Latest Odisha News

BREAKING NEWS

Browsing Category

ସାହିତ୍ୟ

କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ। କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀର ବର ସମ୍ମାନ ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ…

ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ଅନସ୍କ୍ରିପ୍ଟଟେଡ୍ ଓଡିଆ ଆନୁକୁଲ୳ରେ ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ୱର ଚଉଷଠି ଯୋଗିନି ଗେଷ୍ଟ ହାଉସ  ଏହି କାର୍ଯ୳କ୍ରମରେ ଅନୁଷ୍ଠିତ ହୋଇଥିଲା। ଡ଼ଃ ଅବଦୁଲ୍ ଓସିଦ୍ ଖାନ୍, ବିଧୁ ଭୁଷଣ ପଟ୍ଟନାୟକ, ଉମି…

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ।ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ,କଳାକାର ଓ ବୁଦ୍ଧିଜୀବୀମାନେ ଏହି ସମାରୋହରେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…

ଭାରତୀ ଚକ୍ରଙ୍କ କବିତା ସଂକଳନ ଲଫାଫା ଲୋକାର୍ପିତ

ଭୁବନେଶ୍ୱର : କବୀ ଭାରତୀ ଚକ୍ରଙ୍କ ପ୍ରଥମ କବିତା ସଂକଳନ ଲଫାଫା ଏଥେନା ବୁକସ ପରିସରରେ ଲୋକାର୍ପିତ ହୋଇଯାଇଛି। ଏହି ସଭାରେ କବୀ ମମତା ଦାଶ , କବି ହୃଷିକେଶ ମଲିକ, କବି ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ପୁସ୍ତକରେ ସ୍ଥାନ ପାଇଥିବା କବିତାର ଧାରା ବିଷୟରେ ଆଲୋଚନା କରିଥିଲେ। କବି କେଦାର…

ରାମଚନ୍ଦ୍ର ବେହେରା ପାଇଲେ ଚଳିତ ବର୍ଷର ସଚ୍ଚି ରାଉତରାୟ ସାରସ୍ୱତ ସମ୍ମାନ

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ କଟକର ସାରଳା ଭବନଠାରେ କାବ୍ୟ ସରସ୍ୱତୀ ସଚ୍ଚି ରାଉତରାୟଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଡ. ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ପଦ୍ମଭୂଷଣ ରମାକାନ୍ତ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

“ଆଧୁନିକ”ର ପ୍ରଥମ ସମ୍ପାଦକୀୟ, ଓଡିଆ ପ୍ରଗତିବାଦୀ ସାହିତ୍ୟର ମହାନାୟକ ଭଗବତୀ ଚରଣ ପାଣିଗ୍ରାହୀ

(୧, ଫେବୃଆରି, ୧୯୦୮-୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀଙ୍କର ଆଜି ୧୧୩ ତମ ଜୟନ୍ତୀ। ୩୫ ବର୍ଷର ତାଙ୍କ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ।…

ନିତ୍ୟା ମରିୟମ ଜନଙ୍କର ପାଞ୍ଚୋଟି କବିତା

ନିତ୍ୟା ମରିୟମ ଜନ, କେରଳରେ ରହୁଥିବା ନୂଆ ପ୍ରଜନ୍ମର ଅତ୍ୟନ୍ତ ଶକ୍ତିଶାଳୀ କବି। ତାଙ୍କ ଇଂରାଜୀ କବିତାର ନୂଆ ସଂକଳନ 'RUMINATIONS & REFLECTIONS' ଏବେ ଚର୍ଚ୍ଚାରେ। ମହାନଦୀ ବୁକ୍ସ, ଭୁବନେଶ୍ୱର ଦ୍ଵାରା ପ୍ରକାଶିତ ଏ ବହିରେ ରହିଛି କେତୋଟି ଚମକପ୍ରଦ କବିତା। ନିତ୍ୟାଙ୍କ ପାଞ୍ଚୋଟି…

ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମ ଜୀବନୀ ଲାଲ ଘୋଡ଼ାର ସଇସ ଲୋକାର୍ପିତ

ଭୁବନେଶ୍ୱର : ବରିଷ୍ଠ ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମଜୀବନୀ ପୁସ୍ତକ ଲାଲ ଘୋଡ଼ାର ସଇସ ଲୋକାର୍ପିତ ହୋଇ ଯାଇଛି। ଅବସର ପ୍ରାପ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ଅଧ୍ୟାପକ ବିଶ୍ୱରଞ୍ଜନ , ଦାଶ ବେନେହୁର , ବସନ୍ତ କୁମାର ପଣ୍ଡା,…

ରମାକାନ୍ତ ସାମନ୍ତରାୟଙ୍କ “ଶୂନ”ରେ କେତେବେଳେ କିଛି ବି ଘଟିପାରେ

-ପ୍ରୀତିପ୍ରଜ୍ଞା ପ୍ରଧାନ ପୁସ୍ତକ: ଶୂନ(୬୧ଟି ରୂପକଥା) ଲେଖକ: ରମାକାନ୍ତ ସାମନ୍ତରାୟ ପ୍ରକାଶକ: ବ୍ଲାକ୍ ଇଗଲ୍ ବୁକସ ପ୍ରକାଶନ ସମୟ: ସେପ୍ଟେମ୍ବର ୨୦୨୦ ପ୍ରଚ୍ଛଦ ଚିତ୍ର: ରମାକାନ୍ତ ସାମନ୍ତରାୟ ପୃଷ୍ଠା ସଂଖ୍ୟା: ୧୩୮ ପ୍ରଥମ ଦେଖାରେ…

କବିତା : ଜୀବନ ଯୁଦ୍ଧ

ହିମାଂଶୁ ଆଚାରୀ ଗୋଟେ ହାତରେ ମୋ ଦମ୍ଭର ଧ୍ବଜା ତ ଆର ହାତ ମୋର ହାତୀ ସାହସର ଏଇ ଅଥଳ ସାମ୍ରାଜ୍ଯେ ସମୁଦ୍ର ପ୍ରାୟେ ମୋ ସ୍ଥିତି, ଆସ ହେ ମୋ ଶତ୍ରୁ ଚରିବ ବୋଲି ମୋ ଭୂମିକୁ ଦେଇଛି ବିଞ୍ଚି ଶ୍ରଦ୍ଧା ଓ ସ୍ନେହର ମାଟି ଖଣ୍ଡ ଛଡା ପାଇବନି କିନ୍ତୁ କିଛି ! ଭୟର ବିଗୁଲ ଶୁଣେଇ ଶୁଣେଇ…