Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ଭୀମ ପୃଷ୍ଟି ପାଇଲେ ‘ଅକ୍ଷୟ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ଓଡ଼ିଶା ସିନେକ୍ରିଟିକ ଆସୋସିଏସନ୍, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ଆୟୋଜିତ ସଙ୍ଗୀତ ଜଗତର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତିଙ୍କ ବିଂଶତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଅକ୍ଷୟ ସଙ୍ଗୀତ ସନ୍ଧ୍ୟା…

ଆଜିର ସୃଜନୀର ପଞ୍ଚମ ବାର୍ଷିକୋତ୍ସବ ପାଳିତ

ଭୁବନେଶ୍ୱର : ମହିଳା ଏବଂ ଶିଶୁ ବିକାଶ ପାଇଁ କାର୍ଯ୍ୟ କରୁଥିବା 'ଆଜିର ସୃଜନୀ' ଅନୁଷ୍ଠାନର ପଞ୍ଚମ ବାର୍ଷିକୋତ୍ସବ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା 'ସ୍ମୃତିରେ ସୃଜନୀ' ଉନ୍ମୋଚିତ ହୋଇଯାଇଛି । ଏହି…

ପ୍ରଭାସିନୀ ମହାକୁଡ଼ଙ୍କ ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଦ୍ଵାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକା ପ୍ରଭାସିନୀ ମହାକୁଡ଼ଙ୍କ ଦ୍ଵାରା ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ' ସ୍ଥାନୀୟ କେଦାରନାଥ ଗବେଷଣା କେନ୍ଦ୍ରର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ କବି କୁଲଦୀପ…

ଲକ୍ଷ୍ମଣ ସାହୁ ‘କୈବଲ୍ୟ ଜ୍ୟୋତି ସମ୍ମାନ’ରେ ସମ୍ମାନିତ

କଟକ : ମହାନଦୀ ବିହାର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସମାଲୋଚକ ଭାବରେ "କୈବଲ୍ୟ ଜ୍ୟୋତି ସମ୍ମାନ ୨୨ " ରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଉପଢ଼ୌକନ ସହିତ ଶ୍ରୀଗଣେଶ ଟ୍ରଫି ଓ ମାନପତ୍ର ଦ୍ଵାରା…

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ 'ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ' ଉନ୍ମୋଚିତ ହୋଇଯାଇଛି । କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ…

ପୁସ୍ତକମେଳା ଆୟୋଜନ ନେଇ ଆଲୋଚନା

ଭୁବନେଶ୍ୱର : ଓଡ଼ିଶାର ସର୍ବବୃହତ ପ୍ରକାଶକ ସଂଘ "ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକସେଲର୍ସ ଆସୋସିଏସନ" ପକ୍ଷରୁ ଓଡ଼ିଆ ଭାଷା ସାହିତ୍ଯ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…

ଦୈତାରୀ ମହାପାତ୍ରଙ୍କ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ଭୁବନେଶ୍ଵର : ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୈତାରୀ ମହାପାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ…

ଏଥେନ ବୁକସ ପକ୍ଷରୁ ଚାରୋଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ସ୍ଥାନୀୟ କେଦାର ନାଥ ଗବେଷଣା ପ୍ରତିଷ୍ଠାନରେ ଏକ ସାରସ୍ଵତ ବନ୍ଧୁ ମିଳନ ଏବଂ ଶର୍ମିଷ୍ଠା ପାଣିଗ୍ରାହୀଙ୍କ 'ମହାର୍ଘ କାତରପଣ' , କବି ଭାଗିରଥି ବେହରାଙ୍କ 'ସଜଲ ଶତକ' , କବି ନୀଳକଣ୍ଠ…

ସରୋଜ ବଳ ପାଇବେ ରାଜ୍ୟ ସ୍ତରୀୟ ‘ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ କବି ସରୋଜ ବଳ ମନୋନୀତ ହୋଇଛନ୍ତି। ୬ ଟି ଗଳ୍ପ ସଙ୍କଳନ, ୯ ଟି କବିତା ସଙ୍କଳନ ଓ ୨ଟି ଉପନ୍ୟାସର ସ୍ରଷ୍ଟା ଶ୍ରୀ ବଳ ଓଡ଼ିଆ ସାହିତ୍ୟ ଜଗତର…

ବିଶିଷ୍ଟ ପାଲା କଳାକାର ପଣ୍ଡିତ ନାରାୟଣ ଦାଶଙ୍କ ପରଲୋକ

ଭୁବନେଶ୍ୱର : ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ମୁଖ୍ୟ ପୂଜକ, ବିଶିଷ୍ଟ ପାଲା କଳାକାର, ଗାନ୍ଧିବାଦୀ ଚେତନାର ପ୍ରବକ୍ତା ପଣ୍ଡିତ ନାରାୟଣ ଦାଶଙ୍କର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ସ୍ୱର୍ଗତଃ ଦାଶଙ୍କର ପରଲୋକ ଖବର ପାଇ…