Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀରେ ବିଜେପିର ୟୁପି ଫର୍ମୁଲା

ନୂଆଦିଲ୍ଲୀ: ମହିଳା ସୁରକ୍ଷାକୁ ଗୁରୁତ୍ବ । ଦିଲ୍ଲୀ ଜଗିବେ ଆଣ୍ଟି ରୋମିଓ ସ୍କାଡ ! ଦିଲ୍ଲୀରେ ବିଜେପିର ୟୁପି ଫର୍ମୁଲା । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ବିଜେପି ଇସ୍ତାହାର ପତ୍ରର ତୃତୀୟ ଭାଗରେ ଅନେକ ପ୍ରତିଶ୍ରୁତି ଦେଇଛି। ମହିଳା ସୁରକ୍ଷାକୁ…

ଇସ୍ରୋର ୧୦୦ତମ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ, ଜାଣନ୍ତୁ କଣ ଏହି ଏନବିଏସ୍-୦୨

ଅମରାବତୀ: ଇସ୍ରୋ ଏହାର ମହାକାଶ ଅନୁସନ୍ଧାନ ଯାତ୍ରାରେ ଆଉ ଏକ ବଡ଼ ସଫଳତାକୁ ଯୋଡିବାକୁ ଯାଉଛି। ଶ୍ରୀହରି କୋଟା ସତୀଶଧବନ କ୍ଷେପଣାସ୍ତ୍ର ଘାଟିରୁ GSLV-F15 ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଇସ୍ରୋ। ଏହା ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର କାରଣ ଏହା ୧୦୦ତମ ରକେଟ୍‌ର ଉତକ୍ଷେପଣ। ଯାହା ପରେ ଇତିହାସ…

ଏହି କ୍ରେଡିଟ୍ କାର୍ଡରେ ମିଳିବ ଭରପୂର ରିଓ୍ବାର୍ଡ ସହିତ  କ୍ୟାସବ୍ୟାକ୍ 

ଭୁବନେଶ୍ବର: ଏକ କ୍ରେଡିଟ୍ କାର୍ଡ ନେବାବେଳେ, ନିଜର ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ସବୁବେଳେ ଏକ ବ୍ରାଣ୍ଡର ଆଉଟଲେଟ୍ ରେ ସପିଂ କରନ୍ତି, ତେବେ ଏପରି କ୍ରେଡିଟ୍ କାର୍ଡ ବାଛନ୍ତୁ ଯାହା ପ୍ରତ୍ୟେକ କ୍ରୟ ଉପରେ ରିଓ୍ବାର୍ଡ କିମ୍ବା କ୍ୟାସବ୍ୟାକ୍ ପ୍ରଦାନ କରେ । ସେହିଭଳି,…

ନିର୍ବାଚନୀ ଚାନ୍ଦାରେ ଧନବର୍ଷା: ଶୀର୍ଷରେ ବିଜେପି, କଂଗ୍ରେସ ବି ଚମକାଇ ଦେଲା

ନୂଆଦିଲ୍ଲୀ: କେଉଁ ଦଳ ଉପରେ କେତେ ଧନବର୍ଷା କରିଛନ୍ତି ଲୋକେ ? ନିର୍ବାଚନୀ ଚାନ୍ଦା କରିଛି ମାଲେମାଲ । ଏବେ ସବୁଠି ବିଜେପି ଟିକେ ଭାରି ପଡିଥିବା ବେଳେ ଚାନ୍ଦା ଆଦାୟରେ ବି ସମସ୍ତଙ୍କୁ ପଛରେ ପକାଇଛି । ହେଲେ ଏଥର କଂଗ୍ରେସର ଚାନ୍ଦା ବି ସମସ୍ତଙ୍କୁ ଚମକାଇ ଦେଇଛି । ପୂର୍ବ ଅପେକ୍ଷେ ରେକର୍ଡ…

ମନ ବଦଳାଇଲେ କୋଲକାତା ଡାକ୍ତରଙ୍କ ମା’ବାପା: କହିଲେ, ଫାଶୀ ନୁହେଁ…

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣା, ଏବେ ବି ସମସ୍ତଙ୍କ ମନରେ ଦୋଷୀ ସଞ୍ଜୟ ପ୍ରତି ଘୃଣା ଭାବ ଭରିକି ରଖିଛି । ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ଦାବି ରହିଛି । ଯାହାକୁ ନେଇ ତଳ କୋର୍ଟ ଆଜୀବନ ମୃତ୍ୟୁ ଦଣ୍ଡରେ ଅଭିଯୁକ୍ତ ସଂଞ୍ଜୟକୁ ଦଣ୍ଡିତ କରିବା ପରେ ଏହାକୁ ନେଇ…

ପୁଣି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲେ ଦୁର୍ବୃତ୍ତ

ଭୁବନେଶ୍ଵର: ଚୋରଙ୍କ ଟାର୍ଗେଟରେ କି କଂଗ୍ରେସ ନେତା! ଥରେ ନୁହେଁ ଦୁଇ ଥର ହେଲାଣି ଚୋରି । ଜାଣିଶୁଣି କେହି ଟାର୍ଗେଟ କରୁଛି କି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ? ଏପରି ଅନେକ ପ୍ରଶ୍ନ ସାମ୍ନାରେ ଥିବା ବେଳେ ଆଜି ପୁଣି ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ କରାଯାଇଛି…

ପାଦରେ ସୁନାର ଅଳଙ୍କାର କାହିଁକି ପିନ୍ଧନ୍ତି ନାହିଁ?

ଭୁବନେଶ୍ବର:ଆପଣ ଦେଖିଥିବେ ମହିଳାମାନେ ନିଜ ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ। ତେବେ କାହିଁକି ପାଦରେ ସୁନାର ଅଳଙ୍କାର ପିନ୍ଧନ୍ତି ନାହିଁ ଆପଣ ଜାଣିଛନ୍ତି କି.. ଭଗବାନ ବିଷ୍ଣୁଙ୍କୁ ସୁନା  ପ୍ରିୟ । ସୁନାର ଗହଣା ପିନ୍ଧିଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ହଳଦିଆ ରଙ୍ଗ…

ଚାକିରି ଚାପରେ ବୃଦ୍ଧି ପାଉଛି ଅସ୍ଥିରତା: ପ୍ରତି ୧୦ ଜଣ ଯୁବକଙ୍କ ମଧ୍ୟରୁ ୯ ଜଣ ଅବସାଦ ଓ ଚିନ୍ତାରେ ପୀଡିତ

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଚୁନ୍ତା ଓ ଚାପର ସମସ୍ୟା ସବୁଠାରୁ ଗମ୍ଭୀର ହେବାରେ ଲାଗିଛି। ଏହି ଚାପ ସେମାନଙ୍କୁ ଅସ୍ଥିର କରିଦେଉଛି। ଯାହା ଯୋଗୁଁ ଯୁବପିଢ଼ି କମ୍ ବୟସରେ ଡିପ୍ରେସନର ଶିକାର ହେଉଛନ୍ତି। ବିଶେଷକରି କର୍ମଜୀବୀ ଯୁବକ ଓ ଯୁବତୀ, ଅର୍ଥାତ୍ ଯେଉଁମାନେ ଚାକିରି କରୁଛନ୍ତି…

ବଜାରକୁ ଆସିଲା Bajaj Pulsar N160ର ସିଙ୍ଗଲ ସିଟ୍‌ ଭାରିଏଣ୍ଟ ,ଜାଣନ୍ତୁ ପ୍ରାଇସ୍

ନୂଆଦିଲ୍ଲୀ: ବଜାଜ ଅଟୋ ନିଜର ସବୁଠୁ ଲୋକପ୍ରିୟ ପଲସର ସିରିଜର ବାଇକ୍‌ Bajaj Pulsar N160 ଏକ ନୂଆ ବେସ୍‌ ଭାରିଏଣ୍ଟକୁ ଲଞ୍ଚ କରିଛି । ଏଥିରେ ରହିଛି ସିଙ୍ଗଲ୍‌ ସିଟ୍‌ । ଦେଶର ଲୋକପ୍ରିୟ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ପାରିବାରିକ ଆବଶ୍ୟକତାକୁ ନଜରରେ ରଖି ଏହି ଗୋଟିଏ ସିଟ୍‌…

ରାୟଗଡା, କେନ୍ଦୁଝରରେ ପ୍ଲାଣ୍ଟ: ନିବେଶ ହେବ ଲକ୍ଷେ ୭୦ ହଜାର କୋଟି

ଭୁବନେଶ୍ବର: ଉତ୍କର୍ଷ ଓଡିଶା ଆରମ୍ଭରୁ ହିଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପୁଞ୍ଜି ନିବେଶ । ରାୟଗଡା ଏବଂ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ନିବେଶ କରିବେ ନିବେଶକ । ରାୟଗଡାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ…