Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ଡ୍ରାଇଭର ଗିରଫ

କଟକ: ସାଧାରଣତନ୍ତ୍ର ଦିବସରେ ଘଟିଥିବା ଅଘଟଣରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଅଂଶୁପା ରାସ୍ତାରେ ପିକଅପ୍ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣାରେ ଗିରଫ ହେଲା ଡ୍ରାଇଭର। ଡ୍ରାଇଭର ଗଗନା ନନ୍ଦ ପୃଷ୍ଟିକୁ ଗିରଫ କରିଛି ବାଙ୍କୀ ପୋଲିସ। ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରୁଥିବାବେଳେ ଗଗନା…

ସବୁଠାରୁ ଶସ୍ତା ବ୍ୟକ୍ତିଗତ ଲୋନ କେଉଁଠୁ ପାଇବେ ?

ଭୁବନେଶ୍ବର: ଯଦି ଆପଣ ବ୍ୟକ୍ତିଗତ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ବ୍ୟାଙ୍କ ସର୍ବନିମ୍ନ ସୁଧ ହାରରେ ଲୋନ ପ୍ରଦାନ କରୁଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ସହିତ ଆପଣଙ୍କୁ ଲୋନ ଉପରେ କମ୍ ସୁଧ ଦେବାକୁ ପଡିବ ଏବଂ ଆପଣଙ୍କର ଇଏମଆଇ ମଧ୍ୟ କମ୍ ରହିବ । ଅନେକ…

ଦିଲ୍ଲୀର ଯୁବକଙ୍କୁ ଗଞ୍ଜାମରେ ଅପହରଣ, ନାଗ ସାପ ଦେଖାଇ ଡରାଉଥିଲା ଦୁର୍ବୃତ୍ତ

ଗଞ୍ଜାମ: ଦିଲ୍ଲୀର ଯୁବକଙ୍କୁ ଗଞ୍ଜାମରେ କରାଯାଇଛି ଅପହରଣ। ଦିଲ୍ଲୀର ଜଣେ ଯୁବକଙ୍କ ସମେତ ୪ ଜଣଙ୍କୁ ଅପହରଣ କରାଯାଇଥିବା ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ୪ ଜଣଙ୍କୁ ଅପହରଣ ପରେ ନାଗ ସାପ ଦେଖାଇ ଡରାଉଥିଲା ଦୁର୍ବୃତ୍ତ। କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇବା…

ନୂଆ ସାଟେଲାଇଟ୍ ଯୋଜନା ଡାଇରେକ୍ଟ-ଟୁ-ସେଲ୍: ଖୁବଶୀଘ୍ର ବିନା ନେଟୱର୍କରେ ପାଇବେ ସର୍ଭସ

ନୂଆଦିଲ୍ଲୀ: ଆଜି ଆରମ୍ଭ ହେବାକୁ ଯାଉଛି ଡାଇରେକ୍ଟ ଟୁ ସେଲ୍ ସାଟେଲାଇଟ୍ ଯୋଜନାର ପରୀକ୍ଷଣ। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ ଘୋଷଣା କରିଛନ୍ତି ଯେ ଷ୍ଟାରଲିଙ୍କ ଡାଇରେକ୍ଟ-ଟୁ-ସେଲ୍ ସାଟେଲାଇଟ୍ ସେବା ଆଜି ଅର୍ଥାତ୍ ଜାନୁଆରୀ ୨୭ରୁ ଏହାର ବିଟା ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିବ। ସେ ଏକ୍ସରେ…

ଇତିହାସ ରଚିବ ଉତ୍ତରାଖଣ୍ଡ, ଦେଶର ପ୍ରଥମ ରାଜ୍ୟରେ ଲାଗୁହେବ ୟୁସିସି

ଡେରାଡୁନ: ଆଜିଠୁ ଦେଶର ପ୍ରଥମ ରାଜ୍ୟ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁସିସି ବା ସମାନ ନାଗରିକ ସଂହିତା। ରାଜ୍ୟ ସଚିବାଳୟରେ ୟୁସିସି ପୋର୍ଟାଲ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନେବେ। ଏହା ଭାରତର ପ୍ରଥମ ରାଜ୍ୟ ହେବ ଯେଉଁଠାରେ…

ଯାତ୍ରୀବାହୀ ବସ୍ ଓଲଟି ୨ମୃତ: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଗହମ ଗାଁ ନିକଟ ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।…

ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା

ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି ।  ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ  ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ…

ଫୁଲକୋବିର ନାଡ ଖାଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର:ଶୀତ ଦିନରେ ହାଟମାନଙ୍କରେ ଫୁଲକୋବି ଅଧିକ ପରିମାଣରେ ମିଳେ । ଏହି ସମୟରେ ଫୁଲକୋବି ଭଜା, ତରକାରୀ, ଚିଲି, ପକୁଡି ରାନ୍ଧି ଖାଇଥାଉ । ତେବେ ଜାଣିଛନ୍ତି କି ଏହି ଫୁଲକୋବି ନାଡ, ପତ୍ରରେ ମଧ୍ୟ ଅନେକ ପୋଷକତତ୍ତ୍ବ ଭରି ରହିଛି । ଏଥିରେ ଭିଟାମିନ୍ ଏ , ଫାଇବର୍ , ପ୍ରୋଟିନ୍ ,…

ଏବେ ବିନା ଇଣ୍ଟରନେଟରେ ୟୁଟ୍ୟୁବରେ ଦେଖିପାରିବେ ସର୍ଟସ

ନୂଆଦିଲ୍ଲୀ: ୟୁଟ୍ୟୁବ ବିଶ୍ବର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ । ୟୁଟ୍ୟୁବ ୟୁଜରମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଗୁଗଲ ସମୟ ସମୟରେ ନୂଆ ଫିଚର ଆଣିଥାଏ  । ବର୍ତ୍ତମାନ ୟୁଟ୍ୟୁବ୍ ପ୍ରିମିୟମ୍ ୟୁଜରଙ୍କ ପାଇଁ ପାଞ୍ଚଟି ନୂଆ ଦମଦାର ଫିଚର ଆଣିଛି । ଏହି ଫିଚର ମନୋରଞ୍ଜନକୁ ସହଜ…

ମହିଳା ହକି ଇଣ୍ଡିଆ ଲିଗ୍ : ପ୍ରଥମ ସଂସ୍କରଣ ଟାଇଟଲ ହାତେଇଲା ଓଡିଶା ଓ୍ବାରିୟର୍ସ

ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି । ଆଜି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଫାଇନାଲ…