Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ନିର୍ଦିଷ୍ଟାର୍ଥକ ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସୂକ୍ଷ୍ମ, ଉତ୍କଟ ଅନୁଭୂତି ପାଇପାରେନି ଅଭିବ୍ୟକ୍ତି ଭାଷାରେ କିଛି ଶବ୍ଦ ନାହିଁ ତୀବ୍ରାନୁଭୂତି ଲେଖା ପାଇଁ ଯାହା ଲୋକଂକୁ ଦିଶେ, ଶୁଭେ ଅଥବା କେହି କେବେ ଭାବେ ତାହାର ସୀମିତ ପ୍ରକାଶ…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସରେ ଆଜି ଆୟୋଜିତ ଓଡ଼ିଶାର ଲୋକସଂସ୍କୃତି ସମ୍ପର୍କିତ ଆଲୋଚନା ସଭାରେ ବିଶିଷ୍ଟ ଲୋକସାହିତ୍ୟବିତ୍ ଓ ଭାଷାବିତ୍ ତଥା ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ପୂର୍ବତନ ଅଧକ୍ଷ ଅରବିନ୍ଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର…

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକରେ ଆଲୋଚନା

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଭାଷା ସମ୍ମିଳନୀର ଦ୍ୱିତୀୟ ଦିବସରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ବିଶିଷ୍ଟ ଐତିହାସିକ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୯୩୬ : ଆଧୁନିକ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନରେ ବରୋଦା ସ୍ଥିତ ଗତିଶକ୍ତି…

ସାହିତ୍ୟ ମୋ ପାଇଁ ଏକ ପ୍ରକାର ନିଶା : ସସ୍ମିତା ପ୍ରଧାନ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସସ୍ମିତା ପ୍ରଧାନ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି…

କବିତା : ସମ୍ପର୍କ

ଦୀପକ କୁମାର ନାୟକ ଜୀବନର ଏଇ ଦୀର୍ଘ ପଥରେ ଚାଲୁ ଚାଲୁ ଅନେକ୍ ସମ୍ପର୍କ ସୃଷ୍ଟି କେହି ମୁହୂର୍ତ୍ତର ବାର୍ତ୍ତାଳାପରେ ଜନ୍ମ୍ ନେଇଯାଏ ସମ୍ପର୍କ। କିଛି ଦିନ ଆଦର ଆପଣା ପରେ ଫେରି ଯାନ୍ତି ଅଜଣା ରାଇଜରେ ଆଜିକାର ସମାଜରେ ସମ୍ପର୍କ ଡିମିରି ଫୁଲ ବାସ ପରି ସମୟ ସାଥିରେ ସବୁତ…

ଭାଷା ଭାଗବତ : ପ୍ରକୃତ ଗଣତଂତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କଲେହେଁ ଲିଖନ ବିଧାନ ତାହା ହୁଏନି ସର୍ବମାନ୍ୟ ଶେଷ ହୁଏନି ଆଲୋଚନା ସ୍ବଭାଷା ହୁଏ ବାଟବଣା ବିଦ୍ୟାକୁ କରିଲେ ବିବାଦ ଅନେକେ କରଂତି ପ୍ରମାଦ ସୂତ୍ର ନ ହେଲେ ପ୍ରଚଳିତ ଭାଷାଟେ ହୁଏନି ଆଦୃତ ସ୍ବଭାଷୀ ଜନ ବୀତସ୍ପୃହ ହୋଇ…

ଦେବୀ ପ୍ରସନ୍ନ ପଟ୍ଟନାୟକ ପାଇଲେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର

ଭୁବନେଶ୍ୱର: ଶାସ୍ତ୍ରୀୟ ଭାରତୀୟ ଭାଷା ଉପରେ ଜୀବନବ୍ୟାପୀ ଗବେଷଣା ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଲେଖକ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଶନିବାର ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନୀ ସମାରୋହରେ…

ଭୁବନେଶ୍ୱରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଜନତା ମଦନଠାରେ ଉଦଘାଟନ କରିଛନ୍ତି। ଓଡ଼ିଆ ଭାଷା ଓ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ପରିବେଷଣ କରି…

ଭାଷା ଭାଗବତ : ଭାଷାର ବିସ୍ତାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସବୁଠି ଚଳନ, ଘୂର୍ଣନ ହେଲେହେଁ ମଣିଷର ମନ କିପାଇଁ ହୋଇଅଛି ସ୍ଥିର ଥରଟେ କରିବା ବିଚାର ପୂର୍ବର ରୀତିନୀତି ଧରି ଏବେ ଚଳୁଛୁଁ ଯେଉଁପରି ତହିଁରୁ ମିଳୁଛି କି ହିତ କେବେ ହେଉନି ବିବେଚିତ କାଳ ସହିତ ଦେଇ ତାଳ ଚଳିଲେ ମିଳଇ ସୁଫଳ…

ଭାଷା ଭାଗବତ : ସୂର୍ଯ ଶକ୍ତି-ଘର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ସକାଳୁ ସଂଜ ଯାଏଁ ସୂର୍ଯ କରେ ଆଲୋକଦାନ କାର୍ଯ ତା'ପରେ ବାର ଘଂଟା ଛୁଟି କରେନି ନିଜର ପାଇଟି ଏଥିରେ ନାହିଁ ବ୍ୟତିକ୍ରମ ତେଣୁ ତ ଲାଗେ ମନୋରମ ସୂର୍ଯ ଅତ୍ୟଂତ ଶୃଂଖଳିତ ହୁଏ ଉଦୟ, ପୁଣି ଅସ୍ତ…