Latest Odisha News

BREAKING NEWS

Browsing Category

ସାହିତ୍ୟ

ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ  ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ…

ଔପନ୍ୟାସିକା ସ୍ବାଗତିକା ସ୍ୱାଇଁ ପାଇଲେ ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର

ଭୁବନେଶ୍ୱର : ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ତରଫରୁ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ 'ପ୍ରଥମ ଅକ୍ଷୟ ଉପନ୍ୟାସ ପୁରସ୍କାର' ପ୍ରଦାନ ଉତ୍ସବ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁଙ୍କୁ ତାଙ୍କ ଉପନ୍ୟାସ…

ମାନସୀ ଦାସଙ୍କ ‘ବିନ୍ଦୁ ବଳୟ’ ଓ ‘ବ୍ଲାକ ବ୍ରଦର୍ସ’ ଉନ୍ମୋଚିତ

ଭୁବନେଶ୍ୱର : ସୁଧନ୍ୟା ପ୍ରକାଶନୀ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ ଭବନ ପରିସରରେ ବିଶିଷ୍ଟ ଲେଖିକା ମାନସୀ ଦାସଙ୍କ ଆତ୍ମଜୀବନୀ ଉପନ୍ୟାସ 'ବିନ୍ଦୁ ବଳୟ' ଏବଂ ଅନୁବାଦ ପୁସ୍ତକ 'ବ୍ଲାକ ବ୍ରଦର୍ସ' ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ…

ଡିଲେଶ୍ଵର ରଣାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ଉନ୍ମୋଚିତ

ଭୁବନେଶ୍ୱର : କଳାହାଣ୍ଡି ଯୁବ ଲେଖକ ସମାବେଶ ଆନୁକୂଲ୍ୟରେ ଯୁବ ଗାଳ୍ପିକ ଡିଲେଶ୍ଵର ରଣାଙ୍କ ପ୍ରଥମ ଗଳ୍ପ ସଙ୍କଳନ 'ସେଁରରା' ଉନ୍ମୋଚିତ ହୋଇଯାଇଛି। ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର …

ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ ‘ବିଶ୍ୱରୂପା’ ଉନ୍ମୋଚିତ

ଆନନ୍ଦପୁର : ଆନନ୍ଦପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେବା ଓ ସାହିତ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  । ଏହି ସଭାରେ ବିଶିଷ୍ଟ ଲେଖିକା ଡାକ୍ତର ମଞ୍ଜୁବାଳା ପଣ୍ଡାଙ୍କ ଗଳ୍ପ ସଙ୍କଳନ 'ବିଶ୍ୱରୂପା' ଉନ୍ମୋଚିତ ହୋଇଯାଇଛି । ରଙ୍ଗନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…

କବିତା : ହୋଲି

ସାଧନା ପଣ୍ଡା ମାଖି ବାକୁ ଆଜି ଭାରି ମନ ହୁଏ ଅଝଟିଆ ଏଇ ରଙ୍ଗ ଅବିର , ତୁମ ମନ ରଙ୍ଗେ ରଙ୍ଗାଇ ହେବାକୁ ମନ ହୁଏ କିଆଁ ଏତେ ଅଧୀର !! ଭରା ବସନ୍ତର ଝରା ମଳୟରେ ତୁମେ ସୁବାସିତ ପ୍ରୀତି ଅବିର , ଅଙ୍ଗେ ଅଙ୍ଗେ ମୋର ବୋଳି ଅଛ ଆଜି ତୁମ ପ୍ରଣୟର ମିଠା ଜହର ।। କେଉଁ ରଙ୍ଗେ…

କବିତା : ଫଗୁଣ ଆସିଛି

ସୁପ୍ରିୟା ପଣ୍ଡା  ଫଗୁଣ ଆସିଛି ଫଗୁର ରଙ୍ଗରେ ରଙ୍ଗାଇବ ଚଉଦିଗ ମହକରେ ମନ ମୋହିନେଇ କୁସୁମେ ଭରିବ ରାଗ। କୃଷ୍ଣଚୂଡ଼ାର କମନୀୟ କାନ୍ତି କୋମଳ ପରଷ ବେଶ ଗନ୍ଧ ବାସ ବିନା ମୁଗ୍ଧ କରିବ ରକ୍ତିମ ରଙ୍ଗେ ପଳାଶ। ସୁଗମ ସଙ୍ଗୀତ ସୁଗମିତ କଣ୍ଠେ ଗାଇବ ପ୍ରକୃତି ରାଣୀ ନବ ପଲ୍ଲବ ପ୍ଲାବିତ…

ଆମେ ଜିଉଁଥିବା ଜୀବନ ସବୁଠୁ ବଡ ଗଳ୍ପ : ରୋହିତ କୁମାର ଦାଶ

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୋହିତ କୁମାର ଦାଶ । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ରଚିତ ଗଳ୍ପର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ଗଳ୍ପ ଗୁଡ଼ିକ ଆଙ୍ଗିକ ଦୃଷ୍ଟିରୁ  କ୍ଷୁଦ୍ର ଥିଲେ…

କବିତା : ଆକାଶ ଆଖିରେ ଲୁହ

 ଚିନ୍ମୟ କୁମାର ସାହୁ  ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡେ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ। ପକ୍ଷୀ ଉଡୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡାକ ଭାସି ଯାଉଥିଲେ ଦୂରକୁ। କେତେ କେତେ ଗ୍ରହ, ତାରା…

ଆମ ଗପଘରର ଗପ କର୍ମଶାଳା ଆୟୋଜିତ

ଅନୁଗୁଳ : ସାରସ୍ୱତ ଅନୁଷ୍ଠାନ ଆମ ଗପଘର ପକ୍ଷରୁ ଗପ କର୍ମଶାଳା 'ଗପରେ ଗପରେ' ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠିତ କଥାକାରମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି ଓ ଲେଖକ ଯୋଗ ଦେଇଥିଲେ। ଗପଘରର ସଭାପତି…