Latest Odisha News

BREAKING NEWS

Browsing Category

ସାହିତ୍ୟ

ବିଶ୍ବର ସର୍ବପ୍ରଥମ ସାହିତ୍ୟିକ ଏନ୍ ହେଡୁଆନା; ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

ପ୍ରାଚୀନ ମେ‌ସପୋଟାମିଆ ସଭ୍ୟତା ସମୟର ରାଜକନ୍ୟା ଏନ୍‌ହେଡୁଆନା ହେଉଛନ୍ତି ବିଶ୍ବର ସର୍ବପ୍ରଥମ କବୀ ଓ ଲେଖିକା। ଖ୍ରୀଷ୍ଟପୂର୍ବ ତ୍ରୟୋବିଂଶ ଶତାବ୍ଦୀ କାଳର ସମ୍ରାଟ ସାର୍ଗନ ଅଫ୍ ଅକ୍କାଡ୍ ଙ୍କ କନ୍ୟା ରୂପେ ଏନ୍ ହେଡୁଆନା ଜନ୍ମ ନେଇଥିଲେ। ସେହି ସମୟରେ ଦେବାଦେବୀଙ୍କ ‌ଆରାଧନା ପାଇଁ ସେ…

କବିତା : ଆଧିପତ୍ୟ

ସାରଦା ପ୍ରସାଦ ଆଚାର୍ଯ୍ୟ ଆଧିପତ୍ୟ ଜାହିର କରିବା ପାଇଁ ବେଲାରସେନ ମୁଣ୍ଡ କାଟି, ଛଳନା ର ଦଉଡ଼ି ହାତରେ ଧରି ତୋତେ ହସିବାକୁ ପଡ଼ିବ, ଆଢୁଆଳରେ ବ୍ୟୁହ ରଚନା କରି ପଞ୍ଚଜନ ଶଙ୍ଖ ଫୁଙ୍କି କୁଟିଳତା ଫୁଲମାଳ ରେ ବଧେଇ ଜଣାଇବ। ଯୁଦ୍ଧ ଜିତିବାକୁ ହେଲେ, ଚକ୍ରବ୍ଯୁହ କରିପାର, ଅବା…

ଗପ: ଜୋତାଷ୍ଟାଣ୍ଡ

ଅଭିଷେକ ତ୍ରିପାଠୀ                                                                ମୋର ଏବେ ବି ସେହି ଦିନ ଗୁଡାକ ମନେ ପଡ଼ିଯାଏ, ଯେବେ ବାପା ବହୁତ ଦିନ ଯାଏ କାମରେ ବାହାରେ ରହୁଥିଲେ ଓ ସକାଳୁଆ ସ୍କୁଲ ରୁ ଫେରି, ଘରେ ପଶିବା ଆଗରୁ, ଘର ବାହାରେ ଥିବା ଜୋତାଷ୍ଟାଣ୍ଡ ଉପରକୁ…

କବିତା: ତୁମେ ଆଉ ମୁଁ

✍️ ବିମଳା ଶଂକର ଦାଶ ତୁମେ ସପତ ରଙ୍ଗର ଫଗୁଣ ମୁଁ ପାଗଳ ଭ୍ରମର ତୁମେ ସକାଳ ସବୁଜ ପତର ମୁଁ କଅଁଳ କାକର ।। ତୁମେ ମୁକୁତା ଶାମୁକା ଗର୍ଭର ମୁଁ ଗଭୀର ସାଗର ତୁମେ ମୁକ୍ତ ଗଗନର ବିହଙ୍ଗ ମୁଁ ଶୀତଳ ସମୀର ।। ତୁମେ ନାୟିକା ରୂପ ରାଇଜର ମୁଁ ପ୍ରେମ ସୌଦାଗର ତୁମେ ନର୍ତ୍ତକୀ ମନ…

ଗପ: ଅବ୍ୟକ୍ତ

ସୁପ୍ରିୟା ପଣ୍ଡା                                          ଭାଇ କହିଲେ ମୋ ଫୋନ ନ ଲାଗିଲେ  ବ୍ୟସ୍ତ ହେବୁନି , ଏଠାରେ ଏମିତି ସବୁ ଅସୁବିଧା ହୁଏ। ମନର କୋହ କୁ  କଷ୍ଟେ ମଷ୍ଟେ ଚାପି  ରୁବି କହିଲା , ତୁମ ଫୋନ ନ ଲାଗିଲେ ମୁଁ କାହିଁକି ବ୍ୟସ୍ତ ହେବି ଯେ । ଓଲଟା ମୋ ପାଇଁ ଭଲ।…

କବିତା : ଦେବଦାସୀ

କ୍ରିଷ୍ଣା ମିଶ୍ର ତୁଳସୀ ଦୟଣା ମହକୁଛି ମହମହ ଶିହରି ଉଠୁଛି କଂକାଳ ସାର ଦେହ ସାରା ଜୀବନର ପ୍ରତୀକ୍ଷା ସଫଳ କରି ଆସିଥିଲ କିଗୋ ମଥା ଛୁଇଁ ମୋର କୁହ ଅବୋଧ ଶୈଶବ,ଚପଳ କୈଶୋର ଦିନେ ବୁଝିତ ନଥିଲି ଜୀବନ ଗୋପନ କଥା, ତମରିନାମର ସିନ୍ଦୁର ସୀମନ୍ତେ ଭରି ଜାଣିଥିଲି ଖାଲି ମୁଁଉ ତମ ପରିଣୀତା…

ଗପ: ଭୂତ

✍️ଶ୍ରୀୟା                                                                      "ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !" ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି…

ଗପ: ଇଚ୍ଛାମୃତ୍ୟୁ

ଜ୍ଞାନ ରଞ୍ଜନ କର ବୟସ ୭୮। କପାଳରୁ ସିନ୍ଦୁରର ଦାଗ ଅନେକ ଦିନରୁ ଲିଭିଲାଣି। ଖଟ ଉପରେ ଶୋଇ ଶୋଇ ଦେହରେ ହୋଇଥିବା ଘା' ଦୀର୍ଘ ୭ ବର୍ଷର ମରଣାନ୍ତକ ଯନ୍ତ୍ରଣାକୁ ସ୍ପଷ୍ଟ ସୁଚେଇ ଦେଉଛି। ଯେଉଁ ଦେହରୁ ୧୨ହାତି ଲୁଗା ଆଜୀବନ ମଥାରୁ ଖସି ନଥିଲା ସେଇ ଦେହଟି ଏବେ ଗାମୁଛାଟିରେ ଢଙ୍କା ନହେବାକୁ…

କବିତା : ଅଦିନ ମେଘ

ସୁପ୍ରିୟା ପଣ୍ଡା                                                        ଅଦିନ ମେଘ ଟା ଖୁବ ସୁନ୍ଦର ଖଣ୍ଡ ଖଣ୍ଡ ଭାସମାନ ରୂପ ମନ ମତାଣିଆ କିଛି ଛବି ରଙ୍ଗ ତୁଳି ହୀନ ଆକାଶର। କିଏ ବା ଜାଣିପାରେ ଅବକାଶ ହଠାତ କିଛି ର ଆଭାସ ରେ ଟପ ଟପ ଶବ୍ଦ ର ବିନ୍ଦୁ ଧରଣୀ ରାଣୀ ର…

କବିତା: ଚନ୍ଦ୍ରିକା କୁମାର

ଅନନ୍ତାଂଶୁ ଜେନା ଅବେଳ ମୌସୁମୀ ପରି ମିଛି ମିଛିକା ସ୍ୱପ୍ନରେ ତୁମେ, ହଠାତ ମନେ ପଡିଯାଅ ଯେ ବିଗତ ଦିନର ସାଇତା ଅଙ୍ଗାର ସବୁ ଝାପ୍ସା ନିଶାରେ ଗୋଟାପଣେ ଓଦା କରି ପକାଏ । ତୁମକୁ ତୁମେ ବୋଲି ଜାଣିବା ଆଗରୁ ଶୁଣିଥିଲି ତୁମ କଥା ତୁମେ କୁଆଡ଼େ ତୋଳିପାର ଯେତେସବୁ ମନଛୁଆଁ କୋହ…