Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସଂଶୋଧନ

 ଭାରତୀ ସରିତା ମହାନ୍ତି  ମଣିଷ ମାତ୍ରକେ ଭୁଲ ଅଛି ସିନା ନ କରେ ଯେ' ସଂଶୋଧନ ଜୀବନଟା ତା'ର ହୁଏ ଅସଜଡା ପାଏ ନିନ୍ଦା ଅପମାନ। ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା ହୁଏ ତା'ର ମୂଲ୍ୟାୟନ ହୋଇଥିବା ଭୁଲ୍ ସଂଶୋଧନ କଲେ ସପନ ହୁଏ ପୂରଣ। କେବେ ପରିସ୍ଥିତି କେବେ ପରିବାର କେବେ…

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ  କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ। କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!! ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ…

ବ୍ୟଙ୍ଗ : ଦୁଇ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ  ଏଇ ଆମ ମାଡୁଆ ଭାଇ । ବୟସର ସଞ୍ଜ ସମୟକୁ କୁହନ୍ତୁ ଗୋଟେ ଗୁଲୁଗୁଲିଆ କଲେଜ ଝିଅ ସହ ପ୍ରେମ ହେଇଗଲା । କେମିତି କେଉଁ ପରିସ୍ଥିତିରେ ଫେସବୁକିଆ ପ୍ରେମ ହୋଇଗଲା ସେ ଆଉ ଗୋଟେ ଲମ୍ବା କାହାଣୀ । ପ୍ରେମରେ ଉବୁଟୁବୁ ଭାଇଙ୍କୁ ଶୟନେ ସପନେ କେବଳ ସେଇ ସୁନ୍ଦରୀର ଚେହେରା…

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ । ଏହି…

ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ

ଭୁବନେଶ୍ୱର : ଏକାମ୍ର ସତ୍ୟ ସେବାଶ୍ରମରେ ସନ୍ଥ ବୈକୁଣ୍ଠନାଥଙ୍କ ତ୍ରୟୋଦଶ ବାଣୀର କବିତା ସଙ୍କଳନ ଉନ୍ମୋଚିତ ହୋଇଯାଇଛି। ଗୌରୀଶଙ୍କର ମହାନ୍ତିଙ୍କ ଅନୁବାଦିତ ଓ ଧଉଳି ପବ୍ଲିକେଶନ ଦ୍ୱାରା ସଙ୍କଳିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ସନ୍ଥ ବାଳକା ନନ୍ଦ ଦାସ ,ସତ୍ୟାନନ୍ଦ ଦାସ,…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…

ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭଦ୍ରକ : ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ 'ସମୟ କଷଟିରେ ମୋ ଜୀବନ ' ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ବାଙ୍ଗାଲୋର : ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ ( ଓସିଏ) ତରଫରୁ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ଭିଡ଼ିଓ କନଫରେନସିଂ ଜରିଆରେ ଓସିଏର ସଭାପତି ଡ. ସୌଦାମିନୀ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେବାଙ୍ଗାଲୋରର ସାଂସଦ ପି. ସି. ମୋହନ ଓଡ଼ିଶାର…

କବିତା : ରାଧା

ରବି ପଣ୍ଡା ଛାଡି ଆସିଲିଣି ଅନେକ ଦିନରୁ କଅଁଳ ବୟସ ମନ ନିଦାଘ ଋତୁର କାମନା ଆତୁର ଅତୃପ୍ତ ଯଉବନ। ରୁପମଞ୍ଜୁଳ ଏବେ ପାଂଶୁଳ ବୟସର କଳାଦାଗ ଭରିଦେଲାଣି ମୋ' ଦେହରେ ଦେହରେ ଜରାଜର୍ଜର ଭୋଗ। ପାଦତଳ ମାଟି ପରିତ୍ୟକ୍ତ ଏବେ କଳଙ୍କର ମୁହିଁ ପ୍ରତିମା ନାଇଁତ ଯମୁନା ନାଇଁ…

ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ : ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବଇ ଏବଂ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ(ମୋୱା) ମିଳିତ ଉଦ୍ୟମରେ  ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରୁଦ୍ରରୁପା ବ୍ରହ୍ମାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ପରେ ପରେ ମୋୱାର ସଭାପତି ଭଗବାନ…