Latest Odisha News

BREAKING NEWS

Browsing Category

ସାହିତ୍ୟ

ସ୍ପର୍ଶ : ଏକ ପ୍ରେମ କାହାଣୀ

ଭାସ୍ୱତୀ ବସୁ                                                                      ସିତାରର ତାର ଛୁଇଁ ମୂର୍ଚ୍ଛନା ସୃଷ୍ଟି କଲା ଭଳି କବୀରର ଆଙ୍ଗୁଠି ଛୁଁ ଥିଲା ପାରମିତାର ମଥା ଆଉ କପାଳ। ଆଃ ରିଅଲ ଶିଳ୍ପୀ ତ... ଆବେଶରେ ଆଖି ବନ୍ଦ କରି ଉପଭୋଗ କରୁଥାଏ ପାରମିତା। କେଶ…

ହିଞ୍ଜଡ଼ା

ସୁପ୍ରିୟା ପଣ୍ଡା            ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ  ଆସେ  ନାହିଁ। ଦିନ ସାରା ଫାଇଲ ଚାଷ କରି  , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ  ସମୁଦ୍ର। ସେଇ…

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ କାହା ଅପେକ୍ଷାରେ ଅୟୁତବର୍ଷର ନିଦ ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ ଯାହା ପାଖରେ ନିଜ ପାଇଁ ନଥାଏ ସମୟ ସେ ବି ଶୋଇପାରେ ନିଦରେ, ଲା-ପରବାଏ କିଏ ଏଠି ଜମା କରିଥିଲା ଜୀବନ ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ ଏତେ ଲମ୍ୱା ତା…

ଓଡିଆତ୍ୱ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ ତାକୁ ଆଉ କିଛି କୁହନି ସେ ସହିବାକୁ ଜାଣେ ଦୁର୍ଭିକ୍ଷ, ମହାମାରୀ,ଅତ୍ୟାଚାର ଅନ୍ଧାରୀ ଗୁମ୍ଫା ଭିତରେ ଆଲୁଅ ଖୋଜିବା ର କଳା ଜାଣେ ସ୍ୱପ୍ନହୀନ ଜୀବନକୁ ରଙ୍ଗେଇ ଦେବାର ଅଦମ୍ୟ ସାହସ ରଖେ । ଯଦି ବିଶ୍ୱାସ ନାହିଁ ଇତିହାସର କଳେବର ଝୁଣି ଦିଅ ତା…

କରୋନା : ଏକ ପ୍ରେମ କବିତା

ମନୋଜ ରଥ ମୁଁ ନିଆଁ ହୁଏଁ କି ଜହ୍ନ ଏକୁଟିଆ ଜଳେଁ କେବେ ଛାତି ରେ କେବେ ରାତିରେ l ମୋର ସବୁ ସମାପ୍ତି ରେ ତମେ ପୁନଃ ଆରଂଭ ମୋର ସବୁ ଅପ୍ରାପ୍ତି ରେ ତମେ ପୁନଃ ପ୍ରାରମ୍ଭ l ଚଳ ପ୍ରଚଳ ପୃଥ୍ୱୀରୁ ଆଜି ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ ବିଚାରକ ନିଜେ ଇ ବଂଦୀ ନିଜ…

ଅବୁଦ୍ଧ ଗୌତମ

କାହା ଡାକରେ ଉଚ୍ଚାଟ ହେଉଛି ମନ ବେଳକୁ ବେଳ, ଥରକୁ ଥର ଭାଙ୍ଗି ଯାଉଛି ସଂକଳ୍ପ ସଂଯମତାର କଠୋର ବ୍ରତ । ଅନୁଭବ କରିପାରୁଚି ଏବେ ମୁଁ ମୋ ଆଖିର ଆଢୁଆଳେ କେଉଁଠି ବର୍ଷା ହେଉଚି ! ସାମ୍ନାରେ ଠିଆ ହୋଇଚି କିଏ ଜଣେ ପ୍ରଶ୍ନମାନଙ୍କର ସମାହିତ ଛାୟା ଯଶୋଧାରା, ଗୌତମୀ, ଗୋପା କି…

ନୃତ୍ୟରତା ବର୍ଷା

ସୁସ୍ମିତା ମହାପାତ୍ର ସହରର ମାଳମାଳ ଆଟୋପ ଅଟ୍ଟାଳିକାରେ ଇନ୍ଦ୍ରଧନୁ କୋଳେ ଅବା ପାହାଡ଼ ଜଙ୍ଗଲ ଘେରା ମଫସଲ ମଥାନରେ ବାଳୁତ ଶିଶୁଙ୍କ ମେଳେ ଅନାହାର ମୃତ୍ୟୁ ବେଳେ, ନୃତ୍ୟରତା ସିଏ କାଳେକାଳେ । ଆଷାଢ଼ର ଆଲିଙ୍ଗନେ ଆଉ ଶ୍ରାବଣର ସାନିଧ୍ୟରେ ମଜ୍ଜି ବିଭୋର ପଣରେ ନାଚୁଥାଏ…

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ 'ତପସ୍ୱିନୀ', 'ପଦ୍ମ', 'ଉଠ କଙ୍କାଳ' କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ' ଚୈତ୍ର ମଙ୍ଗଳବାର ଓଷା', 'ହରିବଂଶ…

ଧର୍ମପଦ ସମ୍ମାନ ପାଇଲେ ୭ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର: ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗରେ ପ୍ରାୟ ୭ ଜଣ ବରିଷ୍ଠ ଶିଳ୍ପୀଙ୍କୁ ସେମାନଙ୍କର ଆଜୀବନ ସାଧନାର ପ୍ରତୀକ ସ୍ୱରୂପ ଧର୍ମପଦ ପୁରସ୍କାର ଦିଆଯାଇଛି । ୨୦୦୯ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ବିଚାରକୁ ନିଆଯାଇ ଏକାଡେମୀର ସବୋର୍ଚ୍ଚ…

ଅନୁବାଦକ ଗଣେଶ୍ୱର ମିଶ୍ର : ଜାହାନାରା ଆତ୍ମକାହାଣୀରୁ ହେଲେନ୍ କେଲର୍

ଏବେ ଅନୁବାଦ, ଗଳ୍ପ, କବିତା, ନାଟକ ଓ ଉପନ୍ୟାସ ଭଳି ସର୍ଜନଶୀଳ ସାହିତ୍ୟର ମର୍ଯ୍ୟାଦା ଲାଭ କରିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ବିଭାଗ ରୂପେ ଗୃହୀତ ହୋଇ ସାରିଲାଣି । ସମାଲୋଚକମାନଙ୍କ ମତରେ ଅନୁବାଦ ହେଉଛି ଝରକା ସଦୃଶ ଯଦ୍ଦ୍ୱାରା ବାହାରଜଗତର ଦୃଶ୍ୟ-ଜୀବନ ଓ…