Latest Odisha News

BREAKING NEWS

Browsing Category

ସାହିତ୍ୟ

ନିଜ ପାଇଁ ନାନାବାୟା

ନିଜ ପାଇଁ ନାନାବାୟା ରତ୍ନମାଳା ସ୍ୱାଇଁ ଆଜି ରାତିରେ ଇଚ୍ଛାହଉଚି ଚାଲିଯିବାକୁ ତୋ ପାଖକୁ । କୁନିଛୁଆଟିଏ ପରି ଜାକିଜୁକି ହେଇ ଶୋଇ ପଡ଼ିବାକୁ ତୋରି କୋଳରେ । ଆଜି ରାତିରେ ଲୋଡ଼ାପଡ଼ୁଚି ପିଠିଥାପୁଡ଼ା ଧୋ’ରେ ବାଇଆ ଗୀତ ଜହ୍ନମାମୁଁର ଛାଇ ମାମୁଁଘର ଗାଁ ଅଙ୍କାବଙ୍କା ନଈ ।…

ଡର

ଡର ଆଶିଷ କୁମାର ମିଶ୍ର ତତେ ଯାହା ଦେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଲାଗୁଛି ନିଜକୁ ହିଁ ଦେଲି ! ତୋ ଲୁହ ମୋ ଆଖିରେ ପଶୁଛି ଦରଜ ତୋ ପଶୁଛି ଛାତିରେ, ହସ ମଳିଚିଆ ଓଠରେ ଏମିତିକି ବେଳେବେଳେ କେବଳ ଭାବୁଛି ନିଜକଥା ନିଜକୁ ହିଁ ଭଲପାଇ ବସୁଛି। ଗଢୁଛି ତୋର ମୂର୍ତ୍ତିଟିଏ ତ ସେ…

ଛୁଇଁଯାଉଥିଲା…

ଛୁଇଁଯାଉଥିଲା... ପ୍ରୀତି ପ୍ରତୀକ୍ଷା ବେଦନାସିକ୍ତ ଜୀବନ ଭିତରେ କାହାରି ନା କାହାରି ଟିକିଏ ଭଲପାଇବା, ଟିକିଏ ପ୍ରେମ, ଟିକିଏ ସ୍ନେହ, ପ୍ରଗାଢ ମୋହରେ ବୁଣିଦେଉଥିଲା ବଂଚିବାର ରାହାଟିଏ ! ଉଜୁଡ଼ା କ୍ଷେତରେ ସଜଡା ଫସଲ ଦୂରତାର ବିଡମ୍ବନା... ସଂପର୍କର ବିଶ୍ୱାସସବୁ ଧୋକା…

ଉଡ଼ିଯାଉଥିବା ଦଳେ ଚଢେ଼ଇ

ଉଡ଼ିଯାଉଥିବା ଦଳେ ଚଢେ଼ଇ ଗାୟତ୍ରୀ ସରାଫ୍‍ କେତେବେଳେ ଆସିବ? ଆଉ କେତେବାଟ ରହିଲା ଯେ? ମନକୁ ମନ ପଚାରୁଥାଏ । ମତେ ଭାରି ଉଚ୍ଛନ୍ନ ଲାଗୁଥାଏ । କୋରାପୁଟ ଯିବା ଏଇ ମୋର ପ୍ରଥମ ତ । ଅନେକ ଶୁଣିଛି ଓ ପଢ଼ିଛି ଏଇ ସହର ବିଷୟରେ । ତା’ର ପ୍ରକୃତି, ଘନଘୋର ଜଙ୍ଗଲ ଓ ତା’ର ସରଳ, ସୁନ୍ଦର…

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା

ଆମର ଗପ ବିଷୟରେ କିଛି ଛୋଟ ଛୋଟ କଥା କେଦାର ମିଶ୍ର ଗପ ହେଉଛି ସେଇଟା ଯାହା କେବେ ସରେ ନାହିଁ । ଭାରତୀୟ ଜୀବନରେ ଗପର ଅବଧାରଣାଟିଏ ଏମିତି । ଗପ ହୁଏତ ଆରମ୍ଭ ହୋଇପାରେ । ହେଲେ ଏହାର ସମାପ୍ତି ବା ପରିଣତି ନାହିଁ । ଗପଟି ଯୋଉଠି ସରିଗଲା ପରି ଲାଗେ, ଠିକ୍ ସେଇଠୁ ନୂଆ ଗପଟିଏ ଆରମ୍ଭ ହୁଏ…

ବର୍ଣ୍ଣବୋଧ ପୋଡ଼ି ଘଟଣା: ଅଭିଯୁକ୍ତ ସାକେତ୍‍ ଶ୍ରୀଭୂଷଣ ସାହୁ ଗିରଫ୍‍

ଭୁବନେଶ୍ୱର: ରାଜ୍ୟବ୍ୟାପି ବିରୋଧ ଓ ପ୍ରତିକ୍ରିୟା ପରେ ଶେଷରେ ‘ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି’ ଘଟଣାରେ ସାକେତ୍‍ ଶ୍ରୀଭୂଷଣ ସାହୁଙ୍କୁ ଗିରଫ କରିଛି ମେଲ୍‍ଛାମୁଣ୍ଡା ପୋଲିସ୍‍ । ଲୋକକବି ହଳଧର ନାଗଙ୍କୁ ଏହି ବିବାଦରେ ଛନ୍ଦି ଦିଆଯାଇ ଥିବାରୁ ସେ ଗତକାଲି ରାତିରେ ମେଲଛାମୁଣ୍ଡା ଥାନାରେ…

ନିଆଁରେ ବର୍ଣ୍ଣବୋଧ: ଫେସବୁକରେ ତାତି

ଯେତେବେଳେ ଦୀର୍ଘ ବର୍ଷର ଦାବି, ଆନ୍ଦୋଳନ, ବାକ୍‍ବିତଣ୍ଡା, ଅନଶନ, କଳାପତାକା ଅଭିଯାନ ଓ ପ୍ରତୀକ୍ଷା ପରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଓଡ଼ିଆ ଭାଷାର ସରକାରୀ-ବ୍ୟବହାର ଆଇନ୍‍ ଉପରେ ମୋହର ମାରୁଛନ୍ତି, ଠିକ୍‍ ସେତିକିବେଳେ ଓଡ଼ିଆ ଭାଷା-ସାହିତ୍ୟର ଆଦି-ବେଦ ଭାବେ ପରିଚିତ ‘ଛବିଳ ମଧୁ…

ସାଇମା

ସାଇମା ସଂଘମିତ୍ରା ରଥ ପାହାଡ଼ ତଳର ଗୋଟେ ଗାଁ ! ନୂଆନୂଆ ନିଶ ଉଠୁଥିବା ନାଦିରର କାମ ଥିଲା ଘୋଡ଼ାରେ ପର୍ଯ୍ୟଟକଙ୍କୁ ନେଇ ପାହାଡ଼ ଉପରେ ବୁଲାଇବା । ବିଭିନ୍ନ ଉପତ୍ୟକା, ଜଳପ୍ରପାତ, ହ୍ରଦ ଆଦି ଦେଖେଇ ପର୍ଯ୍ୟଟକଙ୍କୁ ସନ୍ତୁଷ୍ଟ କରିବା । ଏଇ ଛୋଟିଆ ପାହାଡ଼ିଆ ପର୍ଯ୍ୟଟନସ୍ଥଳୀରେ ବର୍ଷସାରା…

ତାପମାତ୍ରା

ତାପମାତ୍ରା ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ସାଙ୍ଗସାଥୀ ସମସ୍ତେ ବାହା ହେଇ ସାରିଥିଲେ । ଖାଲି ଯାହା ସେ ବାକି ଥିଲା । ଦେଖା ଚାହାଁ ହେଉ କି ଫୋନରେ ଚିହ୍ନାପର୍ଚ ଲୋକ ତାକୁ କେବଳ ଏଇ ପ୍ରଶ୍ନ ହିଁ ପଚାରୁଥିଲେ । କେବେ ବାହା ହେଉଛ? ବୟସ କଣ ବସିକି ଅଛି ? ନା କାହା ସହିତ ଆଫେୟାର୍ସ ଅଛି…

ଅଧା ଆକାଶର ଈଶ୍ୱରୀ

ଅଧା ଆକାଶର ଈଶ୍ୱରୀ ପ୍ରଜ୍ଞାଶ୍ରୀ ରଥ ମୋର ଇଚ୍ଛା ଇଚ୍ଛାମୟ! ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ... ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ ଫିକା ଆକାଶର ନୀଳକପାଳ ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା ଖାସ୍‍ ତମ ପାଇଁ ଆଙ୍କିବାକୁ ଦିଗ୍‍ବଳୟର ଭ୍ରୂଲତା... ସବୁ…