Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରୂପା ନିବେଶକଙ୍କ ପ୍ରଥମ ପସନ୍ଦ;ଚଳିତବର୍ଷ ଏଯାଏଁ ଦେଲାଣି ୧୧% ରିଟର୍ଣ୍ଣ

ଭୁବନେଶ୍ବର:ପୁଞ୍ଜି ବଜାରରେ ଅନିଶ୍ଚିତତା ମଧ୍ୟରେ ରୂପା ଏକ ଆକର୍ଷଣୀୟ ବିନିଯୋଗ ବିକଳ୍ପ ପାଲଟିଛି । ଚଳିତ ବର୍ଷ ଏହା ପ୍ରାୟ ୧୧% ରିଟର୍ଣ୍ଣ ଦେଇଛି । ବିଶେଷଜ୍ଞ ଅନୁସାରେ ରୂପା ଆଗାମୀ ୨-୩ବର୍ଷ ମଧ୍ୟରେ ନିବେଶକମାନଙ୍କୁ ଆହୁରି ଭଲ ରିଟର୍ଣ୍ଣ ଦେଇପାରେ । ବିଶେଷଜ୍ଞମାନେ ଏହା ମଧ୍ୟ…

ମୋବାଇଲରେ କାହିଁକି ୨ଟି ମାଇକ୍ରୋଫୋନ୍ ଦିଆଯାଇଥାଏ ?

ଭୁବନେଶ୍ବର: ଆପଣ ବର୍ଷ ବର୍ଷ ଧରି ଫୋନ୍ ବ୍ୟବହାର କରିଆସୁଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଫୋନ୍ କମ୍ପାନୀଗୁଡିକ ଗୋଟିଏ ନୁହେଁ ଦୁଇଟି ମାଇକ୍ରୋଫୋନ୍ କାହିଁକି ପ୍ରଦାନ କରନ୍ତି? କିଛି ଜଣ ଏହି ପ୍ରଶ୍ନର ଉତ୍ତର ଜାଣିଥିବେ ଓ ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ବିଷୟରେ ଅବଗତ ନୁହଁନ୍ତି । ଆଜି…

ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଚକ୍ଷୁ ରୋଗୀ

ରାୟଗଡା: ରାୟଗଡାରୁ କୋରାପୁଟ ଯାଇଥିବା କେଆର ରେଳ ଲାଇନର କଞ୍ଜାମଯୋଡି ନିକଟରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି। ଆମ୍ବୁଲାନ୍ସରେ ଥିବା ଆଶା ଦିଦିଙ୍କ ସହ ୮ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାୟଗଡା ଠାରୁ କୋରାପୁଟ ଅଭିମୁଖେ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ…

ଉମରକୋଟ ଓ ରାଇଘରରେ ଆଉ ରହିବନି ଭୋଲ୍ଟେଜ ସମସ୍ୟା, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଏଭିଆର ସ୍ଥାପିତ

ବ୍ରହ୍ମପୁର: ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ତଥା ଗୁଣାତ୍ମକ ବିଜୁଳି ସେବା ଯୋଗାଇବାରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ-ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପ୍ରତିବଦ୍ଧ ରହିଛି। କୃଷି ପାଇଁ ଆବଶ୍ୟକୀୟ ବିଦ୍ୟୁତ ସମେତ ବର୍ଦ୍ଧିଷ୍ଣୁ ବିଜୁଳି…

ରାଜ୍ୟରେ ରହିଛନ୍ତି ୩୭୩୮ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଦ୍ୱାରା ଭୁବନେଶ୍ୱରରେ ଦଶ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ପରେ ରାଜ୍ୟରେ ଏକ ବଡ଼ ଧରଣର ଅନୁପ୍ରବେଶ ରାକେଟ୍ କାର୍ଯ୍ୟ କରୁଥିବାର ସମ୍ଭାବନା ଦେଖାଦେଇଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅବୈଧ ଭାବରେ…

ନେପାଳକୁ ଫେରିବ ରାଜା ଶାସନ !

ନୂଆଦିଲ୍ଲୀ: ନେପାଳକୁ ପୁଣି ଫେରିବ କି ରାଜା ଶାସନ? ୧୬ବର୍ଷ ତଳେ ନେପାଳ ବିଶ୍ବର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା । ୨୦୦୮ପର୍ଯ୍ୟନ୍ତ ନେପାଳରେ ରାଜତନ୍ତ୍ର ରହିଥିବା ବେଳେ, ରାଜା ଥିଲେ ଜ୍ଞାନେନ୍ଦ୍ର ଶାହା । ତେବେ ମାଓବାଦୀ ଆନ୍ଦୋଳନ ତଥା ବାମପନ୍ଥୀ କ୍ରାନ୍ତି ପରେ ନେପାଳରେ କ୍ଷମତା…

ମହିଳା ବିରୋଧୀ ହିଂସା ରୋକିବ ‘ଲିପଷ୍ଟିକ୍‌ ଗନ୍‌’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ, ଦ୍ୱିତୀୟ ବର୍ଷ ବି.ଟେକ୍‌ର ୨ ଛାତ୍ରୀ ମହିଳାଙ୍କ ସୁରକ୍ଷା ପାଇଁ ଏକ ଅନନ୍ୟ 'ଲିପଷ୍ଟିକ୍ ଗନ୍' ତିଆରି କରିଛନ୍ତି। ଏହି ସ୍ୱତନ୍ତ୍ର ଡିଭାଇସ୍ ଦୁଷ୍କର୍ମ କିମ୍ବା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମହିଳାଙ୍କ…

କାହିଁକି ଡିଏମକେ ସାଂସଦଙ୍କ ଉପରେ ରାଗିଗଲେ ଧର୍ମେନ୍ଦ୍ର?

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ମୁହାଁମୁହିଁ । ଭାଷାକୁ ନେଇ କଥା କଟାକଟି । ପ୍ରଶ୍ନକାଳରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ସଂସଦରେ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ପ୍ରଶ୍ନକାଳରେ ପିଏମ୍ ଶ୍ରୀରେ ସ୍କୁଲ ଫଣ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ ଡିଏମକେ…

ହଂସିତା ଅଭିଲିପ୍ସାଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ସୋମବାର ଜାମିନ୍‌ ମିଳିଛି। ଭୁଲ୍‌ ତଥ୍ୟ ଦେଇ ପାସପୋର୍ଟ ହାତେଇବା ମାମଲାରେ ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିଛନ୍ତି। ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି। ସହଯୋଗୀ ଅନିଲ ମହାନ୍ତିଙ୍କ…

୩ ବର୍ଷ ଭିତରେ ପାଣିରେ ବୁଡି ଗଲାଣି ୨ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ଗତ ତିନି ବର୍ଷ ଭିତରେ ବୁଡ଼ି କରି ଗଲାଣି ୨୦୬୪ ଜଣଙ୍କର ମୃତ୍ୟୁ । ଏନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନଦୀ, ପୋଖରୀ ଏବଂ ସମୁଦ୍ରରେ ବୁଡ଼ି ୨୦୬୪ ମୃତ୍ୟୁ ହୋଇଛି । ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ…