Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଜର ମେକଅପ୍ କିଟରୁ ଏହି ଜିନିଷଗୁଡିକ ହଟେଇ ଦିଅନ୍ତୁ, ନଚେତ୍ ସ୍କିନ ହେବ ଖରାପ..

ଭୁବନେଶ୍ବର: ମହିଳାଙ୍କୁ ମେକଅପ୍ କରିବାକୁ ପସନ୍ଦ । କିନ୍ତୁ ସେହିଭଳି ମେକଅପ୍ କିଟରୁ ପୁରୁଣା ଜିନିଷ ମଧ୍ୟ ଫୋପାଡି ଦିଆଯିବା ଉଚିତ୍ । ପୁରୁଣା କିମ୍ବା ଏକ୍ସପାରି ଜିନିଷ ଚର୍ମକୁ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ବି ମେକଅପ୍ କିଟ୍ ରେ ପୁରୁଣା ସାମଗ୍ରୀ ବ୍ୟବହାର କରୁଛନ୍ତି, ତେବେ ଏହାକୁ…

ଏହି ଦେଶକୁ କୁହାଯାଏ ‘ମିନି ଇଣ୍ଡିଆ’: ଭାରତ ସହିତ ଏହାର କଣ ରହିଛି ସମ୍ପର୍କ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସରେ ପହଞ୍ଚିଛନ୍ତି। ମୋଦୀ ଆଜିଠୁ ୨ ଦିନିଆ ମରିସସ୍ ଗସ୍ତରେ ଅଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ନିଜେ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି। ତାଙ୍କୁ…

ଏକ୍ସ ଉପରେ ସାଇବର ଆଟାକ ପଛରେ ୟୁକ୍ରେନ୍ ହାତ..

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦୁଇ ଦୁଇ ଥର ଡାଉନ ହେଲା ଏକ୍ସ । ଏହା ପଛରେ ୟୁକ୍ରେନର ହାତ ଥିବା ଅଭିଯୋଗ ଆଣିଲେ ଏକ୍ସର ମାଲିକ ଏଲନ ମସ୍କ । ୟୁକ୍ରେନ୍ ସାଇବର ଆଟାକ୍ ଯୋଗୁଁ, ଏଭଳି ସ୍ଥିତି ଉପୁଜିଲା ବୋଲି କହିଛନ୍ତି ମସ୍କ । ଏଲନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ, ଏକ୍ସ ଗତକାଲି…

‘ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ମାଗନ୍ତୁ’

ଭୁବନେଶ୍ବର: ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ ଓ ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ ସରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ବିରୋଧୀଭାବେ କିପରି କାର୍ଯ୍ୟ କରାଯାଏ ତାହା ଶିଖି…

ବିଧାନସଭା ହାଇଡ୍ରାମା: ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛି ବିଜେଡି

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ଦେଖିବାକୁ ମିଳିଛି ଶାସକ- ବିରୋଧୀଙ୍କ ହାଇଡ୍ରାମା । ପରସ୍ପରକୁ ଟଣାଓଟରା ଏବଂ ହାତାହାତି ଭଳି ସ୍ଥିତିରେ ପହଞ୍ଚିଥିଲେ ନିର୍ବାଚିତ ସଦସ୍ୟ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାବେଳେ ଗୃହକୁ ବାଧ୍ୟ ହୋଇ ମୁଲତବି ରଖିଛନ୍ତି ବାଚସ୍ପତି । ଅନ୍ୟପଟେ…

ମୁହାଁମୁହିଁ ତାରା-ଜୟନାରାୟଣ, ବିରୋଧି ଶାସକ ହାତାହାତି

ଭୁବନେଶ୍ଵର: ଗୃହ ଭିତରେ ମୁହାଁମୁହିଁ ଶାସକ ବିରୋଧି । ଚାଲି ପାରିଲାନି ଗୃହ କାର୍ଯ୍ୟ । ୧୨ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି । ସେପଟେ ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଛି । ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ

ବଲାଙ୍ଗିର: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣବେଳେ ମାଡ଼ିବସିଲା ପୋଲିସ। ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସକୁ ବଲାଙ୍ଗିର ଟାଉନଥାନା ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ୧୮ଶହ ବୋତଲ କଫ୍‌‌ସିରଫ, ଆମ୍ବୁଲାନ୍ସ ସହ ଗୋଟିଏ ସ୍କୁଟି ପୋଲିସ ଜବତ କରିଛି। ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ…

ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ଦିଲ୍ଲୀରେ ହେବ ଡେଷ୍ଟିନେସନ୍ ୱେଡିଂ

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରିଲା ନିର୍ବନ୍ଧ, ଆଜି ପଡିବ ହାତଗଣ୍ଠି। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା। ଦିଲ୍ଲୀର ଏକ ମନ୍ଦିରରେ ହେବ ଡେଷ୍ଟିନେସନ୍…

ବାହା ହେବେ ବିଜେଡି ନେତା ପ୍ରଦୀପ ମାଝୀ, ଗୋଆରେ ହେବ ଡେଷ୍ଟିନେସନ ୱେଡିଂ

ଭୁବନେଶ୍ୱର: ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା…

ଜାଇଫଳ ଦୂର କରେ ଅନେକ ରୋଗ!

ଭୁବନେଶ୍ବର: ରୋଷେଇଘରେ ବ୍ୟବହାର ହେଉଥିବା ଜାଇଫଳ କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଆୟୁର୍ବେଦ ଉପଚାର ଭାବେ ମଧ୍ୟ ବହୁତ କାମ ଦିଏ । ମୁଣ୍ଡ ବିନ୍ଧୁଥିଲେ ଜାଇଫଳ ଘୋରି ଲଗାଇଲେ ଭଲ ହୋଇଯାଏ , ଏଥିସହ ଏହା ଚେହେରାରୁ ବ୍ରଣ ମଧ୍ୟ ଭଲ କରିଥାଏ । ଆସନ୍ତୁ ଜାଣିବା ଏହାର…