Latest Odisha News

BREAKING NEWS

Browsing Category

ସାହିତ୍ୟ

କୁଳାଙ୍ଗାର ଉବାଚ : କୋଉ ଫୁଲ ନେବ ?

କୋଉ ଫୁଲ ନେବ? * ଉପହାର ଦେଲେ ସିନା ମୋ ପ୍ରତି ସେ ଆକର୍ଷିତ ହେବ; କ'ଣ ନେବା ପଚାରନ୍ତେ ସେ କହିଲା ଫୁଲ ଦେଇଦେବ! ଅଡୁଆରେ ପଡିଲି ମୁ ଏଇକଥା ଭାବି କି ସେ କୋଉ ଫୁଲ ନେବ; ଆଉ କ'ଣ ଯୁଗ ଅଛି ଗୋଲାପଟେ ପାଇକରି ଖୁସି ହୋଇଯିବ ? ଭାବିଲି ଦେଇଦେବି ନେଇ ଦାମୀ ଫୁଲ ତୋଡ଼ାଟିଏ ;…

ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଐତିହାସିକ କେଦାରନାଥ ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତନୁ କୁମାର ରଥଙ୍କୁ କୃଷ୍ଣଚନ୍ଦ୍ର ମିଶ୍ର ସଂସ୍କୃତି ସମ୍ମାନ , ନମିତା ଦାଶଙ୍କୁ ଯତୀନ୍ଦ୍ର କୁମାର ଉପନ୍ୟାସ ସମ୍ମାନ , ଡ.ତାପସ…

‘ଭଲ କବିତାର ଖୋଜ୍’ ପକ୍ଷରୁ ୭୫ତମ କବିତା ଆସର

ବାଲେଶ୍ୱର : ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ 'ସଙ୍କେତ'ଠାରେ 'ଭଲ କବିତାର ଖୋଜ୍' ପକ୍ଷରୁ ଏହାର ୭୫ତମ ଆସର ଅନୁଷ୍ଠିତ ହୋଇଯାଇଛି ପ୍ରାୟ ଅଠର ମାସରୁ ଅଧିକ କାଳ ଭଲ କବିତାର ଖୋଜ୍ ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଏହା ପୁଣି ଆରମ୍ଭ କରାଯାଇଛି। ଏହି ଆସରରେ ୯ ଜଣ କବି…

ପୈସା ତୋ ଗୟା ଗୟା , ଜୁହାର ଭି ଗୟା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ …… ଗଳି ମୁଣ୍ଡରେ ଉଠା ଦୋକାନଟିଏ ପକେଇ ଲୁଗାପଟା ଇସ୍ତ୍ରୀ କରେ କନ୍ଦର୍ପ। ବହୁତ ମାନେ, ନାନୀ ,ନାନୀ ବୋଲି ଡାକେ, ଘରୁ ଆସି ଲୁଗା ନେଇଯାଏ, ଇସ୍ତ୍ରୀ କରି ଆଣିଦିଏ। ଏସନ ବର୍ଷା ଆରମ୍ଭରୁ ତା ଦୋକାନଟା ଭାଙ୍ଗି ରୁଜି ଯାଇଥିଲା, ଉପରୁ ପାଣି…

କବିତା : ମେଘଗୀତ

ଆଲୋକ ପ୍ରଧାନ  କିଏ କହେ ମେଘ ଦେହର ଦରଜ ରାତିର ବାସି ମହକ। କିଏ କହେ ମେଘ ଜରୁଆ ଦେହରେ ପାଣିପଟି ପରି ସୁଖ।l କିଏ କହେ ମେଘ ଆଉଜା ଦୁଆରେ ଅଧାଲୁଚା ହଳେ ଆଖି। କିଏ କହେ ମେଘ ବାଡି ଧାନଖଳା ଉଜିଆଁ ପ୍ରେମର ସାକ୍ଷୀ।l କିଏ କହେ ମେଘ ସାନକୁହା ମାନି ଅଧା ବରଷିଲା ଲୁହ। କିଏ କହେ ମେଘ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪ ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୩ ମୁଁ ମାଆ ହେଲି। ପଟ୍ଟପରିବର୍ତ୍ତନ ହେଲା। ମାତୃତ୍ଵ ପରେ ଅନେକ ଦୁଃଖ ଭୁଲି ହୋଇଗଲା।  ସେବା ଯତ୍ନ ମୋ' ପ୍ରତି , ମୋ' ପିଲାଙ୍କ ପ୍ରତି ଆଦୌ କମ ନଥିଲା ।ଏ ଦୁନିଆରେ ଏମିତି ମା ଅଛନ୍ତି, ବିଶ୍ୱାସ ହେଉନଥିଲା । କାହିଁକି…

ଅନୁବାଦ କବିତା : ବୁଢ଼ା ମଣିଷ

ମୂଳ ରୁଷିୟାନ : ଆଲେକଜାଣ୍ଡାର ବ୍ଲକ  ମୋର ଯାହା ଇଚ୍ଛା ଥିଲା ଯାହା ଚାହିଁଥିଲି ଅଧାଠାରୁ ବେଶୀ ତା'ର ଗଲିଣିତ ଭୁଲି ବଞ୍ଚିଛି ମୁଁ ଖାଲି ଶୀତଳ ଶୁଖିଲା ଏକ ବୁଦ୍ଧିବାଦ ନେଇ ଯଦିଓ ଏକାଠି ଆମେ ଥିଲେ ଦୁହେଁ ସାଥି ହୋଇ କେବଳ ସ୍ୱପ୍ନରେ । ହେମନ୍ତର ଦୁର୍ବଳ ଓ ରୁଗ୍ଣ ଆଲୋକରେ…

କୁନି କୁନି ପିଲାଙ୍କ ପାଇଁ ସିନ୍ଧୁ ବ୍ରାଉନଙ୍କ ୨୧ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀ ସିନ୍ଧୁ ବ୍ରାଉନ, ମାନସ ରଞ୍ଜନ ଦାସ, ମାନବୀ ଟୌଙ୍କ୍, ଶ୍ରୀଦେବୀ ଓ କୁଞ୍ଜନଙ୍କ ସହାୟତାରେ “ଟ୍ରେସିଂ ଏବଂ ଲର୍ଣ୍ଣିଙ୍ଗ କନସେପ୍ଟକୁ ନେଇ ବିଭିନ୍ନ ଥିମ୍ ଉପରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ୨୧ ଟି ପୁସ୍ତକ ସ୍ଥାନୀୟ ମାଇକେଲ କିଚେନ୍…

କିଶୋର ମହାନ୍ତି ପାଇଲେ ‘ଉଦୟ ଭାନୁ ସାରସ୍ୱତ ସମ୍ମାନ’

କଟକ : ପବିତ୍ର କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ତଥା ବୈଷ୍ଣବ ପାଣି ଜୟନ୍ତୀ ପାଳନ ସହ, ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉଦୟଭାନୁ ସାହିତ୍ୟ ସଂସଦର ସ୍ଵନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର କିଶୋର ମହାନ୍ତିଙ୍କୁ 'ଉଦୟ ଭାନୁ ସାରସ୍ୱତ ସମ୍ମାନ' ପ୍ରଦାନ କରାଯାଇଛି…