Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଆଣ୍ଡ୍ରୋଏଡ୍ ଫୋନରେ ଦେଇପାରିବେ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ଅଗଷ୍ଟ ୧ରୁ ଆରମ୍ଭ ହେବ ଚଳିତ ବର୍ଷର ଡିପ୍ଲୋମା ପରୀକ୍ଷା । ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ, କମ୍ଫ୍ୟୁଟର ଓ ଲାପଟପ୍ ନଥିଲେ ଛାତ୍ରଛାତ୍ରୀ ଘରେ ରହି ନିଜ ଆଣ୍ଡ୍ରୋଏଡ ଫୋନରେ ମଧ୍ୟ ପରୀକ୍ଷା…

୩୦% କମିଲା ସିବିଏସ୍‌ଇ ସିଲାବସ୍

ନୂଆଦିଲ୍ଲୀ: କମିଲା ସିବିଏସ୍‌ଇ ସିଲାବସ୍ । ସିବିଏସ୍‌ଇ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପାଠ୍ୟକ୍ରମ ହ୍ରାସ କରାଯାଇଛି । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇ ଦିଆଯିବ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା…

ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ସାର: ୟୁଜିସି

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସାର । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟର କୂଳପତିମାନଙ୍କୁ ପତ୍ର ଲେଖିଛି ୟୁଜିସି । ଏପ୍ରିଲ ଗାଇଡ଼ଲାଇନ ଅନୁସାରେ ପୂର୍ବ ନିଷ୍ପତ୍ତି ନିଆଯାଇଥିଲା। ଯାହା ପରିବର୍ଦ୍ଧିତ କମିଟି,…

ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ‘ଆଇଆଇଏମସି’ରେ ପ୍ରକାଶିତ ହେଲା ବିଜ୍ଞାପନ

ଢେଙ୍କାନାଳ: ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ଜୁଲାଇ ମାସ ୨୭ ତାରିଖ…

୧୩ରୁ କଲେଜ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୧୩ରୁ କଲେଜ ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍ କ୍ଲାସ । ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଏହି ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ୧୩ରୁ ଅନ୍‌ଲାଇନ୍ କ୍ଲାନ୍…

ଅନଲାଇନରେ ପଢିବେ ଯୁକ୍ତଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ…

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ…

ପୂର୍ବ ସେମିଷ୍ଟାର ଓ ଇଂଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ ହେଉ: ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ପରୀକ୍ଷା ହେବାକୁ ଯାଉଛି । ତେବେ ପରୀକ୍ଷାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ସେମିଷ୍ଟାର ପୂର୍ବରୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଅନଲାଇନ୍ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ । ତା ନାଁରେ…

ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା । ଏନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଘରେ ବସି ନହେଲେ…

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଲଞ୍ଚ୍ ହେଲା ‘ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ ଗ୍ରୁପ ପକ୍ଷରୁ ଶୁକ୍ରବାର ଦିନ ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ୍ ହୋଇଛି । ଦୁଇଦିନ ଧରି ଶିକ୍ଷକ ଓ ସହଯୋଗୀ ଷ୍ଟାଫମାନଙ୍କର ଡିଜିଟାଲ୍ ଟ୍ରେନିଂ ପରେ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାଉଡ଼ ସ୍କୁଲ ଖୋଲିଥିଲା,…