Latest Odisha News

BREAKING NEWS

Browsing Category

ସାହିତ୍ୟ

ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଗଙ୍ଗାଧର ସାହୁଙ୍କ ଲିଖିତ ପୁସ୍ତକ "ତଥାପି ହଟିନି ଅନ୍ଧାର " ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ସ୍ତମ୍ଭକାର ଶ୍ୟାମସୁନ୍ଦର ଅଗ୍ରୱାଲ ପୁସ୍ତକର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ଧନେଶ୍ୱର ସାହୁ ସଭାପତିତ୍ୱ…

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ…

ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ ଗଳ୍ପପରି ଲାଗେ ଲୋକାର୍ପିତ

ଭୁବନେଶ୍ୱର: କବୀ ଓ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ "ଗଳ୍ପପରି ଲାଗେ" ଲୋକାର୍ପିତ ହୋଇଯାଇଛି। କରୋନା ପାଇଁ ଅନୁଷ୍ଠାନିକ ମହୋତ୍ସବ ସବୁ ବନ୍ଦ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ପାର୍କରେ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରେ…

ଇଟାଲିୟାନ ସାହିତ୍ୟରେ ଓଡ଼ିଆ କବିଙ୍କ କବିତା

ଭବାନୀପାଟଣା : କବି ଭବାନୀଶଙ୍କର ନିଆଲ ଲେଖିଥିବା ଦୁଇଟି କବିତା ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ ସେ ଇଟାଲୀର ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ଏ ସଂପର୍କରେ ଖବର ମିଳିବା ପରେ ରାଜ୍ୟର ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି । କରୋନା ଜନିତ…

କବିତା:ଏମିତି କଣ ହୋଇପାରେ କାହାଣୀ ଶେଷରେ

ଦେବଯାନୀ ତ୍ରିପାଠୀ ମୁଁ ଗୋଟିଏ କବିତାର ଜୀବନ ବଞ୍ଚୁଛି ମୋ ଆଖିରେ ଭଲପାଇବାର ସମୁଦ୍ର ସମୁଦ୍ର ଲହଡି ତଥାପି ତୁମେ ଦେଖିପାରୁଛ ସେଠି ଦରଫୁଟା ମଲ୍ଲୀର ଦୁଃଖ ଶୁଣିପାରୁଛ ଗୋଟେ ଏକଲା ସମୟର ଶୋକଗୀତ। ତୁମକୁ ଲାଗେ ସେଠି ଆଜିକାଲି ଉଜୁଡି ଯାଇଥିବା ସ୍ଵପ୍ନ ମାନଙ୍କ ଭିଡ ମୋ ମୋବାଇଲର…

ବାସ୍ତବରେ ଆତ୍ମତୃପ୍ତି ଥାଏ ମନରେ : ଅମରେଶ ବିଶ୍ବାଳ

ଅମରେଶ ବିଶ୍ବାଳ , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ର ମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା…

“ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା”- ମାଟିକୁ ବଞ୍ଚାଇବା ଲାଗି ଓଡିଆ ଲୋକଙ୍କ ରକ୍ତ ଓ ଝାଳର ଇତିହାସ

..................................... ବହି- ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା ଲେଖକ- ନିଗମାନନ୍ଦ ଷଡଙ୍ଗୀ-ରଞ୍ଜନା ପାଢୀ ପ୍ରକାଶକ – ମାନବ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ମୂଲ୍ୟ-୨୯୫ଟଙ୍କା,…

କବିତା:ବାସରାତି

 ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ତାର ସେ ନିରୀହ ହଳେ ଆଖି ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ ଅପରାଜିତା ଫୁଲଟେ କରିଦିଏ , ତାର ସେ ସଶକ୍ତ ପାପୁଲି ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ ଆଉ ଛାଣିଆଣେ ଓଦା ରୁଟି ଟେ ପରି ତାର ସେ ଉତ୍ତପ୍ତ ଓଠ ଯେ' ତତଲା କଡେଇରେ ମାଛ…

ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାର ଉଦଘାଟିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ଠାରେ ନବନିର୍ମିତ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଠାଗାର ଉଦଘାଟିତ ହୋଇଯାଇଛି। ତା’ସହିତ ଲୋକକଳାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ସହଭାଗିତା’ କାର୍ଯ୍ୟକ୍ରମ ଜିଲ୍ଲାରେ ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ…