Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ; ୨ ଯାତ୍ରୀ ମୃତ, ୧୦ ଗୁରୁତର

ତାଳଚେର: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ଖମାର ଅଞ୍ଚଳରେ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି…

ଆସନ୍ତାକାଲିଠୁ ଗହିରମଥା ଓ ଭିତରକନିକାରେ ଡଲଫିନ ଗଣନା ଆରମ୍ଭ

ରାଜନଗର: ସୋମବର ଅର୍ଥାତ୍ କାଲିଠୁ ଆରମ୍ଭ ହେବ ଡଲଫିନ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନ ଧରି ଅର୍ଥାତ୍ ୨୭, ୨୮ ଓ ୨୯ ଯାଏଁ ଡଲଫିନ୍ ଗଣନା କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା…

“ଚାଇନା ଲ୍ୟାବରୁ କୋରୋନା ଭାଇରାସ ବ୍ୟାପିଛି “

ନୂଆଦିଲ୍ଲୀ: ଆମେରିକାର ଗୁପ୍ତଚର ଏଜେନ୍ସି, ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଚାଇନାର ଲ୍ୟାବରେ କରୋନା ଭୂତାଣୁ ପ୍ରସ୍ତୁତ କରିଥିବା ସନ୍ଦେହ ପ୍ରକଟ କରିଛି ଓ କୋଭିଡ -19 ବିସ୍ତାର ପାଇଁ ଚୀନ୍ ଦାୟୀ ବୋଲି ରିପୋର୍ଟରେ ପ୍ରକାଶ କରିଛି  । ତେବେ ଏଜେନ୍ସି ଏ ସମ୍ପର୍କରେ କୌଣସି…

ଦୁଇଟି ଟ୍ରେନ ମଧ୍ୟରେ ଧକ୍କା, ୩ ବଗି ଲାଇନଚ୍ୟୁତ

କୋଲକତା: ପୁଣି ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ହାଓ୍ବଡାରେ ଦୁଇଟି ଟ୍ରେନ୍ ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ହାୱଡାର ସନ୍ତରାଗାଛି ଏବଂ ଶାଲୀମାର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଯାହ ଦ୍ବାରା ଟ୍ରେନ ଚଳାଚଳ…

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭାଙ୍ଗିଲା ଦଳର ସମସ୍ତ ସଂଗଠନ

ଭୁବନେଶ୍ବର: ଭାଙ୍ଗିଲା ବିଜେଡିର ସମସ୍ତ ସଂଗଠନ । ଆଗକୁ ବିଜେଡିର ନବକଳେବର ହେବ । ବିଜେଡିର ସାଙ୍ଗଠନିକ ର୍ନିବାଚନ ପରିପ୍ରେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦିଆଯାଇଛି । ଦଳର ସାଙ୍ଗଠନିକ ନିର୍ବାଚନ ପ୍ରରିପେକ୍ଷୀରେ ସମସ୍ତ ସଙ୍ଗଠନକୁ ଭାଙ୍ଗିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ…

ଅଧାରେ ରହିଲା ପ୍ୟାରେଡ: ଭ୍ୟାନ ଓଲଟି ସ୍କୁଲ ଛାତ୍ର ମୃତ, ୨୩ ଆହତ

କଟକ: ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍…

ପତାକା ଉତ୍ତୋଳନ କଲେ ନବୀନ; କହିଲେ, ସାମାଜିକ ନ୍ୟାୟ ହାସଲ ଦିଗରେ ଆହୁରି ଅନେକ ବାଟ ଯିବାକୁ ଅଛି

ଭୁବନେଶ୍ୱର: ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆଜି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତ ଏକ ମହାନ ଦେଶ । ମହାତ୍ମା…

ମହିଳା ହକି ଇଣ୍ଡିଆ ଲିଗ୍ :ଆଜି ଫାଇନାଲ ଫାଇଟ୍ , ଓଡିଶା ଓ୍ବାରିୟର୍ସ ବନାମ ସୁରମା ହକି କ୍ଲବ

ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଆଜି ଫାଇନାଲ ଲଢେଇ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସକୁ ଭେଟିବ ସୁରମା ହକି କ୍ଲବ । ଆଜି ସନ୍ଧ୍ୟା ୬ଟାରେ ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯିବ । ସିଧାପ୍ରସାରଣ ଡିଡି ସ୍ପୋର୍ଟ୍ସ, ସୋନୀ ସ୍ପୋର୍ଟ୍ସ…

ପଦ୍ମଭୂଷଣ କି ପଦ୍ମଶ୍ରୀ ନୁହେଁ, ପୂର୍ବରୁ ଏହି ନାମରେ ଜଣା ଯାଉଥିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ୨୦୨୫ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ୍ ଗତକାଲି କେନ୍ଦ୍ର ସରକାର ୨୦୨୫ର ପଦ୍ମ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି…

ରାଷ୍ଟ୍ରପତି ଭବନରେ ‘କୁଛ କୁଛ ହୋତା ହୈ’ ଗାଇଲେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ । ତାଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଭୋଜିରେ ଇଣ୍ଡୋନେସିଆର ଏକ ପ୍ରତିନିଧି ଦଳ ବଲିଉଡ୍ ଗୀତ 'କୁଛ କୁଛ ହୋତା…