Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : କବି

ହିମାଂଶୁ ଆଚାରୀ  କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ ଫୁଲ ପରି ତ…

ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

କବିତା : ତୁମ ପ୍ରେମରେ

ପ୍ରସେନଜିତ ସେଠୀ  ଆଗୋ ଚନ୍ଦ୍ର ମୁଖି ମୃଗ ସମ ଆଖି ବଣ ମଲ୍ଲୀ ବାସ ତୁମେ, ସଦ୍ୟ ପ୍ରସ୍ଫୁଟିତା ଗୋଲାପ କଢି ଗୋ ବସା ବାନ୍ଧିଛ ମୋ ମନେ !! ଆପାଦ ମସ୍ତକ ଶୋଭାରାଜି ତବ ଦେଖିଲେ ପାଗଳ ଚିତ୍ତ ସ୍ଵର୍ଗରୁ ସତେକି ଅପସରା ଗଣ ମର୍ତ୍ତ୍ୟ ପରେ ସମାହିତ !! ସ୍ଵର ତବ କାନେ କୋଇଲିର…

ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ପାରିବାରିକ ପତ୍ରିକା ସୁଧନ୍ୟା ଆନୁକୂଲ୍ୟରେ ପ୍ରାବନ୍ଧିକ ପ୍ରଫେସର ନିଶାମଣି ମିଶ୍ରଙ୍କ ୮୮ତମ ଜୟନ୍ତୀ ଏବଂ ପ୍ରଥମ ସ୍ମାରକୀ ବକୃତା ପ୍ରଦାନ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଇଂରାଜୀରେ ଅନୂଦିତ ପୁସ୍ତକ 'ଇନସାଇଟ…

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ଜନକ 'କଳିଙ୍ଗ ରତ୍ନ' ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ…

‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ରଚିତ ଇଂରାଜୀ ପୁସ୍ତକ 'ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ' ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ପୁସ୍ତକଟିର ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ତାଙ୍କ…

କବିତା : ସ୍ୱପ୍ନ

ଅନୀତା ଦାସ  ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷଟିଏ, ସ୍ୱପ୍ନ ଓ ବାସ୍ତବତା ମଝିର ପ୍ରାଚୀର ଭାଙ୍ଗିବାର ଅଯଥା ପ୍ରୟାସ କରୁଥିବା ଅସହାୟ ଟିଏ। ସ୍ୱପ୍ନ ସବୁ ଦଉଡାନ୍ତି ମତେ ତାଙ୍କ ପଛରେ ଦେଇ ମିଛ ପ୍ରତିଶ୍ରୁତି ତଥାପି ମୁଁ ଦଉଡେ ଲହୁଲୁହାଣ ହୋଇ ତୋଳିବାକୁ ଟିକେ ଖୁସି।…

ଶିଶୁ କିଶୋର ପତ୍ରିକା ‘ଶିଶୁଲେଖା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଷ୍ଠାନ ପକ୍ଷରୁ ଏକ ଆଲୋଚନା ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ହୋଇଯାଇଛି। ଏହି ଅବସରରେ ପୂର୍ବରୁ ଅନେକ ଲୋକପ୍ରିୟତା ସାଉଁଟିଥିବା ଶିଶୁ…

ଦୟାନିଧି ଦାସଙ୍କ ଜୀବନୀ ପୁସ୍ତକ ‘ବଣ ମାଳତୀ’ ଉନ୍ମୋଚିତ

ନୟାଗଡ଼ : ବହୁ ପ୍ରତିଭାର ଅଧିକାରୀ ନାଟ୍ୟଗୁରୁ ଦୟାନିଧି ଦାସଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ବଣ ମାଳତୀ' ସଙ୍ଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଦ୍ୱାରା ନାଟ୍ୟଗୁରୁଙ୍କ ଜନ୍ମସ୍ଥାନ ସଜନାପଡ଼ାରେ ଉନ୍ମୋଚିତ ହୋଇଯାଇଛି। ପାଞ୍ଚଶହରୁ ଉର୍ଦ୍ଧ୍ବ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ…

ଅଳ୍ପଗଳ୍ପ :  ଉତ୍କଳ ଦିବସ

      ସୁପ୍ରିୟା ପଣ୍ଡା                 (୧) ଉତ୍କଳ ଦିବସ  ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ…