Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ପିଲାମାନଙ୍କୁ ରୁଦ୍ଧିମନ୍ତ କରେ ବୋଲି ଗଣେଶ୍ୱର ମିଶ୍ରଙ୍କ ବିଶ୍ୱାସ ରହିଥିଲା : ଦାଶ ବେନହୂର

ଭୁବନେଶ୍ୱର: ‘ସାହିତ୍ୟ ପିଲାମାନଙ୍କୁ ଗଢେ, ସଂସ୍କାର ଦିଏ, ଦିଗ୍‌ଦର୍ଶନ ଦିଏ ଓ ଏଥି ସହିତ ମୌଳିକ ପରିଚୟ ଦେଇଥାଏ । ତେଣୁ ପିଲାମାନଙ୍କ ସାହିତ୍ୟ ଅବହେଳିତ ହେବା କଥା ନୁହେଁ । ଓଡିଶାରେ ପିଲାଙ୍କ ସାହିତ୍ୟର କିପରି ଉନ୍ନତି ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହି…

ସରଳ କବିତା

(ଭାବାନୁବାଦ - ପ୍ରଶାନ୍ତ କୁମାର ଦାଶ) ଦିନେ ମୁଁ ଲେଖିଲି, ଏକ ସରଳ କବିତା। ବିଜ୍ଞାନୀ ଭାବିଲେ, ଏହା କେତେ ଜଟିଳ ! ଅଗୁଁଆର ପାଠକ କହିଲେ, ଭାରି ସହଜିଆ। ଏମିତି ........... କେହିବି ପଢିଲେନି ତାହାକୁ। କବିତାଟି ଏତେ ସହଜ ଥିଲାଯେ , ଶବ୍ଦରାଜି ମୋ ମୁହଁରେ ଝଲସି…

ସୋମବାରେ କରୁଛି ମୁଁ ଶିବ ଦର୍ଶନ…

ସୋମବାରେ କରୁଛି ମୁଁ ଶିବ ଦର୍ଶନ... ସନ୍ତୋଷ ମିଶ୍ର ସୋମବାରେ କରୁଅଛି ଶିବ ଦର୍ଶନ ମୋ ହୃଦୟେ ଦେଇଛି ମୁଁ ଶିବଙ୍କୁ ସ୍ଥାନ, କଲେ ଭକ୍ତି ମିଳେ ଶକ୍ତି ପ୍ରଫୁଲ୍ଲ ମନ ସୋମବାରେ କରୁଅଛି ଶିବ ଦର୍ଶନ ..(୦) ଗଙ୍ଗାଜଳ ବେଲପତ୍ର କରୁଛି ଅର୍ପଣ କ୍ଷୀର ଢାଳେ ଶିବ ଲିଙ୍ଗେ ମହାଦେବ ଘେନ,…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ…

ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ... ସନ୍ତୋଷ ମିଶ୍ର ପତିତ ଜନଙ୍କ ଉଦ୍ଧାର ପାଇଁ କି ପତିତପାବନ ହେଲ, ପତିତ ଦର୍ଶନ ଦେବା ପାଇଁ ପ୍ରଭୁ ରଥଯାତ୍ରା କରିଥିଲ, ଯେବେ ଥିବି ଯଦି ଆର ବର୍ଷକୁ ପ୍ରଭୁ ଦର୍ଶନ କରିବି ତୁମକୁ ...(୦) ବଡ଼ ଦେଉଳରେ ରତନ ବେଦିରେ ବସି ଥାଅ ସବୁ ଦିନ,…

ମହାବାହୁଙ୍କୁ ଚିଠି…

ମହାବାହୁଙ୍କୁ ଚିଠି ଶ୍ୱେତା ରାଉତ ହେ'ମହାବାହୁ, ତୁମେ କେବେ ପଚାରିନ ସେ କେମିତିଅଛି କେଉଁ ପ୍ରାବଲ୍ୟତାକୁ ନେଇ ବଞ୍ଚିଛି କେବେ ଦେଖିନାହଁ ଜୀବନର ବାସ୍ତବ ସ୍ୱରୂପ ଖୋଜି ଖୋଜି ସେ କେମିତି ବନ୍ଦୀ ହୋଇଯାଇଛି ତମସାଚ୍ଛନ ମାୟା ସଂସାରରେ ! ପାରିବ ଯଦି ତୁମ ଦେବତ୍ବର ଦିବ୍ୟ  ଦୃଷ୍ଟି…

ଶୂନ୍ୟ ସହୋଦର

ଶୂନ୍ୟ ସହୋଦର ତାରକ ମହାନ୍ତି ହଜାର ହଜାର ବର୍ଷର ଗୋଟେ ଦୃଢ଼ ବିଶ୍ୱାସ କ'ଣ ଭାଙ୍ଗିପାରେ! ପରମ୍ପରାର ପ୍ରାଚୀରକୁ ଭାଙ୍ଗି ନୂଆ ଇତିହାସ ଲେଖିବା କ'ଣ ସହଜ ଯାହା ଲେଖି ହୋଇଯାଇଛି ରକ୍ତରେ ଭବିଷ୍ୟତର ଧମନୀ ଭିତରେ ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ। ଦୁର୍ବୋଧ୍ୟ ହେଲେ ବି…

ଉନ୍ମୋଚିତ ହେଲା ରାଜ୍ୟପାଳଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି ।  ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ରାଜଭବନ ପରିସରରେ…

କେମିତି ପାଇବି ପ୍ରଭୁ ଦର୍ଶନ…

କେମିତି ପାଇବି ପ୍ରଭୁ ଦର୍ଶନ... ସନ୍ତୋଷ ମିଶ୍ର ଝିପିଝିପି ବରଷାରେ ରଥ ମୁଁ ଭିଡ଼ିବି, ଭାବିଥିଲି ବାହୁଡାକୁ ଶ୍ରୀକ୍ଷେତ୍ରକୁ ଯିବି, ନନ୍ଦିଘୋଷେ ବସିଥିବ ମୋ ଚକାନାୟନ, ହେଲେ ଆଜି ସବୁକିଛି ମୋ ପାଇଁ ସପନ, କେମିତି ପାଇବି ପ୍ରଭୁ ଦରଶନ ...(୦) ମେଘ ଆସେ ବର୍ଷା ନେଇ ଭିଜେ ବଡଦାଣ୍ଡ,…

ବଡଦାଣ୍ଡ ମୋତେ ମନା ରେ କାଳିଆ…

ବଡଦାଣ୍ଡ ମୋତେ ମନା ରେ କାଳିଆ... ସନ୍ତୋଷ କୁମାର ମିଶ୍ର ବଡଦାଣ୍ଡ ମୋତେ ମନା ରେ କାଳିଆ ବଡ଼ଦାଣ୍ଡ ମୋତେ ମନା ମନ ବଡ଼ଦାଣ୍ଡ ଖୋଲି ମୁଁ ଦେଇଛି ହୃଦୟେ ବସିବୁ ଆ.. ରେ କାଳିଆ ହୃଦୟେ ବସିବୁ ଆ....(0) ପହଣ୍ଡି ବିଜେ ରେ ସେବାୟତ ମେଳେ ଆସିଲୁ ତୁ…

ଭିଜୁଛି ବର୍ଷାରେ, ତମ ସ୍ମୃତିରେ…

ଭିଜୁଛି ବର୍ଷାରେ, ତମ ସ୍ମୃତିରେ... ଅନୁପ ରଂଜନ ଧନୀ କେବେ ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଅବର୍ଣ୍ଣନୀୟ, ତ କେବେ ପୁଣି, ପ୍ରିୟା ବିରହର ବୁକୁ ଚିରା ଲୁହ। କେବେ ତୁମେ ଶୁଷ୍କ ଧରା ସବୁଜିମାର ହସ, ତ କେବେ ପୁଣି, ସବୁ କିଛି ପାଇଯିବାର ଗାଢ଼ା ବିଶ୍ବାସ। କେବେ ତୁମେ ବନ୍ୟା…