Latest Odisha News

BREAKING NEWS

Browsing Category

ସାହିତ୍ୟ

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦ ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ' ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ…

ଆଲୋଚନା ସଭା ଓ ପ୍ରବନ୍ଧ ଗଳ୍ପଗୁଚ୍ଛ ‘ଗଳ୍ପ ପାଖୁଡ଼ା’ ଲୋକାର୍ପଣ

ଜୟପୁର: ପ୍ରଜ୍ଞାଶ୍ରୀ ଶିକ୍ଷା ବିକାଶ ଏକାଡ଼େମୀ ଜୟପୁର ଆନୁକୂଲ୍ୟରେ ଏକ ଆଲୋଚନା ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଶ୍ରୀଅରବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଶ୍ରୀନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଦାଶରଥି ନନ୍ଦଙ୍କ କରକମଳରେ ଗାଳ୍ପିକ ଶ୍ରୀଭଗବାନ…

ଆମ ଅସ୍ମିତା ଓ ଅସ୍ତିତ୍ବର ଅନ୍ୟ ନାମ ସାହିତ୍ୟ ହେଉ : ବଳରାମ ପୂଜାରୀ

ମାଟି ଓ ମାଟିମନସ୍କତାକୁ ନେଇ ସବୁବେଳେ କବିତା ଲେଖୁଥିବା କବି ବଳରାମ ପୂଜାରୀ , ଓଡ଼ିଆ ସାହିତ୍ୟ ଜଗତର ଏକ ସଶ୍ରଦ୍ଧ ନାମ । ତାଙ୍କ କବିତା ପାହାଡ଼ର କଥା କହେ , ନଦୀର କଥା କହେ , ଡଙ୍ଗରର ଚିତ୍ର ସଜାଏ ପୁଣି ଆଦିବାସୀମାନଙ୍କ ଜୀବନର ଗୀତ ଗାଏ । ନିଜ ଜନ୍ମମାଟିର ପ୍ରତିଟି ଅଣୁକଣାରେ…

କବିତା : ତା’ ସତ

ଶୈଲେନ ରାଉତରାୟ  ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା କବି ବୋଲାଇବାକୁ ମୁଁ ବିକଳ କାହିଁକି । ତା’ ସତ । ହେଲେ ମୁଁ ତା’ ଠାରୁ ଆହୁରି ବିକଳ ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧। ହାଟରେ ବସିଥିବା ସଉଦାଗର ମୋତେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୯ ଛାତି ଧକଧକ। ମନରେ ଆଶଙ୍କା । ଲାଗିଲା ଏ  ମହିଳା ଯେମିତି  ସନିଆ ଭାଇକୁ ଆଗରୁ ଚିହ୍ନିଛନ୍ତି। ନହେଲେ କ'ଣ ଭାଇଟା ଏମିତି  ଟେକି ଦିଅନ୍ତା କି...  ଆଉ କ୍ଷଣିକ ଆଗରୁ ସ୍ତ୍ରୀ ସହ ଲଢେଇକରୁଥିବା ମଣିଷ ଏମିତି  ହଁ କହି…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୮ ମୂଳ ହିନ୍ଦୀ: ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’  ବଗିର ଝର୍କାପଟେ ପୁଡ଼ାଟା କୌଣସି ମତେ ଗଳେଇଦେଇ କୋଳରେ ଧରିଥିବା ସାନପୁଅ ଅବିଦକୁ ବି ସୁରେୟା ସେଇପଟେ ଗୋଟିଏ ସିଟରେ ଥୋଇଦେଲା । ତା’ପରେ ତରତର ହୋଇ ବଡ଼ପୁଅ ଝିଅକୁ ଟେନ୍‍ ଡବାଟାର ପାହାଚ…

ଅନୁବାଦ କବିତା : ଛକ ବେକେରୀରେ ମଧ୍ୟରାତ୍ରି

ମୂଳ ମରାଠୀ: ଦିଲିପ ଚିତ୍ରେ ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ମନେ ପକାଏ ପିଲାଦିନର ରେହମାନକୁ ଆଉ ତା’ର ଢଳଢ଼ଳ ଆଖି ମୋ ସହ କ୍ୟାରମ ଖେଳ । ଛକ ବେକେରୀରେ ରାତି ଅଧରେ ଡବଲରୁଟି ଆଉ ବଟର-ବିସ୍କୁଟ ସେକାହେଲା ବେଳେ ମୁଁ ଏକୁଟିଆ ବସି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୮ ନା ଡାକ୍ତର, ନା କବିରାଜ, ନା ଔଷଧ ନା ପାଣି...ଶୁଖିଲାରେ ବିତୁଥିଲା ଶିଉଳିର ଦିନ।   ସନିଆ ଭାଇ ଦିନେ ମୁଗୁନିକୁ କହିଲା, 'ଚାଲ ତ ଶିଉଳିକୁ ଦେଖାଇ ଆଣିବା ଏଇ ପାଖରେ ଥିବା  ଡାକ୍ତରଖାନାରୁ।' ଗାର  ଡେଇକି ସେ ଯେମିତି…

କବିତା : ବିସର୍ଜନ

ମମତା ବିଶ୍ୱାଳ ପୁହାଣ  ଅସରନ୍ତି ବିଶ୍ୱାସର ସମ୍ମୋହନକୁ ଛୁଇଁ ଦେବୀଟିଏର ଆଜି ବାହୁଡ଼ିବାର ବେଳା। ନିଃଶେଷ ହେଇ ଆସୁଛି ଦେବୀପକ୍ଷର ସ୍ୱପ୍ନ। ଅନ୍ତିମ ଦୃଶ୍ୟପଟକୁ ଘେରି ରହିଛି ଅନ୍ଧାରର ପ୍ରଗାଢ କୋହ, ଅସୁମାରି ଆସ୍ଥାର ସ୍ପନ୍ଦନକୁ ସାଥିରେ ନେଇ ଫେରି ଯାଉଛି ମୃଣ୍ମୟୀ।।…