Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୯ ଟୁକୁରାଏ କାଗଜ...। ଦସ୍ତାବିଜ କି  ସେଇଟା...। ଜୀବନାନନ୍ଦ  ପଟ୍ଟନାୟକ 'ର' ପାଇଁ  କାମ କରୁଥିଲେ...। ଅବିଶ୍ବସନୀୟ ...।ବାରମ୍ବାର ଘରଛାଡି ପଳଉଥିଲେ ...ମାଆ କି ବୈଲୋଚନ ଜେଜେବାପା ଜାଣିଥିଲେ, ଜାଣିଥିବେ ବୋଧହୁଏ…

କୁଳାଙ୍ଗାର ଉବାଚ : କ୍ରିକେଟ କୀଳା

ଜିତିଲା ଦିନ ଖେଳାଳୀ ହିରୋ ହାରିଲେ ଭିଲିଆନ; ଜିତିଲା ଦିନ ଜୟ ଜୟକାର ହାରିଲା ଦିନ ଶୁଣି ନପାରେ କାନ! ଯେଉଁ ଖେଳାଳୀ ବୁଦ୍ଧିରେ ପଡି ପିଉଛେ ଆମେ ଥଣ୍ଡା ; ଯେଉଁ ଖେଳାଳି ଷ୍ଟାଇଲ୍ ଦେଖି ହୋଇ ଯାଉଛେ ଲଣ୍ଡା! ସେଇ ଖେଳାଳି ହାରିବା ଦେଖି ଦେଉଛେ ବୁଦ୍ଧି ହାରି; ଶତ୍ରୁତା ଭୁଲି…

ପରପାରିରେ ବ୍ୟଙ୍ଗ ସାହିତ୍ୟିକ ମୋହନଦାସ ରତିକାନ୍ତ ରାଓ

ପୁରୀ : ଓଡ଼ିଶାର ସ୍ବନାମଧନ୍ଯ ବ୍ୟଙ୍ଗ ସାହିତ୍ୟିକ ତଥା ବର୍ଣ୍ଣବୋଧର ରଚୟିତା ମଧୁସୂଦନ ରାଓଙ୍କର ବଂଶଧର ମୋହନଦାସ ରତିକାନ୍ତ ରାଓ (ଏମ୍ ଆର୍ କେ ଆର୍ )ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଜେଲ୍ ବିଭାଗର ମୁକ୍ତବନ୍ଦୀ ଶିବିରର ଅଧିକାରୀ ଭାବରେ କାର୍ଯ୍ଯକରି…

ହରିକୃପା କେବଳମ୍

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  " ଫେତ ଇଜ ଦି ସୋଲସ ଉଇଟନେସ ଟୁ ସମଥିଁଗ ନଟ ୟେଟ ମେନିଫେଷ୍ଟେଡ଼ ଆଚିଭଡ ଅର ରିଳିଜଡ଼ ବଟ ହୁଇଚ ୟେଟ ଦି ନୋଅର ଉଇଥ ଅସ, ଇଭେନ ଇନ ଆବସେନସ ଅଫ ଅଲ ଇଣ୍ଡିକେସନସ ଫିଲସ ଟୁ ବି ଟ୍ରୁ ଅର ସୁପ୍ରିମଲି ଓ଼ର୍ଥ ଫଲୋଇଙ୍ଗ ଅର ଆଚିଭିଙ୍ଗ । " ଶ୍ରୀ…

କବିତା : ଖଞ୍ଜଣି 

ଗଦାଧର ସାହୁ  କାଠ ଚମଡା ଗିନି ଏକାଠି ମିଶିଲେ ଖଞ୍ଜଣି । ସୃଷ୍ଟି କରେ ଶବ୍ଦ ବ୍ରହ୍ମ ଜୀବନ ସଙ୍ଗୀତ ଜନ୍ମ ମୃତ୍ୟୁ ବଞ୍ଚିବା ରହସ୍ୟ । ସ୍ଵର, ଲୟ, ତାଳ ବାନ୍ଧି ସୃଷ୍ଟି ତତ୍ତ୍ଵ ବାଜୁଅଛି ଆସ ଥରେ ଶୁଣିନିଅ ଶାନ୍ତ ମନ, ସ୍ଥିର ଚିତ୍ତେ କେମିତି ଶୁଭୁଛି ସୃଷ୍ଟି, ସ୍ଥିତି,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ (୮୮) ସଞ୍ଜୁ ଅପାଙ୍କୁ ସମସ୍ତେ ଏବେ ଗୋଟିଏ କଥା କହୁଛନ୍ତି,କଲୋନୀର ନାମ ବଦଳାଇବାକୁ ପଡିବ । ସର୍ବସମ୍ମତିକ୍ରମେ ଗଙ୍ଗା ଯମୁନାରୁ 'ଶଙ୍ଖ-କୋଏଲ' ହେଲା। ନିଜେ ନିଜେ ସେଇନାମରେ କହିବାକୁ ଲାଗିଲେ। ମାତ୍ର, ସରକାରୀ…

କବିତା : ଦୀପାବଳି ୨୦୨୧

ଅଜିତ ମହାନ୍ତି  ଦୀପାବଳି ଏକ ଉଦାସ ସମୟର, ସମୟ, ଅନ୍ଧାରକୁ ଉଜେଇଁବାର, ବିଷାଦଚିରି ଜଙ୍ଗଲରେ ଆଶାଟିଏ ଥାପିବାର ସମୟ ଅନ୍ତରକୁ ଚାହିଁବାର, ସମ୍ବେଦନାର, ସମୟ ଘେରା ବୁକୁଥରା ଯନ୍ତ୍ରଣାର। ସମୟ ସଂଯମର, ସମୟ ପ୍ରାୟଶ୍ଚିତ୍ତର, ସମୟ ସବୁଜ ଅଦେଖା ବିସ୍ଫୋଟକର, ବିବେକକୁ ଘାରୁଥିବା…

ଅନୁବାଦ କବିତା : ଚିଲିକାରେ ସକାଳ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ  ଆଜିର ଏଇ ସକାଳ ଏତେ ଭଲ ଲାଗୁଛି ଯେ କହିବାକୁ ଭାଷା ନାହିଁ ମୋର ! ଆକାଶଟା କେତେ ନୀଳ ଓ ନିର୍ମଳ କେତେ ପୁଣି ଅପୂର୍ବ ସୁନ୍ଦର ମନେ ହୁଏ କେଉଁ ଏକ ଓସ୍ତାଦ କଣ୍ଠର ଅବାଧ ଉନ୍ମୁକ୍ତ ସ୍ୱର ଦିଗନ୍ତରୁ ଆଦିଗନ୍ତ ହୋଇଛି ବିସ୍ତାର। ଏଇ ଆକାଶର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୭ ଆଉ କି ଡର ମ। ଝିଅ ...ଖିଅ...ମୁଁ  ମଲାଙ୍ଗ ନୁହେଁ...। ନିଗିଡିଯାଉଥିଲା ଦରଦସବୁ ଠୋପାଠୋପା  ହୋଇ।ଧୋଇଯାଉଥିଲା  ସମସ୍ତ ଭଲପାଇବା ..। ତୁଟିଯାଉଥିଲା ଡର... ଖେଳିବ କିଏ ...ଏ ଦେହ ତ ଖେଳନା ନୁହେଁ କି ମନ ବି ନୁହେଁ।…

ବ୍ୟଙ୍ଗ : ରିଷ୍ଟ ଖଣ୍ଡନ

କାଳୀ ପୂଜା ଆସିଲେ ମନେପଡୁଛି ପୁରୁଣା କଥା । ଋଷି ଭାଇନାଙ୍କୁ ଏଇ ଦିନ କଥା କହିବାକୁ ଫୁରସତ ନଥାଏ । ଅଣ୍ଟିରେ ଦକ୍ଷିଣା ମୁହଁରେ ପାନ ଦେଖିଲା ମାତ୍ରେ ଖାଲି ହାତ ଉଠେଇ 'ହଁ ସାଙ୍ଗ' ବୋଲି କହି ଭକ୍ତିଆ ଗରାଖଙ୍କ ଭିତରେ ହଜି ଯାଉଥିଲେ । ଭିଡ଼ ଏମିତି ହୁଏ ଯେ ଏକା ସାଙ୍ଗରେ ପାଞ୍ଚ ପାଞ୍ଚଟା…