Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ ଇଂଲିଶ୍ ମିଡ଼ିୟମ ସେକ୍ସନ ଖୋଲାଯିବ । ଏହି…

ଦଶମ ଶ୍ରେଣୀ ସିଲାବସ୍‌ରେ ସାମିଲ ହେଲା ଟ୍ରାଫିକ ପାଠ

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ଟ୍ରାଫିକ ପାଠ । ଏଥିପାଇଁ ଦଶମ ଶ୍ରେଣୀ ସିଲାବସରେ ସଡକ ସୁରକ୍ଷା ବିଷୟକୁ ସାମିଲ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ଏନେଇ ସଡକ…

ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ସ୍କୁଲରେ ବିଦ୍ୟୁତ ସଂଯୋଗ ବାଧ୍ୟତାମୂଳକ !

ଭୁବନେଶ୍ୱର:: ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ବିଦ୍ୟୁତ ସଂଯୋଗ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସ୍କୁଲରେ ପୂର୍ବରୁ ବିଦ୍ୟୁତ ସଂଯୋଗ ନଥିବାରୁ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ…

ସୋଆରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୋଆ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଉତ୍ସବରେ କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ…

ଭାରତୀୟ ସେନା ପକ୍ଷରୁ ‘ଜଜ୍ ଆଡଭୋକେଟ’ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୮ଟି ଖାଲି ପଡିଥିବା ଜଜ୍ ଆଡଭୋକେଟ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆବେଦନକାରୀ ଆସନ୍ତା ଫେବୃଆରୀ ୧୩ରୁ ସେନାର ଅଫିସିଆଲ ୱେବ୍ ସାଇଟ joininindianarmy.nic.in ରେ ଆବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: - ଇଚ୍ଛୁକ…

ସୁନ୍ଦରଗଡ ଆଦର୍ଶ ସ୍କୁଲ ପରିଦର୍ଶନ କଲେ ବିଜୟ ସାହୁ; ଭିତ୍ତିଭୂମି ବିକାଶ ନେଇ ଆଲୋଚନା

ସୁନ୍ଦରଗଡ଼: ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଡ଼. ବିଜୟ କୁମାର ସାହୁ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ତାଳସଙ୍କର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି । ଏହାପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳ ନିଖିଲ ପୱନ…

+୨ ପରୀକ୍ଷା ସଂସ୍କାର: ଲାଗୁ ନହୋଇପାରେ ନୂଆ ନିୟମ

ଭୁବନେଶ୍ୱର: ଚଳିତ ବର୍ଷ ଲାଗୁ ନହୋଇପାରେ ଯୁକ୍ତ ୨ ପରୀକ୍ଷାରେ ସଂସ୍କାର । ପ୍ରଥମ ବର୍ଷ କାଉଂସିଲ ପରୀକ୍ଷା କରିବାକୁ ଗଣଶିକ୍ଷା ବିଗାଭ ନିଷ୍ପତି ନେଇଥିବା ବେଳେ ଚାରିଆଡେ ଏହାକୁ ନେଇ ପ୍ରତିବାଦ ଦେଖାଦେଇଥିଲା । ଫଳରେ ସରକାର ଏହି ନିଷ୍ପତିର ପୁନର୍ବିଚାର କରିବେ ବୋଲି କହିଛନ୍ତି । ଗଣଶିକ୍ଷା…

ପରୀକ୍ଷାକୁ ବିରୋଧ; ରାସ୍ତାକୁ ଓହ୍ଲାଇଲେ ବିଜେବି ସମେତ ବିଭିନ୍ନ କଲେଜ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ତେଜୁଛି ନିଆଁ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ସୌରଭ ଓଡିଶାରେ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌-୧ ପରୀକ୍ଷାଫଳ ଶନିବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ଓଡିଶାରେ ସୌରଭ ସୌମ୍ୟକାନ୍ତ ଟପ୍ପର ହୋଇଛନ୍ତି । ସୌରଭ ୯୯.୯୯% ମାର୍କ ରଖି ଓଡିଶାରେ ଟପ୍ପର ହୋଇଥିବା ବେଳେ ୯୯.୯୮…

‘ପରୀକ୍ଷା ପେ ଚର୍ଚ୍ଚା’: ମୋଦୀଙ୍କ ସହ କଥା ହେବେ ଓଡ଼ିଶାର ୨୮ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ପ୍ରଧନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମ । ନୂଆଦିଲ୍ଲୀର ଟାଲକେଟର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା…