Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସାହିତ୍ୟ ମାଧୁର୍ଯ୍ୟ

ଦେବାଶିଷ ସେନାପତି  ସାହିତ୍ୟ ସୁଶବ୍ଦ ମାଧୁର୍ଯ୍ୟ କବିଙ୍କୁ କରାଏ ଅଧୈର୍ଯ୍ୟ କିଏ ଲେଖେ ଏଠି ଶାନ୍ତିର ଗାଥା ଗଢିକାକୁ ସୁଖ ସମାଜ ବୁଝାଏ କେ କେତେ ତାତ୍ପର୍ଯ୍ୟ କିଏସେ ଝରାଏ ଭାବ ଭାଷାରସ ପାଠକ ହୁଅନ୍ତି ଆଶ୍ଚର୍ଯ୍ୟ ।। ଆଙ୍କିଦିଏ କିଏ ଲେଖନୀ ମୁନରେ ଶୀତ ସକାଳର ସୂର୍ଯ୍ୟ…

ସୃଷ୍ଟି ଏକ ଅବର୍ଣ୍ଣନୀୟ ଆତ୍ମିକ ଆବେଗର ଅଭିନବ ଅଙ୍କୁରୋଦଗମ : ମନୋରମା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମନୋରମା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ  ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…

ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ‘ମନୋଜାୟନ’ କାର୍ଯ୍ୟକ୍ରମ

ଭବାନୀପାଟଣା : ନର୍ଲା ବ୍ଲକ୍ ବୁଢ଼ୀପଦରସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନଲାଇନ ମାଧ୍ୟମରେ ରାଜ୍ୟସ୍ତରୀୟ 'ମନୋଜାୟନ' କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ା ମାଝୀଙ୍କ…

କବିତା : ମୁକ୍ତି

ଦିଲୀପ କୁମାର ପଣ୍ଡା  ଜ୍ଞାନର ସ୍ରୋତସ୍ୱିନୀ ମୃତ୍ୟୁର ଆଲିଙ୍ଗନରେ ହୁଏ ବିଜୟିନୀ । ଓଁ କାର ସହ ଏକାତ୍ମ ହୁଏ ଅନ୍ତରଆତ୍ମା । ଅସୀମ ଜ୍ୟୋତି ଆହରଣ କରେ ଦେହାତୀତ ବିସ୍ତାରିତ ଆକାଶରେ ଦେହର ମୃତ୍ୟୁ ବିନା ଅସମ୍ଭବ ଅମରତ୍ୱ ଲାଭ। ଶାଶ୍ୱତ ଓଲ୍ହାଇ ଆସେ ସ୍ୱର୍ଗରୁ ମର୍ତ୍ତ୍ୟକୁ…

କୁଳାଙ୍ଗାର ଉବାଚ : ମୁଁ ଆଉ କବିତା ଲେଖିବି କ’ଣ ? 

କବି କୁଳାଙ୍ଗାର  ସପନ ହଜୁଛି ଜୀବନ ବିନ୍ଧୁଛି କରୋନା ହସୁଛି ମଣିଷ କାନ୍ଦୁଛି ମୁଣ୍ଡ ହୋଇଯାଏ ଟିଣ ! ମୁଁ ଆଉ କବିତା ଲେଖିବି କ'ଣ ? ତଥାପି ଅଛନ୍ତି ଗାଲୁଆ ଅନେକ ମାନନ୍ତିନି କଟକଣା; ବୁଲନ୍ତି ନିର୍ଧୁମ ପକେଟରୁ ପଛେ ଜୋରିମନା ହେଉ ଗଣା ! ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ…

କବିତା : ଅଛି ମୁଁ ଭିତରେ

ବିଜୟ କୁମାର ପାତ୍ର  ଆସ ପୁଣି ବସି ଯିବା ଛାଇର ଦୂରତା ମାପି ଛୋଟ ଗଛ ତଳେ, ଭାଷା ଶୂନ୍ୟ ଶବ୍ଦହୀନ କଥା କିଛି କଥା ହେବା ପୁଣି ଏକ ସଞ୍ଜ ନଇଁ ଯିବ ଛାଇ ଗୁଡା ଅପସରି ଯିବେ, ଯେଝା ଯେଝା ବାଟେ । କହିନି ତ ମନ କଥା କାହା ଆଗେ ମୁଁ, ନିଶ୍ୱାସକୁ ଚାପି ଚାପି କେତେ ମୁଁ ଜଗିଛି,…

ବ୍ୟଙ୍ଗ : ଟିକସ ଆଦାୟ

ଓଁ ଅଭିଜ୍ଞାନ ସାହୁ ଏଇ ଗଲା ଗତ ରବିବାର କଥା, ସକାଳୁ ସକାଳୁ ବସି ଖବରକାଗଜ ପଢୁଥାଏ ଆସିଲା ମୋର ମୋବାଇଲକୁ ଗୋଟେ ଏସଏମଏସ । ଫୋନ ଉଠେଇ ଦେଖେତ ଆର ରୁମରେ ପାଠ ପଢ଼ୁଥିବା ମୋ' ଝିଅ ପଠେଇଛି ,"ବାବା ଆଜି କେଏଫସି ରେ ସ୍ପେଶାଲ ଅଫର । ଛଅ ପିସକୁ ପାଞ୍ଚଶ ଷାଠିଏ ଟଙ୍କା ।" ଭାବିଲି,  ଅବିକା…

ଗଳ୍ପ : ରାମ ପାଗଳା

ସ୍ମୃତି ପଟ୍ଟନାୟକ କଲୋନୀ ସାରା ହୁରି ପଡିଯାଇଥିଲା,ଲୋନିକୁ କିଏ ଆଣିବ ରାମ ପାଗଳା ପାଖରୁ? ତାର ବାପା, ମାଆ, କାନ୍ଦି କାନ୍ଦି ଅଚେତ ଅବସ୍ଥାରେ, କଲୋନୀ ସାରା ଲୋକେ ସମସ୍ତେ ଖୁବ୍ ଆତଙ୍କିତ ଅବସ୍ଥାରେ, ପ୍ରକୃତ ଘଟଣା କୁ ସମସ୍ତେ ଭୁଲି ଯାଇଥିଲେ, କରୋନା ଭାଇରସର ଆତଙ୍କ ଯୋଗୁ ଲୋନିର ମାଆ…

କବିତା : ମନସ୍ତତ୍ତ୍ୱ

ସୁପ୍ରିୟା ପଣ୍ଡା  ଏଇ ଚୁପଚାପ ବେଳର ଅସୁମାରୀ କେତେ ପ୍ରହେଳିକା ପ୍ରଶ୍ନର ପାଚେରୀ ପୁଣି ନିରୀମାଖୀ ମନ ଆତଙ୍କିତ ସବୁ ତାରା ମାଳ ଖିନଭିନ  ଛାତି ଝଡ଼ ପରି ଟିକେ ସ୍ନେହ ପୁଣି ନିରବତା ! କେତେବେଳେ ସ୍ନେହ ଆକୁଳତା ଭରା ଉକ୍ତି ଗଦ ଗଦ ଭାବ ସମୁଦ୍ରକୁ ଶଙ୍ଖେ ସୁଖ ପାରିଲା ପଣ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକ ୱେବିନାର ଆୟୋଜିତ

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ 'ଓଡ଼ିଆ ଭାଗବତରେ ସୁଭାଷିତ' ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…