Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୋଲ ଉପରେ ଚାଲିଲା ୪ ଫୁଟ ଉଚ୍ଚର ବର୍ଷା ଜଳ; ୨ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର: ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଈଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ୪ ଫୁଟ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଶନିବାର ଦିନସାରା ବର୍ଷା ଲାଗି…

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବେ ମୀନାକ୍ଷୀ ବାହିନୀପତି ନିଯୁକ୍ତ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ରବିବାର ଏକ ବିଜ୍ଞପ୍ତି ଜାରି କରିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ…

ପବିତ୍ର ହରିଶୟନ ଏକାଦଶୀ; ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ,…

ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି; ଆଗାମୀ ୨୪ ଘଣ୍ଟା ପାଇଁ ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ପୁଣି ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ।…

ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ତ୍ୟାଗ ଓ ସେବା ଦ୍ୱାରା ଆମେ ଆମ ଭବିଷ୍ୟ ଗଢିବା…

ଭୁବନେଶ୍ୱର: ଜୟଦେବ ଭବନ ଠାରେ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜିର ଦିନକୁ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଥିଲେ । ନିଜ ବକ୍ତବ୍ୟରେ…

ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ: ଚୀନ୍ ଏବଂ ଆମେରିକାକୁ ବି ପଛରେ ପକାଇଲା….

ନୂଆଦିଲ୍ଲୀ: ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ । ବିକାଶର ଲାଭ ସମସ୍ତ ନାଗରିକଙ୍କୁ ସମାନ ଭାବେ ବାଣ୍ଟୁଛି ଦେଶ । ଭାରତ ଆୟ ସମାନତା ରାଙ୍କିଂ ୨୦୨୫ରେ ଆୟ ସମାନତା ଦୃଷ୍ଟିରୁ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନରେ ରହିଛି। ଏନେଇ ବିଶ୍ୱ ବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶ କରାଯାଇଛି…

କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡୁଆରେ ଫସିଲେ ଯୁବକ

ବରଗଡ: ସାଧାରଣରେ ପଟ୍ଟଚିତ୍ର ଏବଂ ହାତ ଅଙ୍କା ଜିନିଷର ବେଶ୍ ଚାହିଦା ଥାଏ । ଇଣ୍ଟରନେଟରେ ବି ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବେଶ୍ ପ୍ରଶଂସା ମିଳିଥାଏ । ହେଲେ ଏବେ ଜଗନ୍ନାଥଙ୍କର ଏକ ଚିତ୍ର ଆଙ୍କି ଅଡୁଆରେ ପଡିଛନ୍ତି ଜଣେ ଯୁବକ । ଆଉ ତାଙ୍କ ଭଲ୍ ହୋ ସେ କଇଁଛ ପିଠିରେ ଜଗନ୍ନାଥଙ୍କ…

ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ; କହିଲେ, ବିଜେଡିର ହ୍ୟାଙ୍ଗଓଭର ଯାଇନି..

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ତାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ । ସେ କହିଛନ୍ତି ଯେ, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥିତି,…

ଫୋନରେ ମ୍ୟାଗ୍ନେଟିକ୍ ସ୍ପିକର ରହିଲେ କ’ଣ ଲାଭ? ଏହାର ବ୍ୟବହାର କାହିଁକି ହୋଇଥାଏ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେକୌଣସି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି ଏହାର ସ୍ପିକର କ୍ବାଲିଟି ବିଷୟରେ ଆଲୋଚନା ହୋଇଥାଏ । ଅନେକ ବ୍ରାଣ୍ଡ ଏବେ ସେମାନଙ୍କ ମୋବାଇଲରେ ମ୍ୟାଗ୍ନେଟିକ୍ ସ୍ପିକର ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହି ନାଁ ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ଯେ ଫୋନରେ…

ହେବ କି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ…ନିର୍ବାଚନ ଲଢିପାରିବେ କି ମସ୍କ?, ନୂଆ ଦଳ ଘୋଷଣା ପରେ ଉଠିଲା…

ନୂଆଦିଲ୍ଲୀ: ଶିଳ୍ପପତି ତଥା କୋଟିପତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଶନିବାର ଦିନ ତାଙ୍କର ନୂତନ ଦଳ "ଆମେରିକା ପାର୍ଟି ଇନ୍ ଆମେରିକା" ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏଲୋନ ମସ୍କ ସୋସିଆଲ ମିଡିଆ ପୁର୍ବରୁ ଏନେଇ ଏକ୍ସରେ ସଙ୍କେତ ଦେଇଥିଲେ । ଆଉ…