Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା ଆମ ଚେତନାକୁ ଦୋହଲେଇ ଦିଏ : ସୂର୍ଯ୍ୟସ୍ନାତ ତ୍ରିପାଠୀ

କବିତା ସଂକଳନ ‘ଏ ସଂପର୍କ ଏମିତି’ ପାଇଁ ୨୦୧୭ ମସିହାର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା ସୂର୍ଯ୍ୟସ୍ନାତ ତ୍ରିପାଠୀ ଓଡ଼ିଆ କବିତାର ନୂଆ ପ୍ରତିଶ୍ର୍ରୁତି । ଜନ୍ମ: ୧୧ ଏପ୍ରିଲ ୧୯୯୧ । ସ୍ଥାୟୀ ଠିକଣା: ଶିଶୁଆ, ୪୨ ମୌଜା, କଟକ । ବର୍ତ୍ତମାନ ଠିକଣା: ସିଦ୍ଧେଶ୍ୱରପୁର, କଟକ ।…

ପାରିଜାତ

ପାରିଜାତ ଶୁଭଶ୍ରୀ ମହାରଣା ସରଗର ପାରିଜାତ ଚାହେଁ ନାହିଁ ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ ଚାହେଁ ନାହିଁ ହୀରା ଲୀଳା ମୋତି। ଚାହେଁ ଖାଲି ଟିକେ ନିବିଡତା ଭରିଥିବ ପ୍ରେମ ପିଆସାରେ ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା ଇତିହାସ ରଚିବ…

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…

ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି : ବିଭୂତି ପଟ୍ଟନାୟକ

ବିଭୂତି ପଟ୍ଟନାୟକ ଓଡ଼ିଆ ଲୋକପ୍ରିୟ ଉପନ୍ୟାସର ପିତାମହ । ରୋମାଂଟିକ ସୋସିଆଲିଷ୍ଟ୍‍ ଭାବେ ସେ ଉପନ୍ୟାସକୁ ଦେଇଛନ୍ତି ପ୍ରଚୁର ପାଠକୀୟତା। ବହୁ ପୁସ୍ତକ ଓ ସମ୍ମାନର ଅଧିକାରୀ ଏହି ଯଶସ୍ୱୀ ଔପନ୍ୟାସିକଙ୍କ ସହ ସରୋଜ ବଳଙ୍କ ଆଳାପ: ଗତ ୩୦ ବର୍ଷ ତଳୁ କବିତାକୁ ମୁଁ ଛାଡ଼ପତ୍ର ଦେଇ ସାରିଛି :…

କହିବ ଯଦି

କହିବ ଯଦି ସୁଦାମବନ୍ଧୁ ଭଟ୍ଟମିଶ୍ର କହିବ ଯଦି ଭାଂଗିଦେବି ନିଜକୁ ତମ ପାଇଁ ଥରେ ଭାଂଗିଗଲା ପରେ ଜାଣେନା ଆଉଥରେ ମତେ ମୁଁ ଗଢ଼ିପାରିବି କି ନାଇଁ! .............. ଏନ୍‍-୩ / ୨୮୮ ଆଇ.ଆର.ସି. ଭିଲେଜ୍‍, ଭୁବନେଶ୍ୱର ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ…

ପ୍ରେମ ପରି କିଛି (୨)

ପ୍ରେମ ପରି କିଛି (୨) ଡ. ଶୁଭଶ୍ରୀ ଲେଙ୍କା ଠିକ୍ ମୋ ଝର୍କା ସାମ୍ନାର ଝଙ୍କାଳିଆ କ୍ରୋଟନ୍ ଡାଳରେ ବସା ବାନ୍ଧୁଛନ୍ତି ଟେନିସ୍ ବଲ୍ ଠୁ ଆହୁରି ଛୋଟ ଚଢେ଼ଇ ଦୁଇଟି କିଚିରି ମିଚିରି ବ୍ୟସ୍ତତାରେ ବୋହିଆଣୁଛନ୍ତି ମନ ମୁତାବକ କାଠିକୁଟା ମା’ ଚଢେ଼ଇଟି ଅଣ୍ଡା ପାରିବ ବୋଧେ କେତେ…

କାନ୍ଥ

କାନ୍ଥ ଧିରେନ୍ ବାଗ ଚାରିଆଡେ କାନ୍ଥ ଯା ଭିତରେ ମୁଁ ଥାଏ ଏକ ବନ୍ଦି ଶରଣାର୍ଥୀ ଆଉ କେବେ ନଥାଇ ଉଡେ ମୁକ୍ତ ଆତ୍ମା ପରି । ଦିନ ଆସି ଦିନ ଯାଏ ସମୟ ଅବିରତ ଗଡି ଚାଲେ କିନ୍ତୁ ଦୃଷ୍ଟି କାନ୍ଥରୁ ବାଜି ଫେରିଆସେ ଉଦାସ ହେଇ । ଯେବେ ଅଣନିଃଶ୍ୱାସୀ ମନ ଖୋଜେ ନୂତନ ଆଲୋକ…

କେମିତି?

କେମିତି? ପ୍ରଜ୍ଞା ପାରମିତା ନିମିଷକେ ପାରିଲିନି ଜାଣି ତୁମ ଆଗମନର ସମ୍ବାଦ... ନା ବାରି ପାରିଲି ତୁମ ବାସ୍ନାର ଆଭାସ କେମିତି ଦୃଷ୍ଟି ନିକ୍ଷେପିଲ ଏଇ ପଥଶ୍ରାନ୍ତ ପଥିକ ଉପରେ କେମିତି ଅଣ୍ଡାଳି ପାରିଲ ମୋତେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ମୁଁ ତ ହରାଇ ସାରିଥିଲି…

ଆମ ସାହିତ୍ୟରେ ଭଲକୁ ଭଲ କହିବାପାଇଁ ଲୋକ ନାହାନ୍ତି : ହରପ୍ରସାଦ ଦାସ

ହରପ୍ରସାଦ ଦାସ ଓଡ଼ିଆ କବିତା ଓ ଗଦ୍ୟରଚନାରେ ଜଣେ ଧାରାପ୍ରବର୍ତ୍ତକ । ଅବଶ୍ୟ ଅନେକ ସମୟରେ ଅନେକ କାରଣରୁ ସେ ବିବାଦୀୟ; ତେବେ ତରୁଣ କବିଙ୍କ ପାଇଁ ସେ ଯାହା କରିଛନ୍ତି ଅନ୍ୟ କୌଣସି ପ୍ରବୀଣ ଓଡ଼ିଆ କବି ସେତିକି କରିନାହାନ୍ତି, ଏହା ନିଃସଂଦେହ । ତାଂକ ସହ ସରୋଜ ବଳଙ୍କ ଏକ ବିରଳ ଆଳାପ:…

କାଫେଟେରିଆରେ କବିତା ଓ ରାଜନୀତି

ଭୁବନେଶ୍ୱର: କାଫେଟେରିଆ କବିତା ମାଧ୍ୟମରେ ରାଜନୀତି ଆଲୋଚନା ର ଏକ ପ୍ରୟାସ। ଅପ୍ରେଲ ୬ ତାରିଖ ସନ୍ଧ୍ୟାରେ OXFORD Book Store ରେ କିଛି କବି ବନ୍ଧୁମାନେ ଏକତ୍ରିତ ହୋଇଥିଲେ। ଦେଶର ରାଜନୈତିକ ସ୍ଥିତିର ଗରମ ପରିବେଶ ସହିତ ନିଜକୁ ସାମିଲ କରିଥିଲେ ଏକ ନିଆରା ଢଙ୍ଗରେ: କବିତା ଓ ସାହିତ୍ୟ…