Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ : ଦେଶ ଓ ବିଶ୍ବ” ରାଜ୍ଯପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବିଦ୍ଯାପୁରୀ ଦ୍ୱାରା ପ୍ରକାଶିତ ବସନ୍ତ କୁମାର ପଣ୍ଡାଙ୍କ “ତୁଳନାତ୍ମକ ସାହିତ୍ଯ: ଦେଶ ଓ ବିଶ୍ବ” ରାଜ ଭବନ ପରିସରରେ ମହାମହିମ ରାଜ୍ଯପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖିକା ପ୍ରତିଭା ରାୟ , ମୃଦୁଳା ମିଶ୍ର,…

ଓଡ଼ିଆ ଉତ୍କର୍ଷ କେନ୍ଦ୍ରରେ ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ସମ୍ମାନଜନକ ବିଶ୍ବମ୍ବର ଡକ୍ଟର ସିଂ. ନାରାୟଣ ରେଡି ଜାତୀୟ ସାହିତ୍ୟ ପୁରସ୍କାରରେ ପୁରସ୍କୃତ ହେବା ଅବସରରେ ଶ୍ରୀମତୀ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ…

ରଞ୍ଜନ କୁମାର ଦାସଙ୍କ ତିନୋଟି ଲଳିତ ନିବନ୍ଧ ସଙ୍କଳନ ଉନ୍ମୋଚିତ

କଟକ : ବିଶିଷ୍ଟ ପ୍ରଶାସକ ଓ ସାହିତ୍ୟିକ ରଞ୍ଜନ କୁମାର ଦାସଙ୍କ ରଚିତ ତିନୋଟି ଲଳିତ ନିବନ୍ଧ ସଙ୍କଳନ ‘ ଅସନ୍ତୋଷର ପୃଥିବୀ’, ‘ ଥାଇ ଘୋର ଜଳେଣ’ ଏବଂ ‘ ଶବ୍ଦ ଶସ୍ତ୍ର’ ସ୍ଥାନୀୟ ଶାରଳା ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଶାରଳା ସାହିତ୍ୟ ସଂସଦର ସଭାପତି ପ୍ରଭାକର ସ୍ବାଇଁଙ୍କ…

ମୁକ୍ତ ଚିନ୍ତନ ମଞ୍ଚ ପକ୍ଷରୁ ୧୮୧ ତମ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନ ଆନୁକୂଲ୍ୟରେ ସମ୍ପ୍ରତି ଓଡ଼ିଆ ସାହିତ୍ୟର ବଡ଼ ସମସ୍ୟା ‘ଲେଖକ ବନ୍ୟା ଓ ପାଠକ ମରୁଡି’ ଶୀର୍ଷକରେ ୧୮୧ତମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସୋଆ ବିଶ୍ବବିଦ୍ୟାଳୟର କୁଳପତି ଅଶୋକ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

ବିଜୟଲକ୍ଷ୍ମୀ ହୋତାଙ୍କ ଯୋଗ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ରୂପା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ, ଯୋଗ ବିଶାରଦ ବିଜୟଲକ୍ଷ୍ମୀ ହୋତାଙ୍କ ‘ଯୋଗ ଫର୍ ସୁପର ଇମ୍ୟୁନିଟି ପୁସ୍ତକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପୁସ୍ତକଟିର ଲୋକପ୍ରିୟତା…

ପରଲୋକରେ ଗାୟିକା ନିର୍ମଳା ମିଶ୍ର

ଭୁବନେଶ୍ୱର : ବିଶିଷ୍ଟ ଗାୟିକା ନିର୍ମଳା ମିଶ୍ରଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଲାଙ୍କୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ହୃଦ୍‌ଘାତ ଯୋଗୁ କଲିକତାର ସଲ୍ଟଲେକସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସ୍ୱର୍ଗତଃ ମିଶ୍ର ପ୍ରଥମ କରି ୧୯୬୦ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ରରେ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଲକଡାଉନ୍ ଲିରିକ୍ସ’ ଉନ୍ମୋଚିତ

ଭୁବନେଶ୍ୱର : ଅଥର ପ୍ରେସ ନୂଆଦିଲ୍ଲୀ ଆନୁକୂଲ୍ୟରେ ପ୍ରକାଶିତ କବୀ ସଂଯୁକ୍ତା ଦାଶଙ୍କର ଇଂରାଜୀ କବିତା ସଙ୍କଳନ ଲକଡାଉନ୍ ଲିରିକ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।ମହାମାରୀ କରୋନା ସମୟରେ ଅନୁଭବ ଓ ଅନୁଭୂତି ଭିତରେ ମାନସିକ ଅବସ୍ଥା ତଥା ଆଶା ଓ…

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ପାଳିତ ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟକ ଭାବେ…

ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦ୍‍ଯାପିତ ହୋଇଛି । ଏନ୍‍. ନାଗାରାଜୁଙ୍କ ପୌରୋହିତ୍ୟରେ…

ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ …