Latest Odisha News

BREAKING NEWS

Browsing Category

ସାହିତ୍ୟ

ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ

ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର…

କବିତା : ନିଦାଘର ଯନ୍ତ୍ରଣା

ଅଶ୍ବିନୀ ତ୍ରିପାଠୀ ସରିଆସେ ଶୀତ ଆସିଲେ ବସନ୍ତ ଗୁଞ୍ଜରି ଉଠଇ ଧରା ମୃଦୁ ମଳୟରେ ଆସ ତୁମେ ବାରେ ପହିଲି ଫଗୁଣ ଖରା ।। ପ୍ରକ୍ରୁତିର ରାଣୀ ସୁନ୍ଦର ଧରଣୀ ଅସରନ୍ତି ଆଶା ନେଇ ଅପେକ୍ଷାର ଅନ୍ତ ହେ ଚିର ବସନ୍ତ କେତେ କଥା ଯାଅ କହି ।। ଫଗୁଣ ସକାଳ କେତେ ଯେ ସ୍ବପ୍ନିଳ ଅନୁଭବ…

ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଭୁବନେଶ୍ୱର ପୁସ୍ତକ ମେଳା "ଅକ୍ଷର"। ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏହା ଅନୁଷ୍ଠିତ ହେବ। ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ,ରାଜଧାନୀ ପୁସ୍ତକ ମେଳା କମିଟି ,ଏକାମ୍ର ପୁସ୍ତକ…

କବିତା : ପୁନେଇଁ ନିଆଁ

ଜ୍ଞାନ ରଞ୍ଜନ କର ତୁମେ ହେଇଥାଅ ବାର ମାସେ ବାର ପୁନେଇଁ ରାତିର ପୂର୍ଣ୍ଣ ଜହ୍ନ, ହେଲେ ମୋତେ ତୁମେ ଜାଣିନ, ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ । ମୁଁ ଅଗିରା ପୁନେଇଁର ଜ୍ୱଳନ୍ତ ନିଆଁ... ତୁମକୁ ଆକାଶରେ ଆଜି କେହି ଦେଖିବେନି, କାରଣ ମୁଁ ମାଟିରେ ଜଳିଲେ ତୁମ ଆକାଶ ଝାଉଁଳି ପଡେ,…

ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ

କଟକ : ବିଶିଷ୍ଟ କଥାକାର ଉମାଶଙ୍କର ମିଶ୍ରଙ୍କ ଦୁଇଟି ଉପନ୍ୟାସ ‘ପ୍ରାୟଶ୍ଚିତ’ ଓ ‘ପରିବ୍ରାଜନ’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଲେଖିକା ଡ. ମନୋରମା ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ…

ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର

କଟକ : ଯୁବ ଲେଖକ  ଦିଲ୍ଲୀପ ବେହେରା ପାନ୍ଥଶାଳା ଗଳ୍ପ ପୁସ୍ତକ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧ ତାରିଖରେ ଆୟୋଜନ ହେବାକୁ ଥିବା କଥାକାର କିଶୋରୀ ଦାସଙ୍କ ୯୭ତମ ଜୟନ୍ତୀ କାର୍ଯ୍ୟକ୍ରମ ରେ ଏହି ସମ୍ମାନ ପ୍ରଦାନ କରାଯିବ।…

କବିତା : ଲୁହ

ରବି ପଣ୍ଡା ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି ଟିକିଏ ନରମ ଛୁଆଁ ସାରିଦିଏ ତା' ସହନ ଶକ୍ତି। ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି କୋଉଠୁ ଉଠାଏ…

 ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଦୁର୍ଗା ଚରଣ ମିଶ୍ରଙ୍କ ରଚିତ ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସୁସ୍ଥ,ସୁନ୍ଦର ଏବଂ ଆଧ୍ୟାତ୍ମିକ ଜୀବନ ଜିଇଁବା ପାଇଁ ଏହି ପୁସ୍ତକ ଯୁବ ସମାଜ ପାଇଁ ଏକ…

ମମତା ଦାଶଙ୍କୁ ୨୦୨୧ ମସିହା ପାଇଁ ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ

ଭୁବନେଶ୍ୱର : ବାଲେଶ୍ୱରରୁ  ପ୍ରକାଶିତ ମାସିକ ମହିଳା ପତ୍ରିକା ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଜୟଦେବ ଭବନରେ ସମ୍ପାଦିକା ମମତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,…

କବିତା : ସବୁକିଛି ମିଳି ଯାଏ 

ଅନସୂୟା ପଣ୍ଡା ଘଟଣାର ଅର୍ଥ ଜାଣି ଥିବା ଲୋକ ହିଁ ସୁଖୀ, ହେଲେ କଣ ଜାଣି କି ଲାଭ ଯେ? ଉଚ୍ଚ ପର୍ବତ ସବୁ ଜାଣେ, ବିଶାଳ ଆକାଶର ଗମ୍ଭୀରତା, ଅନନ୍ତ ସାଗରର ଅସ୍ଥିରତା, ଚୁଲବୁଲି ବର୍ଷାର ଚଞ୍ଚଳତା, ସର୍ବସଂହା ପୃଥିବୀର ସ୍ଥିରତା l ସେ ସୁଖୀ କି? ବୋଧ ହୁଏ ସେ ସୁଖୀ, ଖୁବ…