Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଓଢଣା

ଗଦାଧର ସାହୁ ଦିନେ ଥିଲା ଆମ ସମୃଦ୍ଧ ସାମାଜିକ ପରମ୍ପରାର ଶାଳୀନତା ପରଦା । କିଏ କହୁ ବା ନକହୁ ଜେଜେ ମା, ଆଈ ମା ଗୁରୁ ଗୁରୁଜନ ହେଉ କି ମାନ୍ୟଜନଙ୍କୁ ଦେଖୁ ନଦେଖୁ ମୁଣ୍ଡରେ ଦେଉଥିଲେ ନାକେ ସରିକି ହାତେ ଓଢଣା , ଏବେ ଯାହା ଅଟକିଛି ମୋ ବୋଉର ମଥାରେ । ମୋ ପାଠ ପଢୁଆ…

ଅନୁବାଦ କବିତା : ପରିସଂଖ୍ୟାନର ବେମାରି

ମୂଳ ହିନ୍ଦୀ : କୁଓଁର ନାରାୟଣ ଥରେ ମୋତେ ପରିସଂଖ୍ୟାନର ବାନ୍ତି ହେବାକୁ ଲାଗିଲା ଗଣୁ ଗଣୁ ଯେତେବେଳେ ସଂଖ୍ୟା କୋଟି କୋଟି ପାର ହେବାକୁ ଲାଗିଲା ମୁଁ ଅଚେତ ହୋଇଗଲି ଚେତା ଫେରିଲା ବେଳକୁ ମୁଁ ହସପିଟାଲରେ ଥିଲି ରକ୍ତ ଚଢା ଯାଉଥିଲା ଅକ୍ଯିଜେନ ଦିଆ ଚାଲିଥିଲା ଏତିକି ବେଳେ…

ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦହିନ୍ଦ ଫୋଜ ଗଠନର ଶତବାର୍ଷିକୀ ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ସ୍ଥାନୀୟ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ନେତାଜୀ ସୁଭାଷ ବୋଷ ଓ ସ୍ବାଧୀନତା ସଂଗ୍ରାମ ଉପରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୫ ଶୂନର କି ଶକ୍ତି  ସତରେ। ସଂଖ୍ୟାର ବାଁ ପଟେ କିଛି ମୂଲ୍ୟ  ନଥିବା ସମୟରେ ଡାହାଣରେ ଅମୂଲମୂଲ। ଗଣନା ହୁଅନ୍ତାକି ତା' ବିନା! ମୋ' ମାଟିର ମଣିଷ  ଧନ୍ୟ  ବାବା ଆର୍ଯ୍ୟଭଟ୍ଟ।ଶୂନରୁ ଆରମ୍ଭ ପ୍ରକ୍ରିୟା ,ସରିଲା ଯାଇ…

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତନୁ କୁମାର ରଥଙ୍କୁ କୃଷ୍ଣଚନ୍ଦ୍ର ମିଶ୍ର ସଂସ୍କୃତି ସମ୍ମାନ , ନମିତା ଦାଶଙ୍କୁ ଯତୀନ୍ଦ୍ର କୁମାର ଉପନ୍ୟାସ ସମ୍ମାନ , ଡ.ତାପସ…

‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ କବିତା ଆସର

ବାଲେଶ୍ୱର : ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ 'ସଙ୍କେତ'ଠାରେ 'ଭଲ କବିତାର ଖୋଜ୍' ପକ୍ଷରୁ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଯାଇଛି ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏହା ପୁଣି ଆରମ୍ଭ କରାଯାଇଛି। ଏହି ଆସରରେ ୯ ଜଣ କବି…

ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି…

କବିତା : ମେଘଗୀତ

ଆଲୋକ ପ୍ରଧାନ  କିଏ କହେ ମେଘ ଦେହର ଦରଜ ରାତିର ବାସି ମହକ। କିଏ କହେ ମେଘ ଜରୁଆ ଦେହରେ ପାଣିପଟି ପରି ସୁଖ।l କିଏ କହେ ମେଘ ଆଉଜା ଦୁଆରେ ଅଧାଲୁଚା ହଳେ ଆଖି। କିଏ କହେ ମେଘ ବାଡି ଧାନଖଳା ଉଜିଆଁ ପ୍ରେମର ସାକ୍ଷୀ।l କିଏ କହେ ମେଘ ସାନକୁହା ମାନି ଅଧା ବରଷିଲା ଲୁହ। କିଏ କହେ ମେଘ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪ ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…