Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୀବନ ଯୁଦ୍ଧରେ ହାରିଗଲା ବୋରୱେଲରେ ଫଶି ରହିଥିବା ‘ଚେତନା’

ଜୟପୁର: ୧୦ ପରେ ରାଜସ୍ଥାନର ଅଲୱାର କୋଟପୁଟଲିରେ ଏକ ୧୭୦ ଫୁଟ୍ ଗଭୀର ବୋରୱେଲରେ ଫସି ରହିଥିବା ୩ ବର୍ଷୀୟ ‘ଚେତନା’ଙ୍କୁ ବୋରୱେଲରୁ ବାହାର କରାଯାଇଛି । ବୋରଓ୍ବେଲରୁ ବାହାର କରିବା ମାତ୍ରେ ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।…

ଆଜିଠାରୁ ବନ୍ଦ ହେବ ଏହି ସବୁ ବ୍ୟାଙ୍କ ଖାତା…

ନୂଆଦିଲ୍ଲୀ: ଆରବିଆଇର ବଡ ଘୋଷଣା । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ନିର୍ଦ୍ଧିଷ୍ଟ ତିନି ପ୍ରକାର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି । ଯେଉଁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି ସେ ଖାତାକୁ ବନ୍ଦ କରାଯାଇପାରେ । ଯେଉଁ ଆକାଉଣ୍ଟରେ ଗତ ବାରମାସ ହେଲା…

ମହାକୁମ୍ଭ ମେଳା ୨୦୨୫; ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ପ୍ରୟାଗରାଜକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଆସନ୍ତା ୧୩ ରୁ ୨୬ ଧରି ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଏଥିପାଇଁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା ୨୦୨୫ ପାଇଁ ପ୍ରୟାଗରାଜକୁ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା…

ଆଉ ୧୫ଦିନ ବଢିଲା ବିଳମ୍ବିତ ଆୟକର ଦାଖଲ ଅବଧି

ନୂଆଦିଲ୍ଲୀ:ବିଳମ୍ବରେ ଆୟକର ଫାଇଲ୍ କରିବା ସମୟସୀମା ବୃଦ୍ଧି କରିଛି କେନ୍ଦ୍ର ସରକାର । ପୂର୍ବରୁ ଡିସେମ୍ବର ୩୧ ଶେଷ ତାରିଖ ଥିଲା। ତେବେ ବିଭିନ୍ନ ବର୍ଗର କରଦାତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବଢେଇ ଜାନୁୟାରୀ ୧୫ କରିଦିଆଯାଇଛି । ସୂଚନାଥାଉକି, ଏହି ବର୍ଦ୍ଧିତ ସମୟସୀମା…

‘ଏକ୍ସ’ରେ ନାଁ ପରିବର୍ତ୍ତନ କଲେ ଏଲନ ମକ୍ସ, ଜାଣନ୍ତୁ ନୂଆ ନାମ…

ୱାଶିଂଟନ୍: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ନିଜ ନାମ ପରିବର୍ତ୍ତନ କରିଛନ୍ତି। ନୂଆ ନାଁ ରହିଛି 'କେକିଅସ୍ ମ୍ୟାକ୍ସିମସ୍'। ଏପରିକି ସେ ନିଜର ପ୍ରୋଫାଇଲ୍ ଫଟୋ ମଧ୍ୟ ବଦଳାଇ 'ପେପ୍ ଦ ଫ୍ରଗ୍' ନାମକ ଏକ ଚରିତ୍ରର ଫଟୋ ରଖିଛନ୍ତି। ଯାହାକି…

‘କେଜ୍ରିୱାଲ ଜଣେ ରଙ୍ଗ ବଦଳଉଥିବା ଏଣ୍ଡୁଅ’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପୁଣି ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ କଡ୍ଡା ଆକ୍ରମଣ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ, ଆଜିର ସମୟରେ ସବୁଠାରୁ ବଡ ଆହ୍ବାନ ହେଉଛି ବିଶ୍ୱସନୀୟତାର ସଙ୍କଟ । ସାଧାରଣ ଜନତାଙ୍କ…

ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ

ନୂଆଦିଲ୍ଲୀ: ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ନସର ପଠାନ ନାମକ ଏକ ଆଇଡିରୁ  ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ସମସ୍ତେ ଅପରାଧୀ। ମହାକୁମ୍ବରେ ଆମେ ବୋମା ବିସ୍ଫୋରଣ କରିବୁ ଏବଂ ୧ ହଜାର ହିନ୍ଦୁଙ୍କୁ ହତ୍ୟା କରିବୁ।…

ଡାକ୍ତରଖାନାରେ ଷ୍ଟାଫ୍ ଅଭାବ, ଇସିଜି କରୁଛନ୍ତି ସଫେଇ କର୍ମଚାରୀ

ମୁମ୍ବାଇ: ସୋସିଆଲ ମିଡିଆରେ ମୁମ୍ବାଇର ଏକ ସରକାରୀ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ମହିଳାଙ୍କ ଇସିଜି କରୁଛନ୍ତି ଡାକ୍ତରଖାନାର ସଫେଇ କର୍ମଚାରୀ । ଏହି ଘଟଣା ଭାଇରାଲ ହେବା ପରେ ଡାକ୍ତରଖାନାରେ ଇସିଜି ଟେକ୍ନିସିଆନଙ୍କୁ ନିଯୁକ୍ତ କରାଯାଇଛି ।…

ରିଲ୍ସ ପାଇଁ ଟ୍ରେନ ଭିତରେ ଭଙ୍ଗାରୁଜା କଲେ ଯୁବକ

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ୍ ଯୁଗରେ ରିଲ୍ସ ପାଇଁ କିଛି ଜଣ ଏତେ ପାଗଳ ଯେ, ସେମାନେ ଏପରି କାର୍ଯ୍ୟ କରନ୍ତି ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। କେବଳ ସୋସିଆଲ ମିଡିଆରେ ନିଜକୁ ଦେଖାଇବା ପାଇଁ ଲାଇକ୍ସ ପାଇଁ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବାରେ କିମ୍ବା ନିଜ ଜୀବନକୁ…

କମ୍ୟୁନିଟି ପଲିସିକୁ ଗୁରୁତ୍ୱ, ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ

ଭୁବନେଶ୍ୱର: ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ। କମ୍ୟୁନିଟି ପଲିସିକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ। ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ। ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ କରିଛି। ଭୁବନେଶ୍ୱର ୟୁପିଡ଼ିରେ ୨୦୨୩…