Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତା ୩ରେ ଜନ ଅଭିଯୋଗ ଶୁଣାଣି; କାଲିଠୁ ପଞ୍ଜୀକରଣ

ଭୁବନେଶ୍ବର: ଫେବୃୟାରୀ ୩ ତାରିଖ ସୋମବାରରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ ୩୧…

ପରିବାର ସଦସ୍ୟଙ୍କୁ ନିଶାଦେଇ ନାବାଳିକା ଫେରାର

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର ହୋଇଯାଇଛି ନାବାଳିକା । ପରିବାର ଲୋକେ ଯାଜପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଥିବା ବାପା…

ସରସ୍ୱତୀ ପୂଜାକୁ ନେଇ ତୁଟିଲା ଦ୍ବନ୍ଦ୍ବ; ଏହି ଦିନ ହେବ ପାଳନ

ଭୁବନେଶ୍ୱର: ସରସ୍ୱତୀ ପୂଜା ପାଳନର ସଠିକ୍ ତାରିଖକୁ ନେଇ ସାରା ଓଡ଼ିଶାର ଭକ୍ତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଯାହାର ଅନ୍ତ ଘଟିଛି। ବିଭିନ୍ନ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖ ଥିବାରୁ ଏକ ବିବାଦ ଉପୁଜିଥିଲା। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ…

ମୋଟର ଯାନ ଫିଟନେସ୍ ପରୀକ୍ଷା ହେବ ତ୍ରୁଟିଶୂନ୍ୟ, ଆସିଲା ଏଟିଏସ ବ୍ୟବସ୍ଥା

ଭୁବନେଶ୍ୱର: ମୋଟର ଯାନ ଫିଟନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ)। ସୂଚନା ଅନୁଯାୟୀ, କଟକ ଆରଟିଓ ଅଧୀନରେ ଏହା ସ୍ଥାପନା ହୋଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି, ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ସିମ୍ପାଞ୍ଜି ‘ଦୁର୍ଗା’ ପ୍ରଥମ ଥର ମା’ ହୋଇଥିବା ଜଣାପଡିଛି । ସେ ଏକ ସନ୍ତାନକୁ ଜନ୍ମ ଦେଇଛି । ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ…

ପୋଲିସକୁ ବଡ଼ ସଫଳତା: ୪ ଲୁଟେରା ଗ୍ୟାଙ୍ଗ ଗିରଫ, ଜଣେ ଞ୍ଜିନିୟରିଂ ଛାତ୍ର ସାମିଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅର୍ନ୍ତଗତ ରାଳବ ରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀ ନାମକ ଜଣେ ବାସିନ୍ଦାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ତଦନ୍ତରୁ ଜଣାପଡିଛି ଯେ ଏହି ଘଟଣାରେ ଜଣେ ଇଞ୍ଜିନିୟର ଛାତ୍ର ହାତ ଅଛି। ଗତ ବର୍ଷ ଡିସେମ୍ବର ମାସ ୧୯…

କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଦିଆଯିବ ମାଗଣା ଟୀକା

ଭୁବନେଶ୍ୱର: କୁଷ୍ଠ ରୋଗୀ ଓ ତାଙ୍କ ସଂସ୍ପର୍ଶରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ଖବର। କୁଷ୍ଠ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ଦିଆଯିବ ମାଗଣା ଟୀକା। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା ପରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଇସିଏମଆର ହେବ ନୋଡାଲ…

୨୭ବର୍ଷ ହେଲା ଖୋଜୁଥିଲେ କୁମ୍ଭମେଳାରେ ପାଇଲେ…

ନୂଆଦିଲ୍ଲୀ: ଥିଲେ ଗଙ୍ଗାସାଗର ଯାଦବ ହେଲେ ବାବା ରାଜକୁମାର ! ସିଧାସାଧା ସଂସାରୀ ମଣିଷରୁ ଅଘୋରୀ ବାବା ! ପରିବାରକୁ ଚିହ୍ନିବାକୁ ବାବା ନାରାଜ ! ସତ ଜାଣିବାକୁ ବାବାଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କଲେ ପରିବାର । ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ୨୭ବର୍ଷ ପରେ ହଜିଲା ପୁଅକୁ ପାଇଥିବା…

ପ୍ରଧାନମନ୍ତ୍ରୀଙ୍କ ଫିଟନେସ୍ ମନ୍ତ୍ର, ମେଦବହୁଳତା ହ୍ରାସ ପାଇଁ କରିବାକୁ ହେବ ଏହି କାମ..

ନୂଆଦିଲ୍ଲୀ: ଦେଶରେ ମେଦବହୁଳତା ବୃଦ୍ଧି ପାଉଥିବା ସମସ୍ୟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡରେ ଜାତୀୟ କ୍ରୀଡାର ଉଦଘାଟନୀ ଉତ୍ସବରେ ମୋଦି ତାଙ୍କ ଭାଷଣରେ କହିଛନ୍ତି ଯେ, 'ଆପଣ ସମସ୍ତେ ଫିଟନେସ ବୁଝନ୍ତି, ତେଣୁ ମୁଁ ଏକ ଚ୍ୟାଲେଞ୍ଜ…

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନୂଆଦିଲ୍ଲୀ: ଦିନେ ଦିଲ୍ଲୀର ଲାଇଫ୍ ଲାଇନ୍ ରହିଥିବା ଯମୁନା ଏବେ ପାଲଟିଛି ରାଜନୀତିର କେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଯମୁନାରେ ଜହରକୁ ନେଇ ବଡ଼ ଅସ୍ତ୍ର ଛାଡିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ପ୍ରଦୂଷଣ ପଛରେ ହରିୟାଣାର ବଡ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି…