Latest Odisha News

BREAKING NEWS

Browsing Category

ସାହିତ୍ୟ

ଘନହୋଇଯାଏ ଅନ୍ଧାର

ଘନହୋଇଯାଏ ଅନ୍ଧାର ଦାଶ ବେନହୁର ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ । ହଁ ହଁ…

ସାରା ରାତି ବର୍ଷା ହେବାବେଳେ

ସାରା ରାତି ବର୍ଷା ହେବାବେଳେ ସରୋଜିନୀ ଶଙ୍ଖୁଆ କାଲି ସାରା ରାତି ବର୍ଷା ହେଲାବେଳେ ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ ସେ ଇଡି ଯାଉଥିଲା ମୋ ଅସହାୟତାର ଚଟାଣ ଉପରେ। ତମେ ଦେଇନଥିବା କିଛି ଯନ୍ତ୍ରଣାକୁ ମୁଁ ଭୋଗୁଥାଏ…

ଜନ୍ମଦିନ

ଜନ୍ମଦିନ ମୌସୁମୀ ଦାସ କ୍ରମଶଃ ସରିସରି ଯାଉଥିବା ଜୀବନ, ସେର ମାଣ ହିସାବର କୋହ, ଲୁହ, ଉପେକ୍ଷା ହାରଜିତର ଚଟା ଖେଳ ଦୁଃସମୟର କୁହୁଡ଼ି ଅସହାୟ ଅବସୋସ । ପୁଣି ସରିଗଲା ଆଉ ଏକ ବର୍ଷ ତିନିଶହ ପଞ୍ଚଷଠି ଦିନ ତିନିଶହ ପଞ୍ଚଷଠି ରାତି ଝରିଗଲା ଆୟୁଷର ଝରାବାଲି ମୁଠାବନ୍ଦ…

ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୦ ପାଇଁ ଆବେଦନ ଗ୍ରହଣ

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ଯୁବ ପୁରସ୍କାର ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ! ଜାତୀୟ ସମ୍ବାଦପତ୍ର 'ଦ ହିନ୍ଦୁ'ରେ ପ୍ରକାଶିତ ଏକ ଖବର ଅନୁଯାୟୀ ୨୪ଟି ଭାରତୀୟ ଭାଷାର ଲେଖକ ଓ ପ୍ରକାଶକମାନଙ୍କଠାରୁ ୨୦୨୦ ମସିହାର ଯୁବ ପୁରସ୍କାର ପାଇଁ ଆବେଦନ ଗ୍ରହଣ…

ସତରେ କଣ କବିତା କେବେହେଲେ ଲେଖା ସରିଛି?

ସତରେ କଣ କବିତା କେବେହେଲେ ଲେଖା ସରିଛି? ପ୍ରହଲ୍ଲାଦ ଶତପଥୀ “ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ । ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତରେ…

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

ପୁରୁଷ କାଉର ବସା

ପୁରୁଷ କାଉର ବସା ଶଶାଙ୍କ ପ୍ରିୟସଖା ପତ୍ନୀ କହିଲେ: ବୁଝିଲ, ମୋତେ ମୃତ୍ୟୁଦଣ୍ଡ ଦେଲେବି ମୁଁ ସ୍ୱୀକାର କରିବି । ହେଲେ ମୁଁ ଗୋଟେ ସାଂଘାତିକ ଭୁଲ କରିଦେଇଛି । : କ’ଣ ଖୋଲିକରି କୁହ । : ମୁଁ ପୁଣି ଥରେ ଗର୍ଭବତୀ । ମୋ’ର ବିଚଳିତ ହବାର ଅନେକ କାରଣ ଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ…

ଖରାକୁ ପଛ କରିଥିବା ଜଣେ ଲୋକ

ଖରାକୁ ପଛ କରିଥିବା ଜଣେ ଲୋକ ଯାଦବେନ୍ଦ୍ର ସାହା ଖଏନୁ ରଣାଙ୍କୁ ଜାଣନ୍ତି ! ମୁଁ ଜାଣେ ପରା ହୁଏତ, ଆପଣ ଜାଣି ନ ଥିବେ । ଦି’ ଦିନ ତଳେ ନିର୍ଘାତିଆ ଖରାରେ ତାକୁ, ଖରାକୁ ପଛ କରିଥିବାର ଦେଖିଲି ! ପେଟ ଭିତରେ ଦପଦପ୍ ଜ୍ୱାଳା ପାଇଁ ନିଆଁ ସହ ଯୁଦ୍ଧ କରିବା ଦେଖିଲି ଅନ୍ୟର…

କ୍ଷତକୁ ଭରିଦେବାର ସାମର୍ଥ୍ୟ କବିତାର ଅଛି: ପ୍ରବାସିନୀ ମହାକୁଡ଼

ପ୍ରବାସିନୀ ମହାକୁଡ଼ ସମକାଳୀନ ଓଡ଼ିଆ କବିତାର ଅନ୍ୟତମ ସମୃୃଦ୍ଧ ସ୍ୱର । ୨୪ ନଭେମ୍ବର ୧୯୫୭ରେ କଳାହାଣ୍ଡି ଜିଲ୍ଲାର କୋକସରାଠାରେ ଜନ୍ମ । ମୁହୂର୍ତ୍ତ ମୁହୂର୍ତ୍ତ, ଆଧାରଶିଳା, ପରମା, ଧାଡ଼ିଏ ଶିମିଳି ଫୁଲ ଓ ଅନ୍ୟାନ୍ୟ କବିତା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ), ଜିପ୍ସୀ ଝିଅ,…

ବାଣୀବିହାରରେ ବର୍ଷା

ବାଣୀବିହାରରେ ବର୍ଷା ଶତ୍ରୁଜିତ୍ ସେ ଯେଉଁ ଯୁଗଳ ସେଠି ଭିଜୁଛନ୍ତି ଝର ଝର ବର୍ଷାର ଜଳରେ ସେ ଯେଉଁ ଯୁଗଳ ସେଠି ଛପିଛନ୍ତି ରଙ୍ଗୀନ ସେ ଛତାର ତଳରେ ସେ କିବା ପାଗଳ ସେଠି ସନ୍ତର୍ପଣେ ଭସାଉଛି କାଗଜର ଡଙ୍ଗା ସେମାନେ କି ଜାଣିଛନ୍ତିି ଏ ମାଟିରେ ବର୍ଷା ମଧ୍ୟ ପାଲଟଇ ଗଙ୍ଗା । ଏ ଏମିତି…