Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

ରାଜସ୍ଥାନ ରେଷ୍ଟୁରାଣ୍ଟରେ କାହିଁକି ଏପରି ଅଜବ ନିୟମ ?

ଓଡିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ ରାଜ୍ୟର ଏକ ରେଷ୍ଟୁରାଣ୍ଟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ତେବେ ଖାଦ୍ୟକୁ ନେଇ ନୁହେଁ ବରଂ ରେଷ୍ଟୁରାଣ୍ଟର ଏକ ଅଜବ ନିୟମ ସମସ୍ତଙ୍କୁ ତାଜୁବ କରିଛି । ସୋସିଆଲ ମିଡିଆରେ ଏହି ଫଟୋରେ ଲେଖା ହୋଇଥିବା ନିୟମକୁ ନେଇ ବିଭିନ୍ନ ଲୋକେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି…

[ଭିଡିଓ] ଜନ୍ମ ହେଲା ଅଦ୍ଭୁତ ବାଛୁରୀ, ଲୋକେ କହିଲେ ମା’ ଦୁର୍ଗାଙ୍କ ଅବତାର

ନବରଙ୍ଗପୁର: ବିଶ୍ୱାସ, ଅବିଶ୍ୱାସ ଓ ବେଳେବେଳେ ଅନ୍ଧବିଶ୍ୱାସ ଆଧାରରେ ମଣିଷର ଆସ୍ଥା ରହିବା କିଛି ନୂଆ କଥା ନୁହେଁ । କେତେବେଳେ କେଉଁ ଆଧାରରେ ମଣିଷ ଧର୍ମ ଓ ସଂସ୍କୃତିକୁ ଜାବୁଡି ଧରେ ସେ କଥା ଆକଳନ କରିବା କାଠିକର ପାଠ । ନବରଙ୍ଗପୁର ଜିଲ୍ଲାରେ ନବରାତ୍ରୀରେ ଦୁଇଟି ମୁଣ୍ଡ ଓ ତିନୋଟି ଆଖି…

ଆଲମିରାରେ ବିଡାବିଡା ଟଙ୍କା, କାହାଠୁ ଜବତ ହେଲା ୧୪୨ କୋଟି ଟଙ୍କା ?

ନୂଆଦିଲ୍ଲୀ: ହାଇଦ୍ରାବାଦର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ ଗତ ବୁଧବାର ଛାପା ମାରିଥିଲା ଆୟକର ବିଭାଗ । ଲଗାତାର ଭାବେ ଦୁଇଟି ପର୍ଯ୍ୟାୟ କ୍ରମେ ଜବତ ହୋଇଥିଲା ୫୦୦ କୋଟି ଓ ୧୪୨.୮୭ କୋଟି ଟଙ୍କା । ଜବତ ଟଙ୍କାକୁ ନେଇ କମ୍ପାନୀ ତରଫରୁ କøଣସି ପ୍ରକାର ସ୍ପଷ୍ଟୀକରଣ ସାମ୍ନାକୁ ଆସିପାରିନି ।…

ଚର୍ଚ୍ଚାରେ ଆକାଂକ୍ଷା, ୯ ଫୁଟରୁ ଅଧିକ ଲମ୍ବ କେଶର ଅଧିକାରିଣୀ

ମୁୁମ୍ବାଇ: କାଳ୍ପନିକ ଦୁନିଆରେ ଅନେକ କାର୍ଟୁନ ଚରିତ୍ରଙ୍କର ଅତ୍ୟଧିକ ଲମ୍ବା କେଶ ଥିବା ଆମେ ଦେଖିଆସିଛୁ । ହେଲେ ଏବେ ଏମିତି ଜଣେ ଯୁବତୀ ସାମ୍ନାକୁ ଆସିଛନ୍ତି, ଯାହାଙ୍କୁ କେଶର ଲମ୍ବା ୩.୦୧ ମିଟର ତଥା ୯ ଫୁଟ୍ ୧୦.୫ ଇଂଚ ରହିଛି । ସବୁଠୁ ଲମ୍ବା କେଶ ରଖିବା ନେଇ ଆକାଂକ୍ଷା…

ମରୁଭୂମି ମଝିରେ ୧୨ କୋଟି ଟଙ୍କା ମୂଲ୍ୟର କଳ୍ପନା ଘର

ଭୁବନେଶ୍ୱର: ଆମ ମଧ୍ୟରେ ଏମିତି ଅନେକ ଲୋକ ଥିବେ, ଯିଏ ସହରର ଗହଳୀପୂର୍ଣ୍ଣ ଜୀବନରୁ ବାହାରି ଏକାନ୍ତ ତଥା ଶାନ୍ତ ଓ ସରଳ ଜୀବନ ବିତାଇବାକୁ କଳ୍ପନା କରିଥିବେ । ତେବେ କରୋନା ମହାମାରୀ ସମୟରେ ଲୋକଙ୍କ ଏଭଳି ଚିନ୍ତାଧାରାରୁ ସତ ପ୍ରମାଣିତ କରିବା ଲାଗି ଏକ ଆମେରିକୀୟ କମ୍ପାନୀ ନେଇଛି ଚକିତର…

ନିଶାଶକ୍ତ ଯୁବକଙ୍କ ପାଇଁ ଅଗ୍ନିଶମ ବିଭାଗ ନାକେଦମ

ବାରିପଦା: ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ପାଇଁ ନାକେଦମ ହେଲା ଅଗ୍ନିଶମ ବିଭାଗ । ଗତକାଲି ଅପରାହ୍ନରେ କିଛି ଏମତି ଏକ ଘଟଣାକୁ ନେଇ ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଗାଁ ଚର୍ଚ୍ଚାକୁ ଆସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ବାସିପିଠା ଗାଁର ସୁନ୍ଦର ମୋହନ ସିଂଙ୍କ…

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ…

ହାତ ହରାଇଥିଲେ, ହେଲେ ସାହାସ ନୁହେଁ

ଭୁବନେଶ୍ୱର: ଦକ୍ଷିଣ କାଶ୍ମୀରର ୨୩ ବର୍ଷୀୟ ଛାତ୍ର ସୟର ଅବ୍ଦୁଲାହ । ଭିନ୍ନକ୍ଷମଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ । ପିଲାଦିନୁ ତାଙ୍କର ସ୍ୱପ୍ନ ଥିଲା ଅଫ ରୋଡ୍ ଆଡଭେଂଚରରେ ଯିବେ । ହେଲେ ମାତ୍ର ୧୧ ବର୍ଷ ବୟସରେ ଏକ ଦୁର୍ଘଟଣାରେ ସେ ନିଜର ଏକ ହାତ ହରାଇଥିଲେ । ତଥାପି ଫିକା…

ପ୍ରଭୁ ଗଣେଶଙ୍କୁ ଅବମାନନା କଲେ ରିହାନା

ନୂଆଦିଲ୍ଲୀ: ପୁଣି ବିବାଦରେ ଅନ୍ତର୍ଜାତୀୟ ସିଙ୍ଗର୍ ରିହାନା । ହେଲେ ଏଥର ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ପାଇଁ ନୁହେଁ । ବରଂ ଏକ ବିଭ୍ରାନ୍ତିକର ଫଟୋ ପାଇଁ ରିହାନା ବିବାଦ ଘେରକୁ ଆସିଛନ୍ତି । when @PopcaanMusic said “me nuh wan ya wear no lingerie tonight fa me girl”…

ବିରୁଷ୍କାଙ୍କୁ ଆତଙ୍କବାଦୀ ଆଖ୍ୟା ?

ମୁମ୍ବାଇ: କନ୍ୟା ସନ୍ତାନ ଜନ୍ମ ହେବାଠୁ ଚର୍ଚ୍ଚାରେ ରହିଛନ୍ତି ବିରାଟ ଓ ଅନୁଷ୍କା । ତେବେ ନିକଟରେ ଏକ ଖବର କାଗଜ ବିରାଟ ଓ ଅନୁଷ୍କାଙ୍କ ଫଟୋ ଏକ ସଙ୍ଗୀନ ମାମଲାରେ ଛାପିବା ପରେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ପାୱାର କପଲଙ୍କ ଫଟୋକୁ ଏକ ଆତଙ୍କବାଦୀ ସଙ୍ଗଠନ ସହ ଯୋଡି…