Latest Odisha News

BREAKING NEWS

Browsing Category

ସାହିତ୍ୟ

ଲେଖକ ଗଣେଶ୍ୱର ମିଶ୍ରଙ୍କ ସଂଗୃହିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର: ପ୍ରଥିତଯଶା ଲେଖକ ଗଣେଶ୍ୱର ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଅବରସରେ ଶୁକ୍ରବାର ଦିନ ତାଙ୍କର ସଂଗୃହିିତ ସାହିତ୍ୟ କୃତିର ୪ର୍ଥ ସଂସ୍କରଣ ଉନ୍ମୋଚିତ ହୋଇଛି । ରାଜଧାନୀର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସତୀର୍ଥ’ ପକ୍ଷରୁ ୟୁନିଟ ୯ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ଏକ…

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର

କବିତାର ଏକ ଶବ୍ଦ ବନାମ ଅନେକ ଅର୍ଥ ଓ ଅର୍ଥାନ୍ତର କେଦାର ମିଶ୍ର ଯାହା ସହଜରେ ବୁଝି ହୋଇଯାଏ ତାହା ସବୁବେଳେ କବିତା ହୁଏ ନାହିଁ । କବିତା ବେଳେବେଳେ ସନ୍ଧ୍ୟାର ରାଗ ପରି । ଅନେକାଂଶରେ ଝାପ୍ସା ଝାପ୍ସା । ଟିକିଏ ଛାଇ ଓ ଆଲୁଅର ମିଶାମିଶି ଅନୁଭବ । ସେଠି ଯାହା ଦିଶେ, ତାହା ଦୃଶ୍ୟ ନୁହେଁ ।…

ଉଡାଣ

ଉଡାଣ ବେବିନା ରଥ ନିଜେ ନିଜକୁ ବାନ୍ଧିଥାଏ ବୋଲି ତ ଉଡି ପାରେନା । ଯେତେବେଳେ ଜହ୍ନ ଯାଇଥାଏ ତା ମାମୁଁଘରକୁ ତାରାମାନେ ଘୁମେଇଁ ପଡିଥାନ୍ତି ମେଘ ଉହାଡରେ ସେତେବେଳେ ମୁଁ ଆକାଶ ସହିତ କଥା ହୁଏ ଆକାଶ ପଚାରେ ଉଡିବୁ? ମୁଁ କିଛି କହେନି । ନିଜଠୁଁ ଫିଟିଲେ ତ ଉଡିବି! ବିନା…

ଝିଅ ହେଇଚି !

ଝିଅ ହେଇଚି ! ପଲ୍ଲବୀ ପୂଜାପଣ୍ଡା ଲେବର ରୁମରୁ ବାହାରି ଲେଡି ଡକ୍ଟର ବିଷ୍ଣୁପ୍ରିୟା ମହାନ୍ତି, "ମିଶ୍ରବାବୁ...!" ରିସେପସନ୍ ଆଡୁ ଚାଲୁଚାଲୁ  ଶାନ୍ତିଲତା ମାଡ଼ମ୍, "ପ୍ରକାଶ...!" ସେପଟୁ ନର୍ସ ମନିଦିଦି ବି ତାଳ ଦେଇ, "ପିକୁରେ...!" ତ୍ରିଦେବୀ ମିଳିତ ହେଲେ ପ୍ରକାଶ ଢେରାଦେଇ…

ଜହ୍ନରାତି

ଜହ୍ନରାତି ଶ୍ରୁତିଶିଖା ମହାପାତ୍ର ଜହ୍ନ ଆସିବାର ଖବର କେମିତି କେଜାଣି ମୋ ପାଖରେ ପହଂଚିଯାଏ ରାତିର ଆଡମ୍ବର ସହିତ ଗୋଲ ଜହ୍ନ ଆସେ, ମୁଁ ନିରବରେ ମୋ ଆସ୍ଥାନ ଖୋଜିଲାବେଳେ ଓଃ... ମୋ ଚାରିପଟେ କେତେ କୋଳାହଳ, ଜହ୍ନରାତିକୁ ଦେଖି ଛାତିକୁ ଓହ୍ଲାଇ ଆଣେ ସାଇତିଥିବା…

ବାଟ

ବାଟ ସିତାଂଶୁ ଲେଙ୍କା ଗୋଟେ କବିତା ଜନ୍ମଦିଅ ଏ ମାଟିକୁ, ପୁରୁଷ ପୁରୁଷ ଧରି ପୁରୁଷାର୍ଥକୁ ଜିଏଁଇ ରଖ । ଯେମିତିକି ପୋଷେ ଆଲୁଅର ସନ୍ଧାନରେ ବାହାରିଯିବେ ଦଳେ ମଣିଷ ଯେମିତିକି ସବୁ ସଜବାଜକୁ ଭୁଲି ବିହ୍ୱଳପଣରେ ଠିଆ ହେଇଯିବେ ପ୍ରେମିକା । ସୋରିଷ ଫୁଲର କ୍ଷେତରୁ ତଟସ୍ଥ…

ଘନହୋଇଯାଏ ଅନ୍ଧାର

ଘନହୋଇଯାଏ ଅନ୍ଧାର ଦାଶ ବେନହୁର ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ । ହଁ ହଁ…

ସାରା ରାତି ବର୍ଷା ହେବାବେଳେ

ସାରା ରାତି ବର୍ଷା ହେବାବେଳେ ସରୋଜିନୀ ଶଙ୍ଖୁଆ କାଲି ସାରା ରାତି ବର୍ଷା ହେଲାବେଳେ ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ ସେ ଇଡି ଯାଉଥିଲା ମୋ ଅସହାୟତାର ଚଟାଣ ଉପରେ। ତମେ ଦେଇନଥିବା କିଛି ଯନ୍ତ୍ରଣାକୁ ମୁଁ ଭୋଗୁଥାଏ…

ଜନ୍ମଦିନ

ଜନ୍ମଦିନ ମୌସୁମୀ ଦାସ କ୍ରମଶଃ ସରିସରି ଯାଉଥିବା ଜୀବନ, ସେର ମାଣ ହିସାବର କୋହ, ଲୁହ, ଉପେକ୍ଷା ହାରଜିତର ଚଟା ଖେଳ ଦୁଃସମୟର କୁହୁଡ଼ି ଅସହାୟ ଅବସୋସ । ପୁଣି ସରିଗଲା ଆଉ ଏକ ବର୍ଷ ତିନିଶହ ପଞ୍ଚଷଠି ଦିନ ତିନିଶହ ପଞ୍ଚଷଠି ରାତି ଝରିଗଲା ଆୟୁଷର ଝରାବାଲି ମୁଠାବନ୍ଦ…

ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୦ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ଯୁବ ପୁରସ୍କାର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ! ଜାତୀୟ ସମ୍ବାଦପତ୍ର 'ଦ ହିନ୍ଦୁ'ରେ ପ୍ରକାଶିତ ଏକ ଖବର ଅନୁଯାୟୀ ୨୪ଟି ଭାରତୀୟ ଭାଷାର ଲେଖକ ଓ ପ୍ରକାଶକମାନଙ୍କଠାରୁ ୨୦୨୦ ମସିହାର ଯୁବ ପୁରସ୍କାର ପାଇଁ ଆବେଦନ ଗ୍ରହଣ…