Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ତଷ୍ଟ୍ରିଆଲ ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ । ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ…

ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ଗଞ୍ଜେଇ ସହ ୪ ଗିରଫ

ବୌଦ୍ଧ: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ ୧୩୧୩ କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଗଞ୍ଜେଇ ଚୋରା ଚାଲାଣ ପାଇଁ…

ମହାକୁମ୍ଭମେଳା ଦଳାଚକଟା: ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା, ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଅମୃତ ସ୍ନାନ ପୂର୍ବରୁ ଦଳାଚକଟାରେ ୧୨ରୁ ଅଧିକ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା କୁହାଯାଉଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସପିଟାଲରେ…

ଦେବଗଡ଼ ପୌରାଧ୍ୟକ୍ଷା ବହିଷ୍କୃତ

ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି। ଶାନ୍ତିମଞ୍ଜରୀ ଦେଇ ଅଯୋଗ୍ୟ ଘୋଷିତ ହେବା ସହ ତାଙ୍କୁ ତତ୍କାଳ କାର୍ଯ୍ୟରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତିମଞ୍ଜରୀ ଦେଇଙ୍କୁ ବହିଷ୍କାର କଲେ ସରକାର। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ…

ନିଜ ଘରେ କିମ୍ବା ଗାଡିରେ ବ୍ୟବହାର କରିପାରିବେନି ଏହି ପ୍ରତୀକ, ନଚେତ୍ ଯାଇପାରନ୍ତି ଜେଲ୍

ଅନେକ ସମୟରେ ସୂଚନା ଅଭାବରୁ ଲୋକମାନେ ବଡ଼ ଆଇନଗତ ଅପରାଧ କରନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ସେମାନଙ୍କ ଗାଡ଼ି ଆଗରେ କିମ୍ବା ପଛରେ ଜାତୀୟ ପତାକା ଲଗାଇ ବୁଲନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି କି ସାଧାରଣ ଲୋକଙ୍କ ଘର କିମ୍ବା ଯାନରେ ଜାତୀୟ ପ୍ରତୀକ ବ୍ୟବହାର କରିପାରିବେ ନାହିଁ।…

ବ୍ୟାବସାୟିକ ଭିତ୍ତିରେ ଏମୁ ଚାଷ

ଭୁବନେଶ୍ବର: ଏମୁ ପକ୍ଷୀର ଅଣ୍ଡା,ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି । ଅଷ୍ଟ୍ରେଲିଆରୁ ଜାତ ଏହି ପକ୍ଷୀଉଡିପାରେ…

ମହାକୁମ୍ଭ ଅଘଟଣ: ସ୍ଥିତି ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ସ୍ଥିତିକୁ ମନିଟରିଂ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ସହ ଫୋନରେ କଥା ହେଲେ ମୋଦୀ । ଏକ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଯୋଗୀଙ୍କ ସହ କଥା ହେଲେ ମୋଦୀ । ଯୋଗୀଙ୍କ ସହ କଥା ହୋଇ ସ୍ଥିତି ସଂପର୍କରେ…

ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ହେଲା ଐତିହାସିକ ଉତକ୍ଷେପଣ । ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଲା ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩…

ପଛୁଆ ଚାଲିଲେ ହାର୍ଟ ରହେ ସୁସ୍ଥ

ଭୁବନେଶ୍ବର : ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ । ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି  ପ୍ରମାଣିତ କରିଛନ୍ତି । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା…

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା, ୧୦ ମୃତ ଆଶଙ୍କା

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ବଡ ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଏପରି ଦଳାଚକଟା ପରିସ୍ଥିତି ଉପୁଜିଛି…