Latest Odisha News

BREAKING NEWS

Browsing Category

ସାହିତ୍ୟ

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ ଶିବାନନ୍ଦ ବନଛୋର ତୁମକୁ ଦେଖିଲା ପରେ ଓଲଟ ପାଲଟ ହୋଇଯାଏ ମୋ ଜୀବନର ଗଣିତ ନା ମିଶାଣ, ନା ଫେଡାଣ କିଛି ବି ସଠିକ ହୁଏନି ଜୀବନର ଅଙ୍କକଷାରେ । ତୁମକୁ ଦେଖିଲା ପରେ ଜୀବନର ଫିଜିକ୍ସରେ ଜାଣିପାରେନି ଫରକ ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ । ତୁମକୁ…

ଶୂନ୍ୟତା

ଶୂନ୍ୟତା ଆଶୁତୋଷ ପ୍ରସାଦ ମଲ୍ଲିକ କ'ଣ ହୋଇପାରେ ଏ ଶୂନ୍ୟତାର ପରିଭାଷା? ଗୋଟେ ସ୍କେଚ୍ ନଥିବାପଣର, ଛଳଛଳ କେଇ ପୃଷ୍ଠା ଲୁହର କବିତା, କି ଶୋଷରେ ଡହକୁଥିବା ମାଟିର ଆକୁଳତା? ତୁମେ ଜାଣନା ତୁମକୁ ଛୁଇଁ ଆସିଥିବା ଦମକାଏ ପବନରେ ମୁଁ ପାଦେ ପାଦେ ଦୂରେଇଯାଏ ସମୟଠୁଁ।…

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ…

ବୋଉ ପାଇଁ

ବୋଉ ପାଇଁ ହୃଷୀକେଶ ମଲ୍ଲିକ ଗୁଡ଼ିଆଣୀଠୁଁ ମୁଢ଼ି ଡବେ ପିଆଜି ଆଠ’ଣାର କିଣି ଆଖି ଠାରି ସେ ଦେଢ଼ିକି ଡାକେ କହେ: ନେ’, ଖାଇଦେ, ଡାଆଣା ଛୁଆ ଗଳିଯିବେ । ଆଉ କା’ର ସୁଖ, ଦୁଃଖରେ ତା’ର କି’ଯାଏ? ମୋ’ ଗୁହ, ମୂତ; ତା’ର ଗଂଗା-ପାଣି ମୋ’ ଘା’ ଘାଉଡ଼ ନିକେଇବା; ତା’ର କୋଥଳି…

ପ୍ରଜ୍ଞାଶ୍ରୀ ରଥଙ୍କ ‘ହାୱାହାୱାଇ’ ଲୋକାର୍ପିତ

ପ୍ରଜ୍ଞାଶ୍ରୀ ରଥଙ୍କ ‘ହାୱାହାୱାଇ’ ଲୋକାର୍ପିତ ଭୁବନେଶ୍ୱର : ନଷ୍ଟ ହେଲେ ହିଁ ମଣିଷ କଳାକାର ହୁଏ । ଯିଏ ନଷ୍ଟ ହୋଇପାରେନି ସେ ଘର ବସାଏ, ବଂଶ ରକ୍ଷା କରେ, ହିସାବ କିତାବ କରି ସମ୍ପର୍କ ଯୋଡେ଼, ଭାଙ୍ଗେ, ବଂଚିବାକୁ ଏଣେତେଣେ ଦୌଡ଼ୁଥାଏ, କାଠିକୁଟା ଯାହା ପାଇଲା ତାକୁ ସଞ୍ଚୁଥାଏ । ନଷ୍ଟ…

ସାଂସାରିକ ଜଞ୍ଜାଳ ମଧ୍ୟରେ ଲେଖାଲେଖି ବଜାୟ ରଖିବା କଷ୍ଟକର : ବନଜ ଦେବୀ

ନିକଟରେ ମର୍ଯ୍ୟାଦାବନ୍ତ ଶାରଳା ପୁରସ୍କାର ପାଇଥିବା ବନଜ ଦେବୀ ଓଡ଼ିଆ ସାହିତ୍ୟର ଅନ୍ୟତମ ଯଶସ୍ୱୀ ଲେଖିକା । ଜନ୍ମ: ୧୦ ଅଗଷ୍ଟ ୧୯୪୧ । ଜନ୍ମସ୍ଥାନ ଭଦ୍ରକ । ବାପାଙ୍କ ପୈତୃକ ଗ୍ରାମ ପୋଷଲ, ହାକପଡ଼ା, ଜିଲ୍ଲା ପୁରୀ ହୋଇଥିଲେ ହେଁ ପୁରୀର ସ୍ଥାୟୀ ବାସିନ୍ଦା । ବାପା: ବିଶ୍ୱନାଥ ପଟ୍ଟନାୟକ,…

ବାପା: ଏକ ଗ୍ରୀଷ୍ମଗୀତ

ବାପା: ଏକ ଗ୍ରୀଷ୍ମଗୀତ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ଖରାନାହିଁ ,ନାହିଁ ବର୍ଷା, ଶୀତ କି ଶରତ, ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ ଦଦରା କୁମ୍ଭପକା ଗାମୁଛା ଖଣ୍ଡେ ବିତିଲା ବସନ୍ତ , ଝାଳରେ ଲେସି ହୋଇ ଯାଇଥିବା ରାମାନନ୍ଦି ତିଳକ ପରି ଧରାର କପାଳ , ବାପାଙ୍କ କାନ୍ଧରେ ଝୁଲେ…

ତୋ ସହ ଗୋଟେ ରାତି

ତୋ ସହ ଗୋଟେ ରାତି ସରୋଜିନୀ ଶଙ୍ଖୁଆ ଏଣିକି ରାତି ଘନେଇ ଆସିଲେ ତୋ ଘରେ ଆଲୁଅ ଜଳିଲେ ମୁଁ ହସେ ଫାଳିକିଆ ଜହ୍ନ ହେଇ ଦୂର ଆକାଶରେ... ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ ଇତସ୍ତତଃ ହୋଇ ଘୁରି ବୁଲନ୍ତି ତୋ ଆଲୁଅର ଅଲୋଡ଼ା ପଣରେ... ମୋ ଚାରିପଟେ ଘେରି ରହିଥିବା ଭାବନାର…

ଝିଅକୁ ନେଇ କାହାଣୀ

ଝିଅକୁ ନେଇ କାହାଣୀ ନୀହାରିକା ମଲ୍ଲିକ "...ଏବଂ ଶେଷରେ ଝିଅଟି ମରିଯାଏ" - ତୁମେ କହିଲ ଦୀର୍ଘଶ୍ଵାସ ଛାଡି! -ନା, ନା.. ଆଉ ମାରନି କେତେ ବା ମରିବ ଝିଅଟି! ମାଆ ପେଟରୁ ନେଇ ପୁଣି ସତକୁ ସତ ଜୁଇରେ ଜଳିବା ଯାଏଁ କବିତାଠୁ ନେଇ ଗଳ୍ପର ଶେଷଯାଏଁ ସେ ତ ଖାଲି ମରୁଥାଏ ତିଳତିଳ ହୋଇ ।…

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ ବଳବନ୍ତ ସାହୁ ଫି' ଦିନ ତମ ଗାଁ' ଗୋଶାଳାରୁ ଆମ ଘରକୁ ଗୋରସ ଆସେ; କିଂତୁ , ତମ ମୁହଁ ନଦେଖିଲା ଦିନ ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ ଆମ୍ବୁଲ ପକେଇ ସିଝେଇଲା ଭଳି । ଫି' ହପ୍ତା ତମ ଗାଁ' ହାଟରୁ ଆମ ଘରକୁ ପରିବା ଆସେ ; କିଂତୁ , ତମ ମୁହଁ ନଦେଖିଲା…