Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୨ ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଏଇ ଧାଇଁବାକୁ ମନ ଓ ଦେହରେ ଅମାପ ଶକ୍ତି ସାମର୍ଥ୍ୟ ସହ ଦୃଢତାକୁ ଆପଣେଇ, ନିଷ୍ଠାକୁ ଜାବୋଡି, ବିଚାର ବିମର୍ଶ ନିଜ ସହିତ ବାରମ୍ବାର କରି ହାତେ ମାପି ଅଧ ଇଞ୍ଚ ଚାଲିବାକୁ ହେବ ଏବେ। ଯୁଗ…

କବିତା : କୁଆଁର ପୁନେଇଁ ଚାନ୍ଦ

ପ୍ରିୟମ୍ୱଦା ସାମଲ  ଶେଷ ଆଶ୍ବିନରେ ଆଦ୍ଯ କାର୍ତ୍ତିକରେ ଆସଇ କୁମାର ପୂର୍ଣ୍ଣିମା କୁଆଁରୀକନ୍ଯାର ଭାରି ମନଖୁସି ପୂଜିବ ଆଜ ସେ ଚନ୍ଦ୍ରମା। ପ୍ରାତଃ ସ୍ନାନସାରି ନବବସ୍ତ୍ର ପିନ୍ଧି ପୂଜଇ ଦେବୀ ବ୍ରୁନ୍ଦାବତୀ ସାଇ ସାଇ ବୁଲି ଫୁଲ ହାର ଗୁନ୍ଥି ଗୀତଗାଇ ମନ ହରନ୍ତି। ପ୍ରଦୋଷ…

ବ୍ୟଙ୍ଗ : ଘରଣୀ ଆମର ଭାରି ଚତୁରୀ

ଏଇ ଗତ ରଜ ସମୟର କଥା । ୟୁଟ୍ୟୁବ ବିଶ୍ୱ ବିଦ୍ୟାଳୟରୁ ରୋଷେଇ ଶାସ୍ତ୍ରରେ ପିଏଚଡ଼ି କରିଥିବା ଆମ୍ଭ ବୁଦ୍ଧିମତୀଙ୍କ ଯାବତୀୟ ଗବେଷଣାରେ ଉତ୍ପୀଡିତ ପୁରା ପରିବାର । ବୁଦ୍ଧିମତୀ ଯେତେବେଳେ ତାଙ୍କ ଗବେଷଣାଗାର (ରୋଷଶାଳ)ରେ ଗବେଷଣାରତ ଥା'ନ୍ତି ସେତେବେଳ ସବୁଠୁ ବେଶି ଆତଙ୍କିତ ମୁଁ ଥାଏ ।…

ମୋ’ ପିଲାଦିନ କୁଆଁର ପୁନେଇଁ

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….  ପିଲାଟି ଦିନରୁ କଟକ ସହରରେ ରହି ଆସିଛି ମୁଁ । ସହରରେ କୁଆଁର ପୁନେଇଁ କେବଳ ଏକ ବିଧି ରକ୍ଷା ପୂଜା ବୋଲି ମୋ’ର ମନେହୁଏ। କାରଣ ଆମେ ଦଶହରା ଯେତେ ଯାକଯମକରେ ପାଳନ କରୁ, କୁଆଁର ପୁନେଇଁରେ ତାହା ନଥାଏ। ଘରେ ଚଉରା ମୂଳେ ସକାଳ ସଞ୍ଜରେ ସୂର୍ଯ୍ୟ ଆଉ…

ପୁସ୍ତକ ପରିଚୟ : ଝିଅଟେ ପଥୁରିଆ ସାହିରୁ

ଝିଅଟେ ପଥୁରିଆ ସାହିରୁ ଲେଖିକା : ଚନ୍ଦ୍ରା ମିଶ୍ର ପ୍ରକାଶକ : କାହାଣୀ , କଲ୍ୟାଣୀ ନଗର,କଟକ ବିତରକ : କିରଣ କିଶୋର ଏଜେନ୍ସି ଶଗଡ଼ିଆ ସାହି,( ହନୁମାନ ମନ୍ଦିର ନିକଟ) କଟକ ୭୫୩୦୦୧ ଫୋନ୍ ନମ୍ବର : ୯୭୭୬୩୩୭୬୦୯ ପୃଷ୍ଠା : ୩୦୮ ମୂଲ୍ୟ : ୩୦୦ ଜଗନ୍ନାଥ ଧାମ ପୁରୀରେ ଜନ୍ମ ହୋଇ…

କବିତା : ମୁଁ ଆଉ ତୁମେ

ବନ୍ଦନା ପଣ୍ଡା  ମୁଁ ଆଉ ତୁମେ ମୁଁ ଯେ ଅସଜଡା ପ୍ରୀତି ପରଶ ତୁମେ ମଧୁର ବଂଶୀର ଧ୍ବନି ମୁଁ ଯେ ରାତି ଉଜାଗର ସାରସ ତୁମେ ଲୋହିତ ପଦ୍ମର ଗ୍ଲାନି..... ମୁଁ ଯେ ଅସରା ମମତା ଲୋତକ ତୁମେ ନବବଧୂ ମଥାମଣି ମୁଁ ଯେ ମିଳନ ବିରହ ପଲକ ତୁମେ ଆଶୀର୍ବାଦ ନାଗଫଣି.... ମୁଁ ଯେ ଉଜ୍ଜଳ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୧ ଗୋଇଠା ମାରେ ପିଲା। ଏବେ ଦେହସୁହା ହେଲାଣି ସେଇଟା । ଭଲଲାଗେ ସେ ମିଠା ଦୁଷ୍ଟାମୀ।କାନରେ ଯନ୍ତ୍ର ଲଗେଇ ପରୀକ୍ଷା କରନ୍ତି ଯତ୍ନ ସହକାରେ ମାଆ ନିଜେ । ଜବରଦସ୍ତି କ୍ଷୀର,ଅଣ୍ଡା, ଫଳ ଖୁଆନ୍ତି। ପୁଣି ଭିଟାମିନ୍ କହି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସୌକୁମାର୍ଯ୍ୟ  ଅନ୍ତରଙ୍ଗତା, ଶ୍ରଦ୍ଧା,ଭଲ ପାଇବା ଏସବୁ ଶବ୍ଦ ଆମରି ମୁଣ୍ଡରୁ ବାହାରେ। ଆମ ଅନୁଯାୟୀ ତାର ପ୍ରସ୍ଥ , ଆୟତନ , ଦୈର୍ଘ୍ୟ ବାହାରୁ ବାହାରୁ ସେହିସବୁ ସ୍ଥୂଳତାର ରୂପ ପରିଗ୍ରହ କରେ । ମୁଁ ଭାବେ ଏସବୁ ଭାବ ଉପରେ କଣ ମଣିଷର ଏକଚାଟିଆ ଅଧିକାର ? ଏ ସୀମାହୀନ ପ୍ରକୃତିରେ କୋଉ…

ସଂଘମିତ୍ରା ମିଶ୍ରଙ୍କ ସମ୍ପାଦିତ ‘ବିଜୟ ବିଭବ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ସ୍ମୃତିରେ , ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୂଲ୍ୟରେ ସଂଘମିତ୍ରା ମିଶ୍ରଙ୍କ ସମ୍ପାଦନାରେ, ବିଜୟ ମିଶ୍ରଙ୍କ ରଚିତ ନାଟକ ସମୂହକୁ ନେଇ ଏକ ସମାଲୋଚନା ପୁସ୍ତକ 'ବିଜୟ ବିଭବ' ଉନ୍ମୋଚିତ ହୋଇଯାଇଛି l ବଟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ…

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…