Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି…

ହଷ୍ଟେଲରେ ପିଜା ଅର୍ଡର କରି ଅସୁବିଧାରେ ଚାରି ଛାତ୍ରୀ

ପୁନେ: ମହାରାଷ୍ଟ୍ରର ପୁନେରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଏକ ଲେଡିଜ୍ ହଷ୍ଟେଲରେ ପିଜା ଅର୍ଡର କରିବା କାରଣରୁ ଚାରି ଜଣ ଛାତ୍ରୀଙ୍କୁ ହଷ୍ଟେଲରୁ ଗୋଟିଏ ମାସ ପାଇଁ ନିଲମ୍ବିତ କରାଯାଇଛି । ଏଥିପାଇଁ ଏକ ଉପଯୁକ୍ତ ନୋଟିସ ମଧ୍ୟ ଜାରି କରାଯାଇଥିଲା ଏବଂ ଛାତ୍ରୀମାନଙ୍କୁ ଜବାବ…

୭.୫ଲକ୍ଷ ପ୍ରାଇସ୍ ଓ ଦମଦାର୍ ଫିଚର୍ସ ସହ ବଜାରକୁ ଆସିଲା ହୁଣ୍ଡାଇର ଏହି କାର୍..

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ(Hyundai Motor India) ଲୋକପ୍ରିୟ ସେଡାନ୍ ଔରା ପାଇଁ ଏକ ନୂତନ କର୍ପୋରେଟ୍ ଟ୍ରିମ୍ ଆଣିଛି । ଏହି ନୂତନ ଭାରିଆଣ୍ଟ ବିଦ୍ୟମାନ S ଏବଂ SX ଭାରିଆଣ୍ଟ ମଧ୍ୟରେ ଆସିବ । ଉଭୟ ପେଟ୍ରୋଲ ଏବଂ ସିଏନଜି ଇଞ୍ଜିନ୍ ବିକଳ୍ପ ସହିତ ହୁଣ୍ଡାଇ ଔରା…

ଲୋକନାଥ ଦେବଙ୍କ ମହାଶିବରାତ୍ରୀ ଯେପରି ସୂଚାରରୂପେ ଶେଷ ହେବାନେଇ ବୈଠକ ଅନୁଷ୍ଠିତ

ପୁରୀ: ଚଳିତ ବର୍ଷ ଫେବୃଆରୀ ୨୬ ତାରିଖରେ ଅନୁଷ୍ଠିତ ହେବ ମହାଶିବରାତ୍ରୀ । ଲୋକନାଥ ପୀଠରେ ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରାକୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ରାଜ କିଶୋର ଜେନା…

କିନ୍ନର ଅଖାଡାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣୀ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀରୁ ସାଧ୍ୱୀ ହୋଇଥିବା ମମତା କୁଲକର୍ଣ୍ଣିଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣୀ । ମମତା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ସେ…

ଶିବୁ ସୋରେନ ଅସୁସ୍ଥ, ଏୟାର ଆମ୍ବୁଲାନ୍ସରେ ନିଆଗଲା ଦିଲ୍ଲୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍) ସୁପ୍ରିମୋ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଏହି ସମୟରେ ତାଙ୍କ ପୁଅ…

ଆନ୍ତଃରାଜ୍ୟ ସାଇବର ଠକ ଗିରଫ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୂଚନା ରହିଛି । ଗଣମାଧ୍ୟମକୁ ଖବର ଦେଇ ଅତିରିକ୍ତ ଏସପି ମନବ୍ରତା ଶତପଥୀ ସୂଚନା କହିଛନ୍ତି ଯେ,…

ବାଂଲାଦେଶରେ ଅପରେସନ୍ ଡେଭିଲ୍ ହଣ୍ଟ

ନୂଆଦିଲ୍ଲୀ: ବାଂଲାଦେଶରେ ବିରୋଧ କଲେ ଆକ୍ସନ୍ । ମୁହଁ ଖୋଲିଲେ ଯିବେ ଜେଲ୍ । ସରକାର ସହିବେନି ସମାଲୋଚନା । ୟୁନୁସ ସରକାରଙ୍କ ଅପରେସନ୍ ଡେଭିଲ୍ ହଣ୍ଟ । ବାଂଲାଦେଶରେ ଏବେ ମହମ୍ମଦ ୟୁନୁସ ସରକାର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ପାଦରେ ଦଳି ଦେଇଛନ୍ତି । ନିକଟରେ ସରକାରର ସମାଲୋଚନା କରିବାରୁ…

ନୀତିଶଙ୍କ ଚିନ୍ତା ବଢାଇବ କି ଦିଲ୍ଲୀ ଫଳାଫଳ?

ନୂଆଦିଲ୍ଲୀ: ଦିଲ୍ଲୀ ଜିତିବା ପରେ ଜୋଶରେ ବିଜେପି । ଏବେ ପରବର୍ତ୍ତୀ ଟାର୍ଗେଟ୍ ବିହାର । ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାରରେ ପଦ୍ମ ଫୁଟାଇବାକୁ କମର କଷିଲେଣି ବିଜେପି ନେତା । ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଲ୍ଲୀ ନିର୍ବାଚନ ଫଳ…

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ ବିହାରୀ ବଡକୁମାର । ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ…