Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

କବିତା : ନାରୀଶ୍ଵର

ମନୋଜ ରଥ ଦିନେ ହୁଏତ ଦପ୍ ଦପ୍ ଲିଭି ଯିବ ସୂର୍ଯ୍ୟ ଜହ୍ନ ଏକ ଭଦ୍ର ଲୋକ ଦେଖେଇବ ଅଂଧାରରେ ତା' ଅପର ପାଶ୍ୱ । ଦିନେ ହୁଏତ ରୁଦ୍ରାକ୍ଷ ଭଳି ତପସ୍ୱୀ ଆକାଶ ହାତରୁ ବିଛେଇ ହେଇ ତଳେ ପଡିଯିବେ ସବୁ ନକ୍ଷତ୍ର , ଏକେ ୪୭ ଗୁଳିରେ ବିଦ୍ଧ ଏକ ସହିଦର ଛାତି ଭଳି ଆକାଶର ଛାତିରେ ଥିବ…

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                            ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                  ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ…

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ…

କବି ନିତ୍ୟାନନ୍ଦ ନାୟକ ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର

ଭୁବନେଶ୍ୱର :ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନ ଥିବ’ ପାଇଁ ପାଇବେ ୪୧ ତମ ଶାରଳା ପୁରସ୍କାର । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏହି କବିତା ପୁସ୍ତକଟି ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିକେଶନ ପକ୍ଷରୁ…

କବିତା : “ମୋ ବିଦ୍ୟାଳୟ କାନ୍ଦୁଛି”

ମାୟାଧର ସାହୁ ମୋ ବିଦ୍ୟାଳୟ କାନ୍ଦୁଛି,                                                ଜରାଜୀର୍ଣ୍ଣ ହୋଇ ପଡ଼ିଛି। କବାଟ ଝରକା ଉଈ ଚରିଲାଣି, ଗେଟ୍ ର ତାଲା କଳଙ୍କି ହେଲାଣି। ସହରି ପିଲାଏ ଅନ୍ ଲାଇନ୍ ପାଠ ପଢୁଛି, ଗାଁ ପିଲାଏ ନ‌ଈନାଳେ ମାଛ ଧରୁଛି। ମୋ ବିଦ୍ୟାଳୟ…

ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି ବା ଅନ୍ଧାର ଦିଅ ଆଲୁଅ ନିଅ

ଶୈଲେନ ରାଉତରାୟ                                                  ଲାରେ ଲାପା ଲାରେ ଲାପା ଡାକେ କୋଇଲି । କୋଇଲିର ଡାକ ଶୁଣି ବୁଲି ପଇଲି । ଦେଖିଲି ସେ ପିକ ନୁହେଁ ଅଟେ ମୟୂର । ମୟୂରର ଶୋଭା ଦେଖ କି ମନୋହର । ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା…

କବିତା : ଜୀବନ ଗୀତିକା

✍️ବିମଳା ଶଂକର ଦାଶ ଜୀବନ ଯଦି ମରୁଭୂମି !!! ଚାଲିବାକୁ ହେବ ସେଇ ଉତ୍ତପ୍ତ ବାଲିରେ , ଓଟର ପାଦରେ... ସିଝିବାକୁ ହେବ ସଞ୍ଚି ସପନର ନୀର ସିଝୁର ଦେହରେ ।। ଜୀବନ ଯଦି ମାୟା ମୋହ !!! ଛନ୍ଦି ହେବାକୁ ପଡିବ ଆଶାର ଜାଲରେ , ବୁଢିଆଣୀ ଦେହେ ... ଜଳି ଯୁଝି ଜିଇଁବା ମାୟା ମାଦକତାର…

ପରିଚୟ…

ଜ୍ଞାନ ରଞ୍ଜନ କର ମୋ ପରିଚୟ ବୋଧେ ମୋର ହେବାକୁ ରାଜି ନାହିଁ, ସେଥିପାଇଁ ବୋଧେ ମୋ ହୃଦୟ ମାଗେ ତୁମ ପରିଚିତି, କାହାର ଝିଅ ହେଲି, କାହା ନାତୁଣୀ ହେଲି, ସବୁ ଭୁଲିବାକୁ ଇଚ୍ଛା ମୋର, ଦରକାର ବାସ ଗୋଟେ ପରିଚୟ, ତୁମ ସ୍ତ୍ରୀ ହେବାର, ଆଜିର ସମାଜ କହେ ଏ ସବୁ ପୁରୁଣା…