Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ଅଛନ୍ତି ୪୦ ଲକ୍ଷ ଭୂତ ହିତାଧିକାରୀ: ଆସନ୍ତା ଚାରି ଦିନରେ ସରିବ ଇ-କେୱାଇସି ଯାଞ୍ଚ

ଭୁବନେଶ୍ଵର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି (e-KYC) କରିସାରିଛନ୍ତି। ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେୱାଇସି…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ଆଖି ବୁଜିଲା ସିଂହୀ ‘ରେୱା’, ଦୁଇ ଦିନ ପୂର୍ବେ ୩ ଶାବକଙ୍କୁ ଦେଇଥିଲା ଜନ୍ମ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେୱା’ର ମୃତ୍ୟୁ ଘଟିଛି। ୮ ବର୍ଷ ବୟସ୍କା ସିଂହୀର ରେୱା ପ୍ରସବକାଳୀନ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ ଜାନୁଆରୀ ୨୫ ତାରିଖରେ ତୃତୀୟ ଥର ପାଇଁ ସିଂହୀ ରେୱା ମା’ ହେବା ସହ ୩ଟି ଶାବକକୁ ଜନ୍ମ ଦେଇଛି।…

ବଜାରକୁ ଆସିବ ରିଏଲମିର ଏହି ସ୍ମାର୍ଟଫୋନ୍, ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ରିଏଲମି ନିଜର ଗ୍ରାହକଙ୍କ ପାଇଁ ଏକ ନୂତନ ସ୍ମାର୍ଟଫୋନ୍ ଆଣୁଛି । କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ ରିଏଲମି ନେଓ 7SE (Realme Neo 7 SE) ରହିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ତାରିଖ ସମ୍ବନ୍ଧରେ କୌଣସି ଅଫିସିଆଲ୍ ବିବରଣୀ ପ୍ରଦାନ କରିନି । କିନ୍ତୁ ଏହାର ଲିକ୍ସ ସାମ୍ନାକୁ…

ନିର୍ବାଚନୀ ଇସ୍ତାହାର ଜାରି କଲା ଆପ୍‌; ୧୫ଟି ଗ୍ୟାରେଣ୍ଟି ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୫ରେ ମତଦାନ ହେବ । ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ । ଏହାରି ଭିତରେ ଦିଲ୍ଲୀର…

କଫକାଶ ଦୂର କରିଥାଏ ଏହି ପାଞ୍ଚ ଜଡିବୁଟି..

ଭୁବନେଶ୍ବର: ଶୀତ ଋତୁରେ ଅନେକ ଲୋକଙ୍କୁ କଫ,କାଶ ହୋଇଥାଏ । କିଛିଜଣଙ୍କ କାଶ ସମସ୍ୟା ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ରହିଥାଏ । ତେବେ ଏହି କଷ୍ଟରୁ ମୁକ୍ତି ପାଇଁ ଜଡିବୁଟି  ବେଶ୍ ଲାଭଦାୟକ  । -  ସଧାରଣତଃ ଘରେ ତୁଳସୀ ଗଛ ଥାଏ । ଏହା କାଶ ଏବଂ ଥଣ୍ଡା ଜ୍ବରରେ ବହୁତ ଲାଭଦାୟକ…

୪ ଯୁବକଙ୍କୁ ଅପହରଣ ମାମଲା: ଜଣେ ଅଟକ, ଟଙ୍କା ପାଇଁ ଦିଆଯାଉଥିଲା ନିର୍ଯାତନା

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲାରେ ଜଣେ ଅଟକ। ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଦେଇଛନ୍ତି ସୂଚନା। ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସ୍‌ପି କହିଛନ୍ତି। ଭୁବନେଶ୍ବରରୁ ସମସ୍ତଙ୍କୁ ଅପହରଣ କରି ଗଞ୍ଜାମରେ ଆଣି ରଖିଥିଲେ ଅପହରଣକାରୀ। ଋଣ କାରବାରକୁ ନେଇ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନିରଞ୍ଜନ: କହିଲେ, ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ଭିଆଇପି କଲୋନୀ ସ୍ଥିତ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତିଙ୍କ ଘରୁ ଲୁଟ୍ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ। ଫେସ୍‌ବୁକ୍‌ରେ ପୋଷ୍ଟ କରି ନିରଞ୍ଜନ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା…

ଏଥିପାଇଁ ଲଫାପାରେ ୧୦୧, ୫୦୧, ୧୦୦୧ଟଙ୍କା ଦିଆଯାଏ ..

ଭୁବନେଶ୍ବର: ଯେତେବେଳେ ଆମେ ବିବାହ/ବ୍ରତ ଘରେ କିମ୍ବା ଅନ୍ୟ କୌଣସି ଶୁଭ କାର୍ଯ୍ୟ ସମୟରେ କାହାକୁ ଟଙ୍କା ଉପହାର ଲଫାପାରେ ଦେଇଥାଉ, ଆମେ ନିଶ୍ଚିତ ଭାବରେ ଏଥିରେ ୧୦୦,୫୦୦ କିମ୍ବା ୧୦୦୦ ଟଙ୍କା ସହିତ ଏକ ଟଙ୍କାର କଏନ୍ ରଖୁ । ଏକ ଟଙ୍କାର କଏନ୍ ବିନା ଲଫାପା ଦେବା ଶୁଭ ନୁହେଁ ବୋଲି ବିବେଚନା…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର୍ ସନ୍ଦେହରେ ଯୁବକଙ୍କୁ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ ମାଓବାଦୀ ଦେଖାଇଛନ୍ତି ବର୍ବରତା। ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ…