Latest Odisha News

BREAKING NEWS

Browsing Category

ସାହିତ୍ୟ

କଲ୍‍ଗାର୍ଲ

କଲ୍‍ଗାର୍ଲ ଭରତ ବେହେରା ଓଦା ଥିଲା ଆଧାର ଥାପିବା କ୍ଷଣି ପାଦ ଥଲଥଲ ହେଉଥିଲା ଗତି ମୁଣ୍ଡାମୁଣ୍ଡି ବରାବର ବାଟବଣା ବୟସର କଲ୍‍ଗାର୍ଲର କୋମଳ ତଳିପା । ସେମାନଙ୍କ ତଳିପା ତଳର ମାଟି ହୋଇପାରିନାହିଁ ଏକାନ୍ତ ନିଜର ମଥାନ ତଳର ମୁହଁମାନେ ଦିଶନ୍ତିନି ନିବିଡ଼ ନିବିଷ୍ଟ ।…

କବିତା ହାତରେ ଲଣ୍ଠନଟିଏ ଧରି ସତେକି ମୋ ଆଗେଆଗେ ଯାଉଛି : ସୁଚେତା ମିଶ୍ର

ଓଡ଼ିଆ କବିତାର ଅନ୍ୟତମ ପ୍ରଖର ନାରୀସ୍ୱର ସୁଚେତା ମିଶ୍ର । ୧୪ ନଭେମ୍ବର ୧୯୬୫ରେ ବ୍ରହ୍ମପୁର, ଗଂଜାମରେ ତାଙ୍କର ଜନ୍ମ । ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ବି.ଏଡ୍‍. ଶିକ୍ଷାପ୍ରାପ୍ତ । ପୂର୍ବରାଗ, ଶିଲାଲିପି, ଉତ୍ତରପକ୍ଷ, ଖୁଉବ ପାଖରେ, ନିଜନିଜ କୁରୁକ୍ଷେତ୍ର, ପ୍ରତିଘାତ, ଶବ୍ଦମାନେ ମୋର,…

‘ଟାଇମ୍‍ପାସ୍‍’ର ବିଶ୍ୱ ପୁସ୍ତକ ଦିବସ ପାଳନ : ୧୬ଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଜଣେ ସଚ୍ଚା କବିର ନିର୍ଦ୍ଦିଷ୍ଟ କୌଣସି ପଥ କି ଆଦର୍ଶ ନଥାଏ । ଯେଉଁବାଟରେ ସେ ଚାଲେ, ସେଇ ବାଟର ସେ ପଥିକ । ତେଣୁ ଜଣେ କବି ଏକାଧାରରେ ପ୍ରେମିକ, ବିଦ୍ରୋହୀ ଓ ସନ୍ନ୍ୟାସୀ ହେବାକୁ ବାଧ୍ୟ । ବିଶ୍ୱ ପୁସ୍ତକ ଦିବସ ଅବସରରେ ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ‘ବହି ବିଷୁବ’…

କଥିତ ଭାଷାଠାରୁ ଉପନ୍ୟାସର ଭାଷା ନିଶ୍ଚୟ ଅଲଗା ହେବ : ମନୋଜ ଦାସ

ମନୋଜ ଦାସ (୧୯୩୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ବିଶ୍ୱକର୍ମା । ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖୁଥିବା ଏହି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ସାହିତ୍ୟର ପ୍ରାୟ ସବୁ ବିଭାଗରେ ସିଦ୍ଧ ଓ ସମୃଦ୍ଧ । ଗଳ୍ପ ସଂକଳନ: ଆରଣ୍ୟକ, ଶେଷ ବସନ୍ତର ଚିଠି, ଅବୋଲକରା କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ…

ସଚ୍ଚା କବି ଏକାଧାରରେ ପ୍ରେମିକ ପୁଣି ବିଦ୍ରୋହୀ ଏବଂ ସର୍ବୋପରି ସନ୍ୟାସୀ ହେବାକୁ ବାଧ୍ୟ : ପ୍ରଦୀପ ବିଶ୍ୱାଳ

ସମକାଳୀନ ଓଡ଼ିଆ କବିତାରେ କବି ପ୍ରଦୀପ ବିଶ୍ୱାଳ ଅନ୍ୟତମ ପ୍ରବୀଣ ଶିଳ୍ପୀ । ମୁକ୍ତ କଥନଭଙ୍ଗୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସଂବେଦନା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ କାବ୍ୟଗୁଣ । ‘ଧୂସର ଧ୍ରୁପଦୀ’, ‘ଭୂମିସ୍ପର୍ଶ’, ‘ଶେଷଲୋକ’, ‘ପ୍ରେମ କବିତା’ ଆଦି ଅନେକ କବିତା ସଂକଳନର…

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା…

ଗଜଲ୍‍: ସବୁ କଥା

ଗଜଲ୍‍: ସବୁ କଥା ନିଖିଳେଶ ମିଶ୍ର ତମେ କି ଭାବୁଚ ନିଦ ହେଇଗଲେ ସରିଯିବ ସବୁ କଥା? ନ କହିଲେ ଆଉ, ନ ଶୁଣିଲେ ଆଉ, ଲିଭିଯିବ ସବୁ କଥା? ଜାଳିଦେଇପାର ଚିଠି ଯେତେ ମୋର ଭୁଲିଯାଇପାର ମତେ, ତଥାପି କିଏ ତ କାନ ପାଖେ ତମ କହୁଥିବ ସବୁ କଥା ଫେରୁଥିବ ଯେବେ ଅଧରାତି ତମେ ନିଜକୁ କବର…

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’

ନବେ ବର୍ଷ ପରେ ଫେରୁଛି ‘ବାସନ୍ତୀ’ ପ୍ରାୟ ନବେ ବର୍ଷ ତଳେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଓଡିଆ ସାହିତ୍ୟର ‘ସବୁଜ ଯୁଗ’ରେ ୯ ଜଣ ଲେଖକଙ୍କ ଦ୍ୱାରା ଲେଖାଯାଇଥିବା ଓଡ଼ିଆ ଉପନ୍ୟାସ ‘ବାସନ୍ତୀ’ର ଇଂରାଜୀ ଅନୁବାଦ ଏବେଏବେ ପ୍ରକାଶ ପାଇଛି । ‘ବାସନ୍ତୀ: ରାଇଟିଙ୍ଗ ଦି ନିୟୁ ୱମେନ୍’…

ଗୋଟେ ସ୍ୱଚ୍ଛ ଜହ୍ନରାତି

ଗୋଟେ ସ୍ୱଚ୍ଛ ଜହ୍ନରାତି ବିଚିତ୍ର ବିଶ୍ୱାଳ ମୋ ପ୍ରେମିକାକୁ ଗୋଟେ ସ୍ୱଚ୍ଛ ଜହ୍ନ ରାତି ଲୋଡ଼ା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ । ହେଲେ ଆଜିର ତାରିଖରେ ସ୍ୱଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ? ସହରର ଚାରିଆଡେ଼ ତ ନିଅନ ଆଲୁଅର ରୋଷଣୀ । ଛାତ ଉପରୁ…

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ…