Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପଛୁଆ ଚାଲିଲେ ହାର୍ଟ ରହେ ସୁସ୍ଥ

ଭୁବନେଶ୍ବର : ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ । ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି  ପ୍ରମାଣିତ କରିଛନ୍ତି । ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା…

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା, ୧୦ ମୃତ ଆଶଙ୍କା

ପ୍ରୟାଗରାଜ: ମୌନୀ ଅମାବାସ୍ୟାରେ ବଡ ଅଘଟଣ । ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ବେଳେ ଏପରି ଦଳାଚକଟା ପରିସ୍ଥିତି ଉପୁଜିଛି…

ଶବାସନ କଲେ ମଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଶବାସନ କଲେ ଆପଣ ଶରୀରର ସମସ୍ତ କ୍ଳାନ୍ତି ଦୂର ହୋଇଥାଏ । ବିଧି ପ୍ରଥମେ ଯୋଗ ମ୍ୟାଟ ବିଛେଇ ବସିଯାଆନ୍ତୁ । ଏହାପରେ ପିଠି ମାଡ଼ି ଶୋଇପଡନ୍ତୁ ଏବଂ ଆଖି ବନ୍ଦ କରନ୍ତୁ ।  ଉଭୟ ଗୋଡକୁ ଅଲଗା ରଖନ୍ତୁ । ଉଭୟ ହାତ ଶରୀରଠାରୁ ଟିକିଏ…

ରଦ୍ଦ ହେବ କି ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ?

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବଜେଟ ଅଧିବେଶନ। ଚଳିତମାସ ୩୧ ତାରିଖରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବେ । ସବୁ ବର୍ଗର ଲୋକେ ବଜେଟ ଉପରେ ନଜର ରଖିଛନ୍ତି । ସରକାର…

ସମାଜସେବୀ ଦୁର୍ଯୋଧନ ପ୍ରଧାନଙ୍କ ପରଲୋକ

ସାତପଡା : ପୁରୀ ଜିଲ୍ଲା ସାତପଡ଼ାର ବିଶିଷ୍ଟ ସମାଜସେବୀ ତଥା ସାମାଜିକ ନ୍ୟାୟର ଅଗ୍ରଣୀ ବ୍ୟକ୍ତିତ୍ବ ଦୁର୍ଯ୍ୟୋଧନ ପ୍ରଧାନଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ଜାନୁଆରି ୨୭ ତାରିଖରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।…

ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଲାଗୁ ହେଲା ଡ୍ରେସ କୋଡ୍

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ସବୁବେଳେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ଡ୍ରେସ କୋଡ୍ ଲାଗୁ କରାଯାଇଛି। ସାରା ଦେଶରୁ ଭକ୍ତମାନେ ସିଦ୍ଧିବିନାୟକ ମନ୍ଦିରକୁ ଭଗବାନ  ଗଣେଶଙ୍କ ଦର୍ଶନ ପାଇଁ ଆସିଥାନ୍ତି।…

ଲଞ୍ଚ ହେଲା ଇନଫିନିକ୍ସର ନୂଆ ସ୍ମାର୍ଟଫୋନ୍ ; ମୂଲ୍ୟ ମାତ୍ର ୬,୧୯୯ ଟଙ୍କା

ନୂଆଦିଲ୍ଲୀ: ଆଜି  ଇନଫିନିକ୍ସ ଭାରତ ବଜାରରେ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ବଜାରକୁ ଆଣିଛି infinix smart 9hd ନାମକ ଏକ ଫୋନ । ଏହି ଫୋନରେ ୫୦୦୦ mAhର ଏକ ପାୱାରଫୁଲ ବ୍ୟାଟେରୀ ରହିଛି । ଫଳରେ ଫୋନକୁ ଦୀର୍ଘ ସମୟ ଚାର୍ଜରେ ରଖିବ ।  ସ୍ମାର୍ଟଫୋନର ମୂଲ୍ୟ…

ସାର୍କ ଟ୍ୟାଙ୍କର ଜଜଙ୍କ କମ୍ପାନୀର କେତେ ହେଉଛି କ୍ଷତି… 

ନୂଆଦିଲ୍ଲୀ: ସାର୍କ ଟ୍ୟାଙ୍କର ଜଜଙ୍କ କେତେ ହେଉଛି କ୍ଷତି। ଆରପିଜି ଗ୍ରୁପ୍ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ସାର୍କ ଟ୍ୟାଙ୍କ୍ ଇଣ୍ଡିଆର ବିଚାରପତିମାନଙ୍କ କ୍ଷତି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯାହାପରେ ସୋସିଆଲ୍ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଗୋଏଙ୍କା ଏହି ଶୋ’ର ଜଣେ ବଡ଼…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ: ବ୍ୟାଙ୍କ୍ ଯିବାକୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାରି ନଥିବା ମହିଳା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଏନ୍‌ପିସିଆଇ ତ୍ରୁଟି ରହିଛି,…

ମୋବାଇଲ୍ ଫୋନ୍ ଗିଳିଦେଲେ ମହିଳା, ଆଉ ତାପରେ…

ଅମରାବତୀ: ହୁଏତ ଆପଣ ଶୁଣିଥିଲେ କେହି କେହି ଟଙ୍କା , ଲୁହା କିମ୍ବା ମୁଣ୍ଡର ଚୁଟି ଖାଇ ବିପଦରେ ପଡଛନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ମୋବାଇଲ ଫୋନ ଗିଳିବା କଥା? କଥାଟି ଶୁଣିବାକୁ ଅଜବ ଲାଗିଲେ ବି ସତ। ପ୍ରକୃତରେ ଏହି ମାମଲାଟି ଆନ୍ଧ୍ରପ୍ରଦେଶର କାକିନାଡାର ରାଜମହେନ୍ଦ୍ରଭରମରୁ ଆସିଛି।…