

ଅନୁବାଦ କବିତା : ଅମଳିନ ପରିଚୟ

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ସେଇ ଦିନଠାରୁ ମନେ ଅଛି କପାଳର ଡାହାଣ ପାଖରେ ଜନ୍ମଗତ କାଳିଜାଇ, ବାଳର ବାସ୍ନାସହ ଦେବଦାରୁ ଗଛ ଦେଇ ନଇଁ ଆସୁଥିବା ରାତି କେତେ ବିଭୋର ହୋଇପାରେ ଉଦାସ ଆଙ୍ଗୁଳିର ଗତି ସେଇ ପ୍ରଥମ ଅଭିଜ୍ଞତା ସେଇ ପ୍ରଥମ ଭ୍ରାନ୍ତି । ଅଥବା ଭୁଲ…

ଗଳ୍ପ : ମଲାଜହ୍ନର ମହୋତ୍ସବ

ସାଧନା ପଣ୍ଡା ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ଖୋଜୁଥିଲା ଆଶୋକ, ତା ମନର ମଣିଷକୁ ! ଆଖିରୁ ଥପ ଥପ ବହି ଯାଉଥିଲା ଶ୍ରାବଣର ଧାରା। କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା। ଘର ଭିତରେ ଅନ୍ଧାର,,,, ସବୁ ଅସଜଡା ଭଳି ଲାଗିଲା ଅଶୋକକୁ । ଟିକିଏ ଅନ୍ୟ ମନସ୍କ ହୋଇଗଲା…

ଧାରାବାହିକ ଉପନ୍ୟାସ : ଦେବୀ (୩୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୫ ମଣିଷ କାହିଁକି ଜନ୍ମନିଏ !କାହିଁକି ମରେ ! କାହିଁକି ସମୟର ହାତ ଧରି ସେ ଆଗକୁ ଆଗକୁ ଯାଏ। ପୁଣି ସ୍ମୃତିର ଖସଡ଼ା ପଥରେ ପଛକୁ ପଛକୁ ଫେରିଆସେ। ଏମିତି ଅନେକ ପ୍ରଶ୍ନ ବିଚଳିତ କରେ ଦେବକୁ। ବେଳେବେଳେ ଏଇ ପ୍ରଶ୍ନମାନଙ୍କୁ ଧରି…

ବ୍ୟଙ୍ଗ : ବିରଳ ଗେଣ୍ଡୁ

ଆଜି ସକାଳେ ଘଟିଥିବା ଏକ ମର୍ମସ୍ପର୍ଶୀ ଘଟଣା । ଆଜିର ଏହି ଘଟଣାଟି ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟବିଦାରକ । ସକାଳ ପ୍ରାୟ ସାଢ଼େ ଆଠଟା ବୋଧେ ହେବ । ଖପୁରିଆ ମାଛ ମାର୍କେଟ ପାଖରେ ମୋର ଜଣେ ସହପାଠିନୀ, ଏବର ଫେସବୁକ ବନ୍ଧୁ ତଥା ଜଣେ ଅତ୍ୟନ୍ତ ସକ୍ରିୟ ସାହିତ୍ୟିକାଙ୍କ ପତିଦେବ ଦେଖା…

କବିତା : ଶେଷ ସନ୍ଧ୍ୟା ଦୀପ

ଗୌରାଙ୍ଗ ପଟେଲ ସୁରୁଜ ଢ଼ଳିଲେ ପଶ୍ଚିମ ଦିଗନ୍ତେ ପକ୍ଷୀ ଲେଉଟିଲେ ବସା, ଗୋଧୂଳି ବେଲାରେ ସନ୍ଧ୍ୟା ଦୀପ ଜାଳେ ଓଢଣୀ ଟାଣି ସଧବା । ବିଗତ ଦୁର୍ଦ୍ଦିନ ଭାଳଇ ସନ୍ତାପେ ଛଳ ଛଳ ଆଖି ଡୋଳା, ମଥା ନତକରି ଚଉରା ମୂଳରେ ବଖାଣେ କାରୁଣ୍ୟ ଗାଥା । ଦ୍ୱାରସ୍ଥ ବରଷ ଅଭିବାଦନରେ ମନେ…

ଧାରାବାହିକ ଉପନ୍ୟାସ : ଦେବୀ (୩୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୪ ସମୟ ସହିତ ଗତିଶୀଳ ମଣିଷର ଜୀବନ। ନିଜ ଭିତରେ ନିଜକୁ ଖୋଜିବାରେ କେତେ ସମୟ ଚାଲିଯାଏ ଜଣା ପଡେନା।ବୟସର ବାରବାଙ୍କରେ କେତେ ଘଟଣା ଘଟେ,କେତେ ଭାଙ୍ଗେ,କେତେ ଗଢାହୁଏ। କେତେ ଅବିଶ୍ବାସ ପାହାଡ଼ ଭିତରୁ ଶୁଣାଯାଏ ବିଶ୍ଵାସର କୁଆଁ…

ସ୍ୱଳ୍ପ ଗଳ୍ପ : ଜଣେ ଥିଲେ ରାଜା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୨ ନିହାତି ସ୍ୱଳ୍ପ ଦୈର୍ଘ୍ୟ ବିଶିଷ୍ଟ କଥା । ଜଣେ ରାଜା ଥିଲେ । ଆଉ ତାହାପରେ କ'ଣ ଯେ ? ରାଜା ମାନେ ତ ସବୁବେଳେ ଥାଆନ୍ତି । ରାଜାଙ୍କର ଏକ ସମାନ ସମୟରେ ମୃତ୍ୟୁ ହୁଏ ଆଉ ରାଜା ଦୀର୍ଘଜୀବୀ ହୁଅନ୍ତୁ ବୋଲି ଠିକ୍…

କବିତା : ତୁମେ

ଚିତ୍ତରଞ୍ଜନ ସୁବୁଦ୍ଧି  ତୁମ ଗାଁ ଆସିଲେ ତୁମେ ଭାରି ମନପଡ଼ ଗାଁର ସେହି ଗୋଧୁଳି ଲଗ୍ନରେ ତୁମ ଝାପସା ଛବି ଏବେ ବି ଆନ୍ଦୋଳିତ କରେ ମନ ପ୍ରାଣ । ଗାଁର ଭିଜା ମାଟିର ବାସ୍ନା ଏବେ ବି ରୋମାଞ୍ଚିତ କରେ ସଞ୍ଜ ନଇଁଲେ ରାତି ବଢିଗଲେ ଗହନ ରାତିରେ ପ୍ରଦୀପ ଯେବେ ଲିଭ ଲିଭି ଆସେ…